ନଖ କାମୁଡିବାର କାରଣ
[vc_row][vc_column][vc_column_text]ଆପଣମାନେ ଦେଖିଥିବେ ପୁରୁଷ କିମ୍ବା ମହିଳାମାନେ ଅଧିକାଂଶ ସମୟ ନଖ କାମୁଥିବାର । ପ୍ରତି ୧୫ଜଣରେ ୭ ଜଣ ନଖ କାମୁଡୁଥିବାର ଦେଖାଯାଏ । କେବଳ ଏହା ପିଲାଙ୍କ ବଦଭ୍ୟାସ ନୁହେଁ, ବରଂ ବୟସ୍କ ବର୍ଗର ଲୋକମାନେ ମଧ୍ୟ ନଖ କାମୁଡିଥାନ୍ତି । ନିକଟରେ କାଲିଫର୍ଣ୍ଣଆର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରି କିଛି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ।
[/vc_column_text][/vc_column][/vc_row][vc_row][vc_column][vc_single_image image=”965″ img_size=”full” alignment=”center”][/vc_column][/vc_row]
Comments are closed.