ବିଶ୍ୱର ଏକମାତ୍ର ଶାକାହରୀ କୁମ୍ଭୀର – ବାଭିଆ

Share It

[vc_row][vc_column][vc_column_text]ଯୁବ ସମୟ-ଭାରତରେ ଏମିତି ଅନେକ ବିସ୍ମୟକର କାହଣୀ ରହିଥିବା ବେଳେ ଏମିତି କିଛି ଚମକେଇ ଦେଲା ଭଳି କାହାଣୀ ରହିଛି, ଯାହାକି ଭାରତକୁ ଏକ ଅବିଶ୍ୱସନୀୟ ରୂପରେ ପରିଗଣିତ କରାଉଛି । ଆସନ୍ତୁ ତେବେ ଜାଣିବା ସେହି ବିଷୟରେ କିଛି ।
କେରଳର ପ୍ରସିଦ୍ଧ ଅନନ୍ତପୁର ମନ୍ଦିରକୁ ଦୈନିକ ସହସ୍ରାଧିକ ଭକ୍ତଙ୍କ ଭିଡ ଜମେ । ତେବେ ଏହି ମନ୍ଦିର ଲୋକମାନେ ଭଗବାନଙ୍କୁ ଦର୍ଶନ କରିବାକୁ ଯେତେ ଭିଡ ଜମାନ୍ତି ନାହିଁ ଯେତେ ବିଶ୍ୱର ଏକମାତ୍ର ଶାକାହରୀ କୁମ୍ଭୀର – ବାଭିଆକୁ ଦେଖିବା ପାଇଁ ଲୋକମାନେ ଭିଡ ଜମାଇଥାନ୍ତି । ସବୁଠାରୁ ପ୍ରମୁଖ କଥା ହେଲା ଏହି ମନ୍ଦରଟି ପୁଷ୍କରିଣୀ ମଧ୍ୟରେ ଅବସ୍ଥିତ ହୋଇଥିବା ବେଳେ ମନ୍ଦିରକୁ କେବଳ ଏହି କୁମ୍ଭୀର ହିଁ ଜଗୁଆଳୀ ରୂପେ ସୁରକ୍ଷା ପ୍ରଦାନ କରେ । ମନ୍ଦିରକୁ ଆସିବା ସମୟରେ ଲୋକମାନେ କୁମ୍ଭୀରକୁ ପ୍ରତ୍ୟେହ ଦର୍ଶନ କରିବା ଶୁଭ ମାନନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ଏହି କୁମ୍ଭୀରଟି ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଦ ହେବ ଏହି ମନ୍ଦିରର ରଖୁଆଳୀ ଦାୟିତ୍ୱରେ ରହିଛି ।[/vc_column_text][/vc_column][/vc_row][vc_row][vc_column][vc_single_image image=”955″ img_size=”full” alignment=”center”][/vc_column][/vc_row][vc_row][vc_column][vc_column_text]ପୂଜକଙ୍କ କହିବା ଅନୁଯାୟୀ ଭଗବାନଙ୍କ ପାଖରେ ପୂଜା ହେଉଥିବା ଗୁଡ ଏବଂ ଚାଉଳ, କୁମ୍ଭୀର ପ୍ରମୁଖ ଭୋଜନ ଅଟେ । ଭକ୍ତ ଦ୍ୱାରା ତାକୁ କୌଣସି ଆମିଷ ଭୋଜନ ଦିଆଯାଏ ନାହିଁ ।
ଲୋକଙ୍କ କହିବା ଅନୁଯାୟୀ ୧୯୪୫ ମସିହାରେ ଏକ ଇଂରେଜ ସୈନିକ ମନ୍ଦିରରେ ଥିବା କୁମ୍ଭୀର ଗୁଳି କରି ମାରି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ସୈନିକ ଜଣକ କିଛି ଦିନ ପରେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିଲେ । ଏହି ପୁଷ୍କରିଣୀରେ ଯଦି କୁମ୍ଭୀରଟିର ମୃତ୍ୟୁ ହୋଇଯାଏ, ତେବେ ଆପେ ଆପେ ଅନ୍ୟ ଏକ କୁମ୍ଭୀର ଏଠାକୁ ଆସିଯାଏ, ଯାହାକି ଅନନ୍ତଙ୍କ ଭଗବାନ ଆର୍ଶୀବାଦ ବୋଲି ମାନଯାଏ ସେଠାରେ ପୂଜକମାନେ ନିୟମିତ କୁମ୍ଭୀର ପାଟିରେ ଭୋଗ ହେବା ସହ ତାକୁ ଆଲିଙ୍ଗନ ମଧ୍ୟ କରିଥାନ୍ତି । ବର୍ତ୍ତାମନ ପର୍ଯ୍ୟନ୍ତ କୁମ୍ଭୀକ କୌଣସି ହଂସ୍ର ଆଚରଣ ପ୍ରଦର୍ଶନ କରିନାହିଁ[/vc_column_text][/vc_column][/vc_row]


Share It

Comments are closed.