ଆଶ୍ଚର୍ଯ୍ୟଚକିତ ହୋଇଯିବେ ନିଳଚକ୍ରର ଏହି ବିଶେଷତା ଗୁଡିକୁ ଜାଣି
ନିଳଚକ୍ର ନାମ ମାତ୍ରକେ ତାର ପବିତ୍ରତା, ଗାମ୍ଭିର୍ଯ୍ୟତା ତଥା ଗୁରୁତ୍ୱ ବହନକରି କୋଉ ଆବାହମାନ କାଳରୁ ପୁରୀ ଜଗନ୍ନାଥ ମନ୍ଦିରର ଶୀଖର ଦେଶରେ ବିଦ୍ୟମାନ । ଭକ୍ତଟିଏ କାହିଁ କୋଉ ଦୂରରୁ ନିଳଚକ୍ରକୁ ଦେଖିଦେଲେ ତାର ଆତ୍ମା ତୃପ୍ତି ହୋଇଯାଏ ତଥା ସ୍ୱତଃପୃତ ଭାବରେ ତାର ନତମସ୍ତକହୋଇଯାଏ ।…