ରାଜଦ୍ରୋହ ମାମଲାରେ ଛନ୍ଦି ହେଲେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମାୟା
ବେଙ୍ଗାଲୁରୁରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମାୟା, ପୂର୍ବତ୍ତନ ମନ୍ତ୍ରୀ ଜି ପରମେଶ୍ୱର, ଡିକେ ଶିବକୁମାର ଓ ବାଙ୍ଗାଲୋରର ପୂର୍ବତ୍ତନ ପୋଲିସ କମିଶନର ସୁନିଲ କୁମାରଙ୍କ ବିରୋଧରେ ଆଇପିସି ଧାରା ୨୦ ଅଧିନରେ ରାଜଦ୍ରୋହ ମାମଲା ଦାୟର କରାଯାଇଛି ।
ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗଣାମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ କି ଆୟକର ବିଭାଗି କେତେକ ଜେଡିଏସ, କଂଗ୍ରେସ ନେତା ଏବଂ ତାଙ୍କ ଘରେ ଚଢାଇ କରୁବାର ଯୋଜନା କରୁଛନ୍ତି ଏବଂ ଏହାକୁ ବିରୋଧ କରି ଗତ ୨୮ ତାରିଖ ଦିନ କର୍ମକର୍ତ୍ତାଙ୍କ ପକ୍ଷରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
Bengaluru: Case filed under 20 IPC sections including sedition against ex-CM HD Kumaraswamy &Siddaramaiah, ex-ministers G Parmeshwara&DK Shivakumar & ex-Bengaluru city police commissioner Suneel Kumar for allegedly obstructing I-T officials from discharging their duties
— ANI (@ANI) November 29, 2019
ଏହି ବିକ୍ଷୋଭ ଯୋଗୁଁ ଆଇଟି ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ପାଳନରେ ବାଧା ଉପୁଜିଥିବାବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନେ ମାନେ ମଧ୍ୟ ଏହି ବିକ୍ଷୋଭକୁ ପ୍ରତିହତ କରିବାରେ ଅସଫଳ ରହିଥିଲେ ।
ଏହି ଘଟଣାକୁ ନେଇ କଂଗ୍ରେସ ନେତା ଶିବ କୁମାର କହିଛନ୍ତି ଯେ, “ଏହା ରାଜନୈତିକ ପ୍ରତିଶୋଧ ଅଟେ । ସମସ୍ତ ମାମଲା ବିଜେପିର ଏହି ଅଧିକାରୀ ଏବନ ମିତ୍ରଙ୍କ ଦ୍ୱାରା କରାଯାଉଛି । ମୋତେ ଏହା ସବୁ ଜଣା । ଆମେ ରାଜନୈତିକ ରୂପେ ଏହା ବିରୋଧରେ ଲଢିବୁ । ମୁଁ ଜେଲ ଯିବା ପାଇଁ ପ୍ରସ୍ତୁତ । ”
Comments are closed.