ବେଦାନ୍ତ ଲାଞ୍ଜିଗଡ଼ରେ ୭୩ତମ ସ୍ୱାଧୀନତା ଦିବସ ପାଳନ


ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସକୁ ହର୍ଷଉଲ୍ଲାସ ପାଳନ କର ଯାଇଛି । ପ୍ଲାଣ୍ଟର ପ୍ରାଙ୍ଗଣରେ ଏକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ ଓଆଇଏସଏଫ ଦ୍ୱାରା ପ୍ରସ୍ତୁତ ଗାଡ଼ ଅଫ ଅନରକୁ ପରିଦର୍ଶନ କରିଥିଲେ ।


Share It

Comments are closed.