ପ୍ଲେଷ୍ଟୋରରେ FAU-G, ପବ୍ଜିକୁ ଦେବ ଟକ୍କର
ଭାରତରେ ପବଜି PUBG ପୁଣି ରିଲଞ୍ଚ ହେବା ପୂର୍ବରୁ ଭାରତର ଦେଶୀ ଗେମିଙ୍ଗ୍ ଆପ୍ FAU-G ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଗୁଗଲ୍ ପ୍ଲେଷ୍ଟୋରରେ FAU-G ଗେମକୁ ଲିଷ୍ଟ କରାଯାଇଛି। ଏହି ଗେମ୍ ଇଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ଗେମର ପ୍ରି-ରେଜିଷ୍ଟ୍ରେସନ୍ ଆପ୍…