Browsing Tag

prajukti-latest

ଆସୁଛି ହ୍ୱାଟ୍ସଆପର ନୂଆ ଫିଚର: ଏବେ ନିଜ ଡେସ୍କଟପରେ କରିହେବ ଭିଡିଓ ଓ ଅଡିଓ କଲ୍

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଲଂଚ କରୁଛି ଯେଉଁଠାରେ ଉପଭୋକ୍ତା ସେମାନଙ୍କର ଡେସ୍କଟପ୍ ସ୍କ୍ରିନରେ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ | କମ୍ପାନୀ ବହୁ ଦିନ ହେଲା ଏହି ଫିଚର୍ସର ଟେଷ୍ଟିଙ୍ଗ କରୁଛି। କମ୍ପାନୀ ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ ଆଣିପାରେ ।…

ସରକାର ଜାରି କଲେ କଡା ନିର୍ଦ୍ଦେଶ: ସବୁ ଅନଲାଇନ୍ ଗେମିଂ ବିଜ୍ଞାପନରେ ସତର୍କତା ବାର୍ତ୍ତା ବାଧ୍ୟତାମୂଳକ

କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ୍ ଗେମିଂ ଆପ୍‌ର ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି । ଏହି ସବୁ ଫେକ୍ ଗେମିଂ ଆପ୍ଲିକେସନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ଏହାସହ ବିଭିନ୍ନ ଟିଭି ଚ୍ୟାନେଲକୁ ଏପରି ଗେମ୍…

ପ୍ଲେଷ୍ଟୋରରେ FAU-G, ପବ୍‌ଜିକୁ ଦେବ ଟକ୍କର

ଭାରତରେ ପବଜି PUBG ପୁଣି ରିଲଞ୍ଚ ହେବା ପୂର୍ବରୁ ଭାରତର ଦେଶୀ ଗେମିଙ୍ଗ୍ ଆପ୍ FAU-G ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଗୁଗଲ୍ ପ୍ଲେଷ୍ଟୋରରେ FAU-G ଗେମକୁ ଲିଷ୍ଟ କରାଯାଇଛି। ଏହି ଗେମ୍ ଇଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ଗେମର ପ୍ରି-ରେଜିଷ୍ଟ୍ରେସନ୍ ଆପ୍…

ଭାରତରେ ଦୁଇଦିନ ପାଇଁ ମାଗଣାରେ ଦେଖିପାରିବେ ନେଟଫ୍ଲିକ୍ସ! କମ୍ପାନୀ ପକ୍ଷରୁ ଘୋଷଣା, ଜାଣନ୍ତୁ କିଭଳି ?

ଭାରତରେ ଦୁଇ ଦିନ ପାଇଁ ନେଟଫ୍ଲିକ୍ସ ଏହାର ସେବା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛି। ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଅଧୀନରେ ଏହା କରାଯାଉଛି ବୋଲି କମ୍ପାନୀ କହିଛି। ନେଟଫ୍ଲିକ୍ସର ଏହି ଷ୍ଟ୍ରିମ୍ ଫେଷ୍ଟ ସମୟରେ ଭାରତର ଯେକୌଣସି ବ୍ୟକ୍ତି ନେଟଫ୍ଲିକ୍ସର ପ୍ରିମିୟମ୍ କଂଟେଂଟ୍…

ହ୍ବାଟସ ଆପର ଆଉ ଏକ ନୂଆ ଫିଚର, ଏବେ କୌଣସି କଂଟାକ୍ଟକୁ ବ୍ଲକ ନ କରି ମଧ୍ୟ କରିପାରିବେ ଇଗନୋର

ଯଦି ଆପଣ କୌଣସି ମେସେଜକୁ ଇଗନୋର କରିବାକୁ ଚାହାଁନ୍ତି କିମ୍ବା ରିପ୍ଲାଏ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଏକ କଂଟାକ୍ଟ କିମ୍ବା ଗ୍ରୁପକୁ ବ୍ଲକ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ | ତେବେ ଏହି କ୍ଷେତ୍ରରେ,ହ୍ବାଟ୍ସ ଆପ୍ ର ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |…

ଭାରତକୁ ପୁଣି ଫେରୁଛି ଲୋକପ୍ରିୟ ଗେମିଂ ଆପ୍‌ PUBG

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

ହ୍ବାଟସ୍ ଆପ ରେ ଯୋଡ଼ି ହେଲା ସପିଂ ବଟନ୍, ଜାଣନ୍ତୁ କିଭଳି କାମ କରିବ ଏହି ଫିଚର

ହ୍ବାଟସ୍ ଆପ୍ କିଛି ସମୟ ହେବ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନୂଆ ଫଚର ଆଣି ଆସୁଛି | ସମାନ କ୍ରମରେ ହ୍ବାଟସ୍ ଆପ୍ ବର୍ତ୍ତମାନ ଆପରେ ଏକ ସପିଂ ବଟନ୍ ସାମିଲ କରୁଛି | କମ୍ପାନୀ କହିଛି ଯେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ହେବ ଏବଂ ସେମାନେ ସେମାନଙ୍କର ବିକ୍ରୟ ବୃଦ୍ଧି କରିବାରେ ସକ୍ଷମ…

ଭାରତରେ ହ୍ବାଟସ୍ ଆପ୍ ପେମେଂଟକୁ ମିଲିଲା ଗ୍ରୀନ ସିଗନାଲ, ଗୁଗଲ ପେ କୁ ଦେବ କଡ଼ା ଟକ୍କର

ଫେସବୁକ୍ ମାଲିକାନା ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଭାରତରେ ଏକ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମତି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ବାଟସ୍ ଆପ୍ ପେକୁ ଗ୍ରୀନ ସିଗନାଲ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨ କୋଟି ବ୍ୟବହାରକାରୀଙ୍କ ପାଇଁ ଜାରି ହେବ ବୋଲି…

ହ୍ବାଟସ୍ ଆପରେ ଲଂଚ ହେଲା ନୂଆ ଫିଚର, ଏବେ ସାତ ଦିନରେ ଗାୟବ କରିହେବ ମେସେଜ

ହ୍ବାଟସ୍ ଆପ୍ ନିକଟରେ ଏହାର FAQ ପେଜରେ Disappearing Message କିପରି କାର୍ଯ୍ୟ କରିବ ତାହା ବିଷୟରେ ଦର୍ଶାଇଥିଲା | ବର୍ତ୍ତମାନ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ନୂତନ ଫିଚର ଲଞ୍ଚ କରିଛି। ହ୍ବଟସ୍ ଆପ୍ Disappearing Message | ହ୍ବାଟସ୍ ଆପର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଫେସବୁକ୍…

ଆଜିଠାରୁ ଭାରତରେ ସମ୍ପୂର୍ଣ୍ଣ ରୁପେ ବନ୍ଦ ହେବ ପବଜି ମୋବାଇଲ ଗେମ: କମ୍ପାନୀ ପକ୍ଷରୁ ଘୋଷଣା

ଭାରତରେ ପ୍ଲେୟାରମାନଙ୍କର ପ୍ରିୟ ବ୍ୟାଟେଲଗ୍ରାଉଣ୍ଡ ପବଜି କୁ ବିଦାୟ ଦେବାର ସମୟ ଆସିଯାଇଛି | ସୁରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୨ ରେ ନିଷିଦ୍ଧ ହୋଇଥିବା ଉଭୟ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ ଦେଶରେ ଆଉ କାମ କରିବ ନାହିଁ। ଗୁରୁବାର ଟେନସେଣ୍ଟ…