ଥଗସ୍ ଅଫ ହିନ୍ଦୁସ୍ତାନରେ ଆମିର ଏବଂ ଅମିତାବଙ୍କ ନୂଆ ଲୁକ
ଯୁବ ସମୟ -୨୦୧୮ରେ ରିଲିଜ ହେବାକୁ ଯାଉଥିବା ଆକ୍ସନ- ଆଡଭେନଚର ଫିଲ୍ମ ଥଗସ୍ ଅଫ ହିନ୍ଦୁସ୍ତାନର ନୂତନ ପେଷ୍ଟର ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ଆମିତାବ ବଚ୍ଚନ ଏବଂ ଆମୀର ଖାନଙ୍କୁ ସମ୍ପୂର୍ଣ୍ଣ ଏକ ନୂତନ ଲୁକରେ ଦେଖିବାକୁ ମିଳିବ । ଅମିତାବଙ୍କ ଏହି ଭିନ୍ନ ଲୁକ ସୋସିଆଲ ମିଡିଆରେ ଶୁବ…