Browsing Tag

manoranjan-latest

ପୁଣି ଥରେ ମା’ ହେଲେ ‘ଜେହର’ ଫିଲ୍ମର ଅଭିନେତ୍ରୀ ଉଦିତି ଗୋସ୍ୱାମୀ

୨୦୦୫ର କଥା ଫିଲ୍ମ ‘ଜେହର’ ଜରୀଆରେ ଇମ୍ରାନ ହାସମି ଏବଂ ଉଦିତି ଗୋସ୍ୱାମୀଙ୍କ ମଧ୍ୟରୁ ଅନେକ ଗୁଡିଏ ବୋଲ୍ଡ ସିନ ଦେଖିବାକୁ ମିଳିଥିଲା । ଉଭୟଙ୍କର ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହି ଫିଲ୍ମ ପରେ ଅଭିନେତ୍ରୀ ଉଦିତି ଗୋସ୍ୱାମୀ ରାତାରାତି ପୋଷ୍ଟର ଗାର୍ଲ ବନିଯାଇଥିଲେ ।…

‘ଲଭ ଆଜ କଲ -୨’ରୁ ଆଉଟ ହେଲେ ସୈଫ

ବଲିଉଡର ଜଣା ଶୁଣା ଫିଲ୍ମ ନିର୍ମାତା ଇ୍ମତିଆଜ ଅଲି ସବୁ ବେଳେ ଭିନ୍ନ ଏକ କାହାଣୀ ନେଇ ପରଦାକୁ ଆସିଥାନ୍ତି । ଇ୍ମତିଆଜଙ୍କ ଫିଲ୍ମରେ ଅନେକ ଲଭ ଏବଂ ରୋମାନ୍ସ ସିନ ମଧ୍ୟ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଇ୍ମତିଆଜ ନିଜର ବହୁ ଚର୍ଚ୍ଚିତ ହିଟ ଫିଲ୍ମ ‘ଲଭ ଆଜ କଲ’ର ସିକ୍ୱେଲ ପ୍ରସ୍ତୁତ କରିବାକୁ…

ଭେନ୍ୟୁ ପରେ ଏବେ ସାମନାକୁ ଆସିଲା ପ୍ରିୟଙ୍କାଙ୍କ ବିବାହ କାର୍ଡ

ବଲିଉଡର ଦେଶୀ ଗାର୍ଲ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହର ଭେନ୍ୟୁ ପୂର୍ବରୁ ଫିକ୍ସ ହୋଇସାରିଥିବାବେଳେ ଏବେ ବିବାହର ନିମନ୍ତ୍ରଣ କାର୍ଡ ସାମନାକୁ ଆସିଛି । ପ୍ରିୟଙ୍କା ନିଜର ସାଙ୍ଗ ଏବଂ ଟିମ ମେମ୍ବର ମାନଙ୍କୁ ନିଜ ବିବାହର କାର୍ଡ ବାଣ୍ଟିବା ଆରମ୍ଭ କରିଦେଲେଣି…

କରୀନାଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସୈଫଙ୍କ ଝିଅ

କେଦାରନାଥ ଫିଲ୍ମ ଦ୍ୱାରା ବଲିଉଡରେ ପାଦଥାପିଥିବା ‘ସାରା ଅଲି ଖାନ’ ନିଜର ବ୍ୟକ୍ତିଗତ ଇଚ୍ଛାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସାରା ତାଙ୍କର ଆଗାମୀ ଫିଲ୍ମ କେଦାରନାଥର ପ୍ରମୋସନ ପାଇଁ “କଫି ଉଇଥ କରଣ” ‘ସୋ’ରେ ଅତିଥି ଋପେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ବଲିଉଡ ଫିଲ୍ମ ନିର୍ମାତା ଏବଂ…

ରଣବୀର ନିଜ ହାତରେ ଲେଖିଲେ ଦୀପିକାଙ୍କ ନାମ

ରଣବୀର ସିଂହ ଏବଂ ଦୀପିକା ପାଦୁକନ ଘରକୁ ଫେରିବା ପରେ ସେମାନଙ୍କ ଫଟୋ ଏବଂ ଲୁକକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ତାଙ୍କର ମ୍ୟାଚିଙ୍ଗ ପୋଷାକ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁ ଜିନିଷକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବର୍ତ୍ତମାନ ଆଉ ଏକ ଜିନିଷ ଦେଖିବାକୁ ମିଳିଛି ।…

କେବଳ ରୋହମନ ନୁହନ୍ତି ତାଙ୍କ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଡେଟ କରିସାରିଛନ୍ତି ସୁସମିତା

ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସମିତା ସେନ ନିଜ ପ୍ରେମ ସଂପର୍କ ଏବଂ ବିବାହକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ୧୯ ନଭେମ୍ବର ୧୯୭୫ରେ ଜନ୍ମ ହୋଇଥିବା ସୁସମିତା ନିଜର ୪୩ତମ ଜନ୍ମ ଦିନକୁ ପାଳନ କରିବା ପାଇଁ ସେ ନିଜ ଦୁଇ ଝିଅଙ୍କୁ ନେଇ ଦୁବାଇ ଚାଲିଯାଇଛନ୍ତି । ସୁସମିତା…

ଶାହାରୁଖଙ୍କ ପରେ ଲକ୍ସ ହିଫରସି ଅଭିଯାନକୁ ସମର୍ଥନ କଲେ ବରୁଣ ଧୱନ ଏବଂ ଆୟୁଷ୍ମାନ

ବଲିଉଡରେ ଅତ୍ୟନ୍ତ ସୁନ୍ଦରୀ ମହିଳାଙ୍କ ସୌନ୍ଦର୍ଯ୍ୟ, ଷ୍ଟାଇଲ, ଗ୍ଲାମର ଏବଂ ସଫଳତାକୁ ପାଳନ କରିବା ପାଇଁ ଲକ୍ସ ଗୋଲ୍ଡେନ ରୋଜ ଆୱାର୍ଡ ଏକ ଆଇକୋନିକ ସଂକେତ ହୋଇପାରିଛି । ଶାହାରୁଖ ଖାନ ଏହି ଅଭିଯାନରେ ନିଜର ସମର୍ଥନ ପ୍ରଦାନ କରିବା ସହିତ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକମାନଙ୍କୁ ଏହାକୁ ଅନୁକରଣ…

ପ୍ରିୟଙ୍କାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ଏହି ବିଳାସମୟ ହୋଟେଲରେ ହେବ ବିବାହ

ରଣବୀର ସିଂହ ଏବଂ ଦୀପିକା ପାଦୁକନଙ୍କ ପରେ ଏବେ ପ୍ରିୟଙ୍କା ଏବଂ ନିକି ଜୋନସ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୂତାବକ ଉଭୟ ଏହି ବର୍ଷ ଶେଷ ଆଡକୁ ବିବାହ କରିବେ ବୋଲି ନିଷ୍ପତି ନେଇଥିବାବେଳେ ବିବାହ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ସରି ଜୋରସେ ଆରମ୍ଭ ହୋଇଗଲାଣି ।…

ଅର୍ଜୁନ କପୁରଙ୍କ ସହ ବିବାହ ପ୍ରଶ୍ନକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା

ଗତ କିଛି ଦିନ ହେବ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିବାବେଳେ ମିଳିଥିବା ସୂଚନା ମୁତାବକ ଉଭୟ ଆଗମୀ ବର୍ଷ ବିବାହ କରି ପାରନ୍ତି ବୋଲି ଶୁଣାଯାଉଥିଲା । ଅନୁଷ୍କା ଏବଂ ଦୀପିକାଙ୍କ ପରେ ଆପଣଙ୍କ ବିବାହ କେବେ ହେବ ବୋଲି ସାମ୍ବାଦିକଙ୍କ ଦ୍ୱାରା…

ଆରମ୍ଭ ହେଲା କଙ୍ଗନାଙ୍କ ଆଗାମୀ ଫିଲ୍ମ “ପଙ୍ଗା”ର ସୁଟିଙ୍ଗ

ବଲିଉଡ କୁଇନ କଙ୍ଗନା ରାଣାୱାତ ଗୋଟିଏ ପରେ ଗୋଟିଏ ନିଜ ପରବର୍ତ୍ତୀ ଫିଲ୍ମର ସୁଟିଙ୍ଗ ଆରମ୍ଭ ଦେଲେଣି । କଙ୍ଗନା ନିଜର ଆଗାମୀ ଫିଲ୍ମ “ମଣିକର୍ଣ୍ଣିକା”ର ସୁଟିଙ୍ଗ ଶେଷ କରିଦେଇଥିବାବେଳେ ଏବେ ତାଙ୍କର ଅନ୍ୟ ଏକ ଆଗାମୀ ଫିଲ୍ମ “ପଙ୍ଗା”ର ସୁଟିଙ୍ଗ ଆରମ୍ଭ କରିଦେଲେଣି । ଏହି ଫିଲ୍ମର ସୁଟିଙ୍ଗ…