ହୋଟେଲ ରୁମରୁ ଚେକ ଆଉଟ୍ ସମୟରେ ସାଙ୍ଗରେ ନେଇପାରିବେ ଏହି ସବୁ ସାମଗ୍ରୀ , ଲାଗିବନି ଚୋରିର ଆରୋପ
ବାହାରକୁ ଟ୍ରିପରେ ଗଲେ ଲୋକେ ପ୍ରାୟତଃ ବଡ଼ ବଡ଼ ହୋଟେଲରେ ରହିଥାନ୍ତି। ବିଳାଶମୟ ହୋଟେଲମାନଙ୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ମିଳିଥାଏ। ଯେପରି ବ୍ରାଣ୍ଡେଡ ସାମ୍ପୁ, ତଉଲିଆ ଓ ବିଳାଶମୟ ଡେକୋରେଟିଭ ଆଇଟମସ ଲୋକଙ୍କୁ ବେଶ ପସନ୍ଦ ହୋଇଥାଏ। ତେବେ ଲୋକେ ସେ ସବୁ ସାଙ୍ଗରେ ଘରକୁ…