ଏବେ ଏଟିଏମ୍ ରୁ କାଢ଼ି ହେବ ସୁନା : ଦେଶରେ ଲଞ୍ଚ ହେଲା ପ୍ରଥମ ଗୋଲ୍ଡ ଏଟିଏମ୍
ଏଟିଏମ୍ ରୁ ଟଙ୍କା ବାହାରିବା ବିଷୟରେ ଆମ ସଭିଙ୍କୁ ଜଣା କିନ୍ତୁ ଏଟିଏମ୍ ରୁ ସୁନା ବାହାରିବା କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । ଟଙ୍କା ବିତରଣ କରୁଥିବା ସାଧାରଣ ଏଟିଏମ୍ ପରି, ଗୋଲ୍ଡସିକ୍କା ଏଟିଏମ୍ ସୁନା ମୁଦ୍ରା ବିତରଣ କରିଥାଏ | ଭାରତର ପ୍ରଥମ ସୁନା ଏଟିଏମ୍ ରେ ଲୋକମାନେ…