Browsing Tag

latest

କରୋନା ବିରୁଦ୍ଧରେ ପ୍ରଭାବ ଦେଖାଉଛି ବିସିଜି ଟିକା, ସଂକ୍ରମଣ ବେଗକୁ ହ୍ରାସ କରୁଥିବାର ଗବେଷଣାରେ ଦାବି

ସାରା ବିଶ୍ବରେ ବୈଜ୍ଞାନିକମାନେ କରୋନା ଟିକାକୁ ଯଥାଶୀଘ୍ର ବଜାରରେ ଉପଲବ୍ଧ କରାଇବାକୁ ଉଦ୍ୟମ କରୁଛନ୍ତି। ବ୍ରିଟେନ, ଆମେରିକା, ଚୀନ୍ ଏବଂ ରୁଷ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛନ୍ତି, ଅର୍ଥାତ୍ ଯେକୌଣସି ସମୟରେ ସେମାନଙ୍କର ସଫଳତାର ଘୋଷଣା କରାଯାଇପାରେ । ସଦ୍ୟତମ ରିପୋର୍ଟରେ…

ଓଡ଼ିଶାରେ ୨୦୦ ଅତିକ୍ରମ କଲା କରୋନା ମୃତ୍ୟୁସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ କୁ ବୃଦ୍ଧି

ଆଜି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ ପାଇଁ ମୁମ୍ବାଇ ପହଂଚିଥିବା ଆଇପିଏସଙ୍କୁ ଜବରଦସ୍ତି କ୍ବାରେଂଟିନ କରିଲା…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ବାରେଂଟିନରେ ରଖାଯାଇଛି। ଏସପି ତିୱାରୀ ରବିବାର ଦିନ ମୁମ୍ବାଇରେ ପହଞ୍ଚିଥିଲେ। ଏଠାରେ ତାଙ୍କର ଉପସ୍ଥିତ ଦଳ ସହିତ ତାଙ୍କର ଏକ ସାକ୍ଷାତ ହୋଇଥିଲା…

କରୋନାରେ ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଝିଅ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି। ଦୁହିଁଙ୍କ ସ୍ବାବ ନମୁନା ନିଆଯାଇଥିବା ବେଳେ ରବିବାର ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।…

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୫୨,୯୭୨ ମାମଲା , ୧୮ ଲକ୍ଷରେ ପହଂଚିଲା ସଂକ୍ରମିତଙ୍କ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୫୨,୯୭୨ ଟି ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଭାରତରେ କରୋନା ସଂକ୍ରମଣର ସଂଖ୍ୟା ୧୮,୦୩,୬୯୬ କୁ ବୃଦ୍ଧି ପାଇଛି |…

ଭାରତରେ ବ୍ୟାନ ପରଠାରୁ ଟିକଟକର ପିଛା ଛାଡ଼ୁନି ବିବାଦ,ଏବେ ଆମେରିକାରେ ମଧ୍ୟ ବ୍ୟାନ ହେବ ଟିକଟକ

ଭାରତରେ ବଏକଟ ହେବା ପରେ ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକର ସମସ୍ୟା ଥମିବାର ନାମ ନେଉନାହିଁ। ଗତ ଏକ ମାସ ଧରି ଆମେରିକାର ଟିକଟକକୁ ନିଷିଦ୍ଧ କରିବା ନେଇ ଚର୍ଚ୍ଚା ଚାଲିଥିଲା କିନ୍ତୁ ବର୍ତ୍ତମାନ ମାମଲା ସ୍ପଷ୍ଟ ହୋଇଛି। ଆମେରିକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି…

ଭାରତକୁ ରାଫେଲ ବିମାନ ମିଳିବା ପରେ ଭଡ଼କି ଯାଇଛନ୍ତି ଦୁଇ ପଡ଼ୋଶୀ ଦେଶ, ପ୍ରଥମେ ଚୀନ ପରେ ଏବେ ପାକିସ୍ତାନ ଦେଇଛି ଏଭଳି…

ଫ୍ରାନ୍ସରୁ ରାଫେଲ ପହଞ୍ଚିବା ପରେ ଗୋଟିଏ ପଟେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣ ବୃଦ୍ଧି ପାଇଥିବାବେଳେ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ଥାନ କିନ୍ତୁ ଏଥିରେ ଆଦୌଁ ଖୁସି ନାହାଁନ୍ତି। ପ୍ରଥମେ ଚାଇନା ରାଫେଲ ବିମାନକୁ ଏହାର ଜେ୨୦ ଠାରୁ କମ୍ ବୋଲି କହିଥିଲା, ବର୍ତ୍ତମାନ ପାକିସ୍ତାନ ଏହାକୁ…

ନୂତନ କିଆ ସୋନେଟ୍‌ର ଇଂଟେରିୟର ଓ ଏକ୍ସଟେରିୟରର ଅଫିସିଆଲ ଫଟୋ ପ୍ରକାଶିତ କଲା କିଆ ମୋଟର୍ସ ଇଣ୍ଡିଆ

ଭୁବନେଶ୍ୱର: କିଆ ମୋଟର୍ସ କର୍ପୋରେଶନର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ କମ୍ପାନୀ କିଆ ମୋଟର୍ସ ଇଣ୍ଡିଆ ପକ୍ଷଣୁ ଏହାର ନୂତନ ସୋନେଟ୍ କମ୍ପାକ୍ଟ ଏସ୍‌ୟୁଭି କାର୍‌ର ଇଂଟେରିୟର ଓ ଏକ୍ସଟେରିୟରର ଔପଚାରିକ ଫଟୋ ପ୍ରକାଶ କରାଯାଇଛି । ଉତ୍ପାଦନ ପାଇଁ ପ୍ରସ୍ତୁତ ଥିବା କିଆ ସୋନେଟ୍‌ର…

ପିଏମ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଖୀ ପଠାଇଲେ ପାକିସ୍ତାନୀ ଭଉଣୀ

ରକ୍ଷାବନ୍ଦନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଭଉଣୀ କାମର ମୋହସିନ୍ ଶେଖ ପାକିସ୍ତାନରୁ ତାଙ୍କ ପାଇଁ ରାଖୀ ପଠାଇଛନ୍ତି। ମୂଳତ କରାଚିରେ ବାସ କରୁଥିବା କାମର ୨୪ ବର୍ଷ ଧରି ମୋଦୀଙ୍କୁ ରାଖୀ ବାନ୍ଧୁଥିଲେ, କିନ୍ତୁ ଏଥର ମହାମାରୀ ହେତୁ ସେ ତାହା କରି ପାରିବେ ନାହିଁ।…

ଆସସ୍ ପକ୍ଷରୁ ଅଲ୍‌ଟ୍ରା ପୋର୍ଟେବୁଲ୍ ଜେନ୍‌ବୁକ୍‌, ଭିଭୋବୁକ୍ ରେଞ୍ଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ତାଇୱାନିଜ୍ ଟେକ୍ ପିସି ଜିଆଂଟ୍ ଆସସ୍ ପକ୍ଷରୁ ଏହାର ଅଭିନବ ଓ ଷ୍ଟାଇଲିସ୍ ଜେନ୍‌ବୁକ୍ ଓ ଭିଭୋବୁକ୍ ସିରିଜ୍‌ରେ ୪ଟି ନୂତନ ସଂସ୍କରଣ; ଦି ଜେନ୍‌ବୁକ୍ ୧୩/୧୪ (ୟୁଏକ୍ସ୩୨୫/ୟୁଏକ୍ସ୪୨୫), ଦି ଭିଭୋବୁକ୍‌ସ ଏସ୍‌୧୪ (ଏସ୍‌୪୩୩) ଓ ଦି ଭିଭୋବୁକ୍ ଅଲ୍‌ଟ୍ରା କେ୧୪ (କେ୪୧୩)ର…