Browsing Tag

latest

ଗତ ୨୪ଘଂଟା ମଧ୍ୟରେ ଦେଶରେ ପୁଣି ୪୪, ୬୮୪ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୪,୬୮୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଦିନ ଦେଶରେ କରୋନା ଭାଇରସରେ ୪୪,୮୭୯ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା…

କଣ ଆପଣ ଜାଣନ୍ତି ଘରେ ମୁରୁଜ ଆଙ୍କିବାର ରହିଥାଏ ଅନେକ ଲାଭ

ହିନ୍ଦୁ ପରିବାରରେ ଅନେକ ଉତ୍ସବ ପାଳନ ବେଳେ ମୁରୁଜ ପକାଇବାର ବିଧାନ ରହିଥାଏ । କିନ୍ତୁ ଏହି ମୁରୁଜର ମହତ୍ବ ମଧ୍ୟ ରହିଥାଏ । ଘରର ସୁଖ ଓ ସମୃଦ୍ଧି ଲାଗି ଅଗଣାରେ ଝୋଟି ବା ମୁରୁଜ ଅଙ୍କାଯାଇଥାଏ । ଦିପାବଳୀ ଓ ଏଭଳି ଅବସରମାନଙ୍କରେ ଘର ଅଗଣାରେ ଝୋଟି ପକାଇବା ଅନେକ ଗୁରୁତ୍ୱ ବହନ କରେ। ଏଣୁ…

ଦୀପାବଳି ପାଳନ କରିବା ପାଇଁ ଲୋଙ୍ଗେୱାଲା ସୀମାରେ ପହଂଚିଲେ ପିଏମ ମୋଦୀ

ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ମଧ୍ୟ ସୀମାରେ ମୁତୟନ ହୋଇଥିବା ସୈନିକମାନଙ୍କ ସହ ଦୀପାବଳୀ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସଲମେର ସୀମାରେ ପହଞ୍ଚିଛନ୍ତି। ଜୈସଲମେରରେ ଭାରତ-ପାକିସ୍ଥାନ ସୀମା ଏକତ୍ରୀତ ହୋଇଥାଏ। ସୀମାରେ ଏଠାରେ…

ନିଜ ପ୍ରିୟ କୁକୁରର ୫୦ ଫୁଟ ଉଚ୍ଚର ‘ସୁନା’ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଏହି ରାଷ୍ଟ୍ରପତି

ଆପଣ ଅନେକ ସ୍ଥାନରେ ନେତାଙ୍କ ପ୍ରତିମା ଦେଖିଥିବେ ନିଶ୍ଚୟ ଏବଂ ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖାଯାଏ | ଏହି କ୍ରମରେ ତୁର୍କମେନିସ୍ତାନର ଶାସକ ତାଙ୍କ ପ୍ରିୟ କୁକୁରର ପ୍ରାୟ ୫୦ ଫୁଟ ଉଚ୍ଚରେ ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ କୁକୁରର…

ଧନତେରସ ଦିନ ଧନ ଲାଭ ପାଇଁ ନିଶ୍ଚିତ କରନ୍ତୁ ଏହି ୧୦ଟି ଉପାୟ

ଆଜି ହେଉଛି ଧନତେରାସ। ଦୀପାବଳି ପର୍ବ ଧନତେରାସରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ…

ଅଜବ ଥିଲେ ଏହି ସମ୍ରାଟ, ଛେଳି ନାଁ ଶୁଣିଲେ ଦେଇ ଦେଉଥିଲେ ମୃତ୍ୟୁଦଣ୍ଡ

ଇତିହାସରେ ଏହିପରି ଅନେକ ରାଜା ଏବଂ ସମ୍ରାଟଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ପଢ଼ିଥିବେ, ଯାହାଙ୍କର କାହାଣୀ ଆମକୁ ପ୍ରେରଣା ଯୋଗାଏ | ଏହି ସମୟରେ ଏଭଳି କିଛି ରାଜା ଥିଲେ, ଯାହାର କାହାଣୀ ଶୁଣି ଲୋମ ଟାଙ୍କୁରି ଉଠିଥାଏ | ଏହିପରି ଜଣେ ରାଜା ଥିଲେ ଗାୟସ୍ ଜୁଲିୟସ୍ କେସର ଜର୍ମାନିକସ୍…

ଖୁସିଖବର: କରୋନା ଭ୍ୟାକ୍ସିନର ୪ କୋଟି ଡୋଜ ପ୍ରସ୍ତୁତ କରିସାରିଛି ସିରମ ଇନଷ୍ଟିଚ୍ୟୁଟ

ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ ଏହା ଆଷ୍ଟ୍ରାଜେନେକାର ସମ୍ଭାବ୍ୟ କୋଭିଡ -୧୯ ଟିକା ର ୪ କୋଟି ଡୋଜ ପ୍ରସ୍ତୁତ କରିଛି । କମ୍ପାନୀ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକାର ଭାକସିନ୍ କୋଭିସିଲ୍ଡର ଉତ୍ପାଦନ କରୁଛି । ସିରମ୍…

ରାହୁଲ ଗାନ୍ଧୀଙ୍କୁ ଜଣେ ନର୍ଭସ ବ୍ୟକ୍ତି ବୋଲି କହିଲେ ଆମେରିକାର ପୁର୍ବତନ ରାଷ୍ଟ୍ରପତି ବାରାକ ଓବାମା

ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଥର କିନ୍ତୁ ରାଜନୀତିକୁ ନେଇ ନୁହେଁ । ସେ ବାରାକ ଓବାମାଙ୍କ ନୂଆ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅସଲରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ…

ଭାରତକୁ ପୁଣି ଫେରୁଛି ଲୋକପ୍ରିୟ ଗେମିଂ ଆପ୍‌ PUBG

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

ଗତ ୨୪ ଘଂଟାରେ ଦେଶରେ ଆଉ ୪୪ ହଜାର ୮୭୯ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୯ଟି ନୂଆ ମାମଲା ଆସିଥିବା ବେଳେ ୫୪୭ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗୁରୁବାର ୫୬ ହଜାର ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏବେସୁଦ୍ଧା କରୋନାରୁ ଦେଶରେ ୮୧ ଲକ୍ଷ ୧୫ ହଜାର…