ନୂଆବର୍ଷ ଆସିବା ପୂର୍ବରୁ ନିଶ୍ଚିତ କରନ୍ତୁ ଏହି କାମ: ୨୦୨୧ରେ ରହିବନି ଅର୍ଥର ଅଭାବ
କରୋନା ସମୟରେ ଏକ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବିଶ୍ୱ ନୂଆ ବର୍ଷରୁ ଅନେକ କିଛି ଆଶା ରଖିଛି | ନୂତନ ବର୍ଷରେ ପରିବାରରେ ଅର୍ଥନୈତିକ ସମୃଦ୍ଧି, ପ୍ରଗତି ଏବଂ ଶାନ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ ଦର୍ଶାଯାଇଛି | ୨୦୨୧ ବର୍ଷରେ ପ୍ରବେଶ କରିବା ପୂର୍ବରୁ, ଏହି…