Browsing Tag

latest

ଭାରତର ଏଭଳି ଏକ ପ୍ରସିଦ୍ଧ ମନ୍ଦିର, ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମା ଉପରେ ପଡିଥାଏ…

ଗୁରୁବାର ସମଗ୍ର ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ପାଳନ କରାଯାଉଛି | ତେଣୁ ଏହି ଅବସରରରେ ଆଜି ଆମେ ଆପଣଙ୍କୁ ଏକ ଏଭଳି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା...…

ଗତ ୨୪ଘଂଟାରେ ୧୬,୯୪୬ କୋଭିଡ଼ ସଂକ୍ରମିତ ଚିହ୍ନଟ

ଖସୁଛି-ବଢୁଛି କରୋନା ଗ୍ରାଫ । ଦେଶରେ ଗତ ୨ ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨.୫ଲକ୍ଷ ତଳେ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ…

ମକର ସଂକ୍ରାନ୍ତି ୨୦୨୧ : ଜାଣନ୍ତୁ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଏହିଦିନ ଦାନ ଓ ସ୍ନାନ କରିବାର କଣ ରହିଛି…

ବର୍ଷସାରା ସମୁଦାୟ ୧୨ ଟି ସଙ୍କ୍ରାନ୍ତି ରହିଥାଏ, କିନ୍ତୁ ଏଥି ମଧ୍ୟରୁ ଚାରିଟି ସଙ୍କ୍ରାନ୍ତି ଯଥା ମେଷ, କର୍କଟ, ତୂଳା ଏବଂ ମକର ସଙ୍କ୍ରାନ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ।…

ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଏହି ମାସରେ ବିବାହ କରିବାକୁ ଯାଉଛନ୍ତି ବରୁଣ ଧୱନ୍, ଅଲିବାଗରେ ପଂଚତାରକା ହୋଟେଲରେ ଏବେ ଠାରୁ…

କରୋନା ମାଡ଼ ପରେ ଆଜିକାଲି ବଲିଉଡରେ ଖୁସିର ସିଜନ ପୁଣି ଫେରୁଛି | ଯେଉଁଠାରେ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି, ବର୍ତ୍ତମାନ ବରୁଣ ଧାୱନଙ୍କ ଘରେ ମଧ୍ୟ ଖୁବ୍ ଶୀଘ୍ର ଶାହାନାଇ ବାଜିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ବରୁଣ ଧାୱନ ତାଙ୍କର ବେଷ୍ଟ…

ସାମ୍ନାକୁ ଆସିଲା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ର ଟିଜର୍, ଦେଖନ୍ତୁ ଭିଡିଓ

ବଲିଉଡରେ ଇଂଟେନ୍ସ ମର୍ଡର ମିଷ୍ଟ୍ରି ଉପରେ ନିର୍ମିତ ଚଳଚ୍ଚିତ୍ର ଖୁବ କ୍ୱଚିତ୍ ଦେଖାଯାଏ | କିନ୍ତୁ ଅତୀତରେ, ଏହି ଟ୍ରେଣ୍ଡର୍ ପରିବର୍ତ୍ତନ ଆସିଛି | ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପରିଣୀତି ଚୋପ୍ରାଙ୍କ ଚଳଚ୍ଚିତ୍ର 'ଦି ଗର୍ଲ ଅନ୍ ଦ ଟ୍ରେନ୍ (The Girl on the Train) ଯାହାର ଟିଜର…

ପାଟିକୁ ସୁଆଦିଆ ଲାଗିବା ସହିତ ଅନେକ ଫାଇଦାରେ ଭରପୁର ପୋଇ ଶାଗ, ଦୂର କରିଥାଏ ଆଇରନର ଅଭାବ

ଭାରତରେ ଅନେକ ପ୍ରକାର ଶାଗ ଉପଲବ୍ଧ। ବିଶେଷ କରି ଓଡ଼ିଶାରେ ଶାଗର ଚାହିଦା ବହୁତ ଅଧିକ ରହିଥାଏ । ମୁଠାଏ ଭାତ ସହିତ ଶାଗର ସୁଆଦ କିଛି ନିଆରା ହୋଇଥାଏ । ଶାଗ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟୀ ହୋଇଥାଏ । ତେଣୁ ଆପଣ ନିଜର ଦୈନନ୍ଦିନ ଡାଏଟରେ ମଧ୍ୟ ଏହାକୁ ସାମିଲ କରିପାରିବେ। ପୋଇ ମଧ୍ୟ…

ପୋଲିଓ ଟୀକାକରଣ ଅଭିଯାନ ଉପରେ କରୋନା ଟୀକାକରଣର ପ୍ରଭାବ, ବର୍ତମାନ ପାଇଁ ପୋଲିଓ ଅଭିଯାନ ସ୍ଥଗିତ !

ଜାନୁଆରୀ ୧୬ ରୁ ପୁରା ଦେଶରେ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି | ଏହାର ପ୍ରଭାବ ବର୍ତ୍ତମାନ ଦେଶରେ ଚାଲିଥିବା ଅନ୍ୟ ଅଭିଯାନଗୁଡ଼ିକ ଉପରେ ଦୃଶ୍ୟମାନ ହେଉଛି | ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀରେ ହେବାକୁ ଥିବା ପୋଲିଓ ଟୀକାକରଣ ଦିନକୁ ବର୍ତ୍ତମାନ ଆଗକୁ ବଢ଼ାଇ ଦିଆଯାଇଛି ।…

ପୁଣି ଉପରମୁହାଁ କରୋନା ଗ୍ରାଫ: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫,୯୬୮ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ଓ ୨୦୨ ଆକ୍ରାନ୍ତ…

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୫,୯୬୮ ଜଣ କରୋନା ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୯୫,୧୪୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୬୮…

ପୁଣି ଖୁସି ଖବର: କୋଭିସିଲ୍ଡ ପରେ ଭୁବନେଶ୍ୱରକୁ ଆସିଲା କୋଭାକ୍ସିନ୍‌ କରୋନା ଟିକାର ୨୦ହଜାର ଡୋଜ୍‌

କରୋନା ମହାମାରୀ ବିରୋଧରେ ଦୀର୍ଘ ଦିନର ଲଢ଼େଇ ପରେ ଏବେ ପ୍ରତିକ୍ଷାର ଅନ୍ତ ଘଟିଛି । ଏବେ କରୋନା ଟିକାକୁ ନେଇ ଆସିଛି ଆଉ ଏକ ଖୁସି ଖବର । ଗତକାଲି କୋଭିସିଲ୍ଡ କରୋନା ଟିକା ପରେ ଭୁବନେଶ୍ୱରରେ ଆଜି ଆସି ପହଞ୍ଚିଛି କରୋନା ଟିକା କୋଭାକ୍ସିନ୍‌ । ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି…

୩୪ କୋଟି ଟଙ୍କାର ଏହି ବିଳାସମୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଗେହ୍ଲି ଝିଅ

ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କହିଛନ୍ତି ଯେ ଅନୁଷ୍କା ଓ ତାଙ୍କ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଖୁବ ଶୀଘ୍ର ସେମାନେ…