ବ୍ରାଜିଲକୁ ପଠାଗଲା ଟିକା: ହନୁମାନ ଜିଙ୍କ ଫଟୋ ସେୟାର କରି ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ବୋଲସନାରୋ
ଭାରତରୁ ବ୍ରାଜିଲକୁ କରୋନା ଟିକା ପଠାଯାଇଛି। କରୋନା ବିରୋଧରେ ଲଢ଼େଇରେ ଭାରତର ଏହି ଅବଦାନରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଆନନ୍ଦିତ। ସେ ପ୍ରଭୁ ହନୁମାନ ଜିଙ୍କ ଏକ ଫଟୋ ଟ୍ୱିଟ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ…