ବାସି ହେବା ପରେ ଏହି ଜିନିଷଗୁଡିକର ସେବନ ହୋଇପାରେ କ୍ଷତିକାରକ, ଜାଣନ୍ତୁ କଣ
ଅନେକ ଲୋକ ବଳକା ଖାଦ୍ୟକୁ ତା ପରଦିନ ଗରମ କରି ଖାଇଥା’ନ୍ତି, କିନ୍ତୁ କିଛି ଜିନିଷ ଅଛି ଯାହା ଖରାପ ହେବା ପରେ ଖାଇବା ଉଚିତ୍ ନୁହେଁ | ଏହି ବାସି ଜିନିଷଗୁଡିକ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି | ଆପଣ ଏହି ଜିନିଷଗୁଡ଼ିକୁ ସତେଜ ଖାଇବା…