Browsing Tag

latest

ସବୁ ରୋଗର ମୂଳ ହୋଇଥାଏ ପେଟ: ଜାଣନ୍ତୁ ଏହାକୁ ସୁସ୍ଥ ରଖିବାର ଉପାୟ

ଗ୍ୟାସ୍ ହେବା, କୋଷ୍ଠକାଠିନ୍ୟ, ପେଟ ବ୍ୟଥା, ଅମ୍ଳପିତ୍ତ,ମୁ ହଁରେ ଛାଲ ପଡ଼ିବାଆଦି ପେଟ ସହ ଜଡ଼ିତ ସମସ୍ୟା ଖାଇବା ପିଇବାରେ ଅନିୟମିତତା ଏବଂ ଆମ ଖରାପ ଅଭ୍ୟାସ ଯୋଗୁଁ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଶରୀରର ବାକି ସମସ୍ୟାଗୁଡ଼ିକ ମଧ୍ୟ ପେଟ ପାଇଁ ହୋଇଥାଏ। ତେଣୁ ଯଦି ଆପଣଙ୍କ ପେଟ…

ଇଣ୍ଡିଆନ୍ ଆଇଡଲ୍ ୧୨ରେ ବାଜି ମାରିଲେ ପାହାଡି ଇଲାକାର ପୁଅ ପୱନଦୀପ ରାଜନ୍, ସମସ୍ତଙ୍କୁ ପଛରେ ପକାଇ ହାତେଇଲେ ଟାଇଟଲ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଅଗଷ୍ଟରେ ୧୫ ରେ ଇଣ୍ଡିଆନ୍ ଆଇଡଲ୍ ଏହାର ଦ୍ୱାଦଶ ବିଜେତା ପାଇଛି । ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍ ୧୨ ର ବିଜେତା ହୋଇଛନ୍ତି । ସେ ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ମଶା ଦାଉରୁ ରକ୍ଷା କରିବା ସହିତ ଘରୁ ଦୂଷିତ ବାୟୁ ଦୂର କରିଥାଏ ଏହି ସବୁ ଗଛ, ଘରେ ନିଶ୍ଚୟ ଲଗାନ୍ତୁ

ଗଛଲତା ଆମ ପାଇଁ କେତେ ଆବଶ୍ୟକ ତାହା କହିବା ଆବଶ୍ୟକତା ନାହିଁ । ଆପଣଙ୍କ ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି । ତେବେ ଆପଣଙ୍କ ଘର ପାଇଁ କେଉଁ ଗଛଲତା କେତେ ଆବଶ୍ୟକ ତାହା ନିଶ୍ଚୟ ଜାଣିବା ଦରକାର। ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ, ଏଥିପାଇଁ ସ୍ଥାନ ନାହିଁ…

ଘରେ ରହିଥିବା ଏହି ଜିନିଷ ଡାକି ଆଣିଥାଏ ଦୁର୍ଭାଗ୍ୟ, ଏଗୁଡ଼ିକୁ ତୁରନ୍ତ କରନ୍ତୁ ବାହାର

ଆମ ଜୀବନ ସହିତ ବାସ୍ତୁର ଏକ ବିଶେଷ ସମ୍ପର୍କ ରହିଛି | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରଟି ସଠିକ୍ ଭାବରେ ନିର୍ମିତ ହୁଏ ଏବଂ ବାସ୍ତୁ ଆଧାରରେ ଶୁଭ ଜିନିଷ ରଖାଯାଏ, ତେବେ ସେହି ବ୍ୟକ୍ତିଙ୍କ ଘରେ ସକରାତ୍ମକ ଶକ୍ତି ରହିଥାଏ |ଅନ୍ୟପକ୍ଷରେ, ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ…

କେମିତି ଦୂର କରିବେ ଆପଣଙ୍କ ପିଲାଙ୍କ ଚିଡଚିଡାପଣ

ଯଦି ଆପଣଙ୍କ ପିଲା କୌଣସି କାରଣ ବିନା ଚିଡଚିଡ ହେଉଛନ୍ତି କିମ୍ବା ଛୋଟ ଛୋଟ କଥାରେ ରାଗୁଛନ୍ତି ତେବେ ସେମାନଙ୍କ ବ୍ୟବହାର ପ୍ରତି ସାବଧାନ ହୁଅନ୍ତୁ । କାରଣ ସେମାନଙ୍କୁ ଆପଣ ଅଧିକ ସମୟର ଦେବାର ଆବଶ୍ୟକତା ରହିଛି ବୋଲି ଜାଣିନିଅନ୍ତୁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଉଭୟ ମାତାପିତା…

ଚାଉଳ ପାଣିର ବ୍ୟବହାରରେ ଚମକିବ ଆପଣଙ୍କ ଚେହେରା

ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । ଚାଉଳର ଏହି ଧୁଆ ପାଣି ସମସ୍ତଙ୍କ ପାଇଁ କେତେ ହିତକାରୀ ତାହା କେହି ଜାଣିନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ…

ସ୍ୱାଧୀନତା ଦିବସ ସମ୍ପର୍କରେ କିଛି ଅଜଣା କଥା

ଆମ ଦେଶ ‘ଭାରତ’ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶଙ୍କ କବଳରୁ ସ୍ୱାଧୀନ ହୋଇଥିବାର ସମସ୍ତେ ଇତିହାସ ମଧ୍ୟରୁ ଜାଣିଛୁ । ଭାରତ ବାସ୍ତବରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଏଠାରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଏବଂ ଭାଷାର ଲୋକ ବସବାସ କରନ୍ତି । ବର୍ତ୍ତମାନ ସ୍ୱାଧୀନତାର ୭୧ ବର୍ଷ ବିତି…

ନିଜର ଏଭଳି ଫଟୋ ସେୟାର କରି ଟ୍ରୋଲ ହେଲେ କଙ୍ଗନା ରଣାୱତ, ଟ୍ରୋଲର କହିଲେ-ଅନ୍ୟକୁ ଜ୍ଞାନ ଦେଉଥିଲ, ନିଜେ କଣ କଲ ?

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯିଏକି ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । କଙ୍ଗନା ପ୍ରାୟ…

ମହାତ୍ମା ଗାନ୍ଧୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ ଆମେରିକା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ଯାହାକୁ ନ୍ୟୁୟର୍କର ଜଣେ ସାଂସଦ ଦେଇଛନ୍ତି । ଶାନ୍ତି ଓ ଅହିଂସାକୁ ଅଗ୍ରାଧିକାର ଦେଉଥିବାରୁ ମହାତ୍ମା ଗାନ୍ଧୀଙ୍କୁ କଂଗ୍ରେସର…

ଏହି ଦେଶରେ ରାସ୍ତା ମଝିରେ ଇନ୍ଧନ ସରିଗଲେ ମିଳିଥାଏ ଦଣ୍ଡ, ଜାଣନ୍ତୁ ଏହି ଦେଶର ଆହୁରି ଅନେକ ମଜାଦାର ତଥ୍ୟ ବିଷୟରେ

ଆପଣ ନିଶ୍ଚିତ ଭାବରେ ଜର୍ମାନୀର ନାମ ଶୁଣିଥିବେ | ସେହି ସମାନ ଜର୍ମାନୀ, ଯେଉଁଠାରେ ହିଟଲର ଏକଛତ୍ରବାଦୀ ଶାସନ କରୁଥିଲେ, ଯେଉଁଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘଟିଥିଲା। ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶ ସଂପୂର୍ଣ୍ଣ ଗରିବ ହୋଇଯାଇଥିଲା, କିନ୍ତୁ ଆଜି ଏହା ଦୁନିଆର ସବୁଠାରୁ…