ଶୀତଋତୁରେ ଶୁଷ୍କ ତ୍ବଚାର ସମସ୍ୟାକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ, ପାଇବେ ନାଚୁରାଲ ଗ୍ଲୋ
ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ। ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ ବର୍ତ୍ତମାନ…