Browsing Tag

krida- latest

ଟେଷ୍ଟ କ୍ରିକେଟରୁ ବାଦ୍ ପଡିପାରେ ଟସ୍ ପ୍ରକିୟା

ଦର୍ଶକମାନେ ସମସ୍ତ କ୍ରିକେଟ ମ୍ୟାଚର ୧ଘଣ୍ଟା ପୂର୍ବରୁ ଟସ୍କୁ ଅପେକ୍ଷା କରିରହୁଥିବା ବେଳେ ବର୍ତ୍ତମାନ ଟେଷ୍ଟ ମ୍ୟାଚରୁ ଏହାର ଅପସାରଣ ପାଇଁ ଆଇସିସି (ଆର୍ନ୍ତଜାତୀୟ କ୍ରିକେଟ କାଉନସିଲ)ଦ୍ୱାରା ବିଚାର କରାଯାଉଛି । କ୍ରିକେଟ ମ୍ୟାଚରେ ଟସ୍ର ପ୍ରକିୟା ଆର୍ନ୍ତଜାତୀୟ କ୍ରିକେଟର ପ୍ରାରମ୍ଭରୁ…

ସାହାରୁଖ ଖାନଙ୍କ ଡାଇଲଗ ନକଲ କଲେ କେକେଆର ଖେଳାଳୀ

ଭାରତରେ ଏବେ କ୍ରିକେଟର ପର୍ବ ଚାଲିଛି, ସନ୍ଧ୍ୟା ହୋଇଯିବା ମାତ୍ରେ ହିଁ ସମସ୍ତ ଟି.ଭି ଲଗାଇ କ୍ରିକେଟର ପର୍ବ ଆଇପିଏଲକୁ ଉପଭୋଗ କରିବା ପାଇଁ ଚାତକ ପକ୍ଷୀ ଭଳି ଚାହିଁ ରହୁଛନ୍ତି । ଖାଲି କ୍ରିକେଟ ପ୍ରେମୀ ନୁହନ୍ତି ମନରୋଞ୍ଜନ ପ୍ରେମୀ ମଧ୍ୟ ଏହାକୁ ଦେଖିବାକୁ ଭୁଲୁ ନାହାନ୍ତି । ପଡିଆରେ ଏବେ…

ଓଡ଼ିଶାର ସ୍ପିଡ଼୍ କୁୟିନ୍ ଚାପମୂକ୍ତ

ଅନ୍ତର୍ଜାତୀୟ ଆଥେଲେଟିକ ମହାସଂଘ (ଆଇଏଏଏଫ୍) ପକ୍ଷରୁ ପ୍ରଣିତ ହେବାକୁ ଯାଉଥିବା ନୂତନ ନିୟମ ଯୋଗୁଁ ଦୂତିଙ୍କୁ ମିଳିଛି ଆଶ୍ୱସ୍ତି । ଶରୀରରେ ଆଣ୍ଡ୍ରୋଜେନର ମାତ୍ରା ଅଧିକ (ହାଇପର ଏନଡ୍ରୋଜେନ୍) ରହୁଥିବାରୁ ବିଭିନ୍ନ ଆଥେଲେଟିକ ପ୍ରତିଯୋଗିତାରେ ଭାଗନେବା ସମୟରେ ଓଡ଼ିଆ ମହିଳା ଆଥେଲେଟ୍ ତଥା…

ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ଛାଡ଼ିଲେ ଗମ୍ଭୀର

ଚଳିତ ଆଇପିଏଲ୍ରେ ଦିଲ୍ଲୀ ଡେୟାର୍ଡେଭିଲ୍ସର ଅଧିନାୟକ ଗୌତମ ଗମ୍ଭୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୮ କୋଟି ଦରମାକୁ ନେବେନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । ତାଙ୍କ ବଦଳରେ ଶ୍ରେୟସ ଆୟର୍ ଏହି ଅଧିନାୟକ…

‘ଅର୍ଜୁନ’ ସମ୍ମାନ ପାଇଁ ବିସିସିଆଇ ସୁପାରିସ କଲା ଏହି ଭାରତୀୟ କ୍ରିକେଟରଙ୍କ ନାମ

କ୍ରିକେଟର ସିଖର ଧାବନ ଏବଂ ସ୍ମିତି ମନ୍ଧାନଙ୍କ ଅବଦାନକୁ ଦୃଷ୍ଟିରେ ରଖି ବିସିସିଆଇ ‘ଅର୍ଜୁନ’ ସମ୍ମାନ ପାଇଁ ଦୁହିଁଙ୍କ ନାମ ସିପାରିସ କରିଛି ବୋଲିିି ବିସିସିଆଇର କାର୍ଯ୍ୟକାରୀ ସଭାପତି ଅମିତାଭ ଚୌଦୁରୀ ସୂଚନା ଦେଇଛନ୍ତି । ଚଳିତ ଆଇପିଏଲ-୧୧ରେ ସନରାଇର୍ଜସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା…

ଓଡିଶାର ଶିଶୁ ବ୍ୟାଡମିଣ୍ଟନ ପ୍ରତିଭା ତୁଶିତ୍ ନେବେ ଗୋପୀଚାନ୍ଦଙ୍କ ଠାରୁ ପ୍ରଶିକ୍ଷଣ

ଆଇଡିବିଆଇ ଫେଡେରାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ୟଙ୍ଗ୍ ଚାମ୍ପ୍ସ ପ୍ରୋଗ୍ରାମ୍ ପାଇଁ ୧୪ ଜଣ ଯୁବ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ଚୟନ କରାଯାଇଛି । ୭ରୁ ୧୧ ବର୍ଷ ବୟସ୍କ ଏହି ଖେଳାଳୀମାନଙ୍କୁ ହାଇଦ୍ରାବାଦସ୍ଥିତ ପୁଲ୍ଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀରେ ପୁଲ୍ଲେଲା ଗୋପୀଚାନ୍ଦ ଓ…

ହିରୋ ସୁପର କପର ବିଜେତା ମୁକୁଟ ପିନ୍ଧିଲା ବେଙ୍ଗାଲୁରୁ ଏଫସି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହିରୋ ସୁପର କପ ଫୁଟବଲର ଗ୍ରାଣ୍ଡ ଫାଇନାଲରେ ଇଷ୍ଟ୍-ବେଙ୍ଗଲକୁ ୪-୧ ଗୋଲରେ ହରାଇଲା ବେଙ୍ଗାଲୁରୁ ଏଫସି ଟିମ । ଟିମ ପକ୍ଷରୁ ୨ଟି ଗୋଲ କରି ହିରୋ ଅଫ ଦ ମ୍ୟାଚ ରହିଛନ୍ତି ସୁନୀଲ ଛେତ୍ରୀ । ମ୍ୟାଚର ପ୍ରାରମ୍ଭରୁ ହିଁ ବେଙ୍ଗାଲୁରୁ ଟିମ ଆକ୍ରମଣାତ୍ମକ…

ଫିଫା ବିଶ୍ୱକପ୍ ୨୦୧୮ ପାଇଁ କିଆ ମୋଟର୍ସ ପକ୍ଷରୁ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟରଙ୍କ ଅନୁସନ୍ଧାନ

କିଆ ମୋଟର୍ସ ଭାରତ କିଶୋର ଜାତୀୟ ଫୁଟବଲ୍ ଖେଳାଳୀ (୧୦ ବର୍ଷରୁ ୧୪ ବର୍ଷ ମଧ୍ୟରେ)ଙ୍କ ନିମନ୍ତେ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟର୍ (ଓଏମ୍ବିସି) ପ୍ରୋଗ୍ରାମର ଏକ ଅଂଶସ୍ୱରୂପ ୨୦୧୮ ଫିଫା ବିଶ୍ୱକପ୍, ରୁଷିଆକୁ ଅନୁଭବ କରିବାର ସୁଯୋଗ ନେଇ ଆସିଛି । ୨୦୧୮ ଫିଫା ବିଶ୍ୱକପର ପ୍ରତି ମ୍ୟାଚରେ…

ଆଇପିଏଲରେ ନରିନଙ୍କ ୧୦୦ତମ ୱିକେଟ

ଚଳିତ ଆଇପିଏଲର ଏକାଦଶ ସଂସ୍କରଣରେ କୋଲକତା ନାଇଟ ରାଇଡର୍ସର ପ୍ରମୁଖ ସ୍ପିନର ସୁନିଲ ନରିନ ଏକ ମାଇଲଖୁଣ୍ଟି ସ୍ପର୍ଶ କରିଛନ୍ତି । ସେ ପ୍ରତିଯୋଗିତାରେ ସେ ତୃତୀୟ ବୋଲର ଭାବେ ଶହେତମ ୱିକେଟ ହାସଲ କରିଛନ୍ତି । ତେବେ ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବିଦେଶୀ ବୋଲର ଏବଂ ପ୍ରଥମ ବିଦେଶୀ…

କାଶ୍ମୀର ଉପରେ ମତଦେଇ ବିବାଦରେ ସୋଏବ

କାଶ୍ମୀରକୁ ନେଇ ପାକ କ୍ରିକେଟର ସାହିଦ ଆଫ୍ରିଦି ବିବାଦିୟ ମନ୍ତବ୍ୟ ଦେବା ପରେ ସୋଏବ ଅଖତର ପୁଣି ଶନିବାର କାଶ୍ମୀର ସ୍ୱାଧୀନତା ପ୍ରସଂଙ୍ଗରେ ମତରଖି ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଜୀବନକାଳ ମଧ୍ୟରେ ସେ ସ୍ୱାଧୀନ କାଶ୍ମୀର ଦେଖିବାକୁ ଚାହୁଁଛନ୍ତି, କେବଳ କାଶ୍ମୀର…