Browsing Tag

krida- latest

ଆଇସିସି ବଦଳାଇଲା ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମ

ଆଇସିସି ପକ୍ଷରୁ ଶୁକ୍ରବାର ଦିନ ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମକୁ ପରିବର୍ତ୍ତନ କରାଯାଇ ଟି-୨୦ ବିଶ୍ୱ କପ ନାମରେ ନାମିତ କରାଯାଇଛି । ପୂର୍ବରୁ ଆଇସିସି ପକ୍ଷରୁ ଦେଶ ଗୁଡିକ ମଧ୍ୟରେ ଖେଳାଯାଉଥିବା ଟି-୨୦ ମ୍ୟାଚ ଗୁଡିକୁ ଆନ୍ତର୍ଜାତିକ ମ୍ୟାଚ ରୂପେ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି…

ବିସିସିଆଇ ଆଦେଶକୁ ଆବମାନନା କଲେ ସାମି

ଭାରତୀୟ କ୍ରିକେଟ ଦଳ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ବେଳେ ବୁଧବାର ଦିନ ଖେଳାଯାଇଥିବା ରଣଜୀ ଟ୍ରଫି ମ୍ୟାଚରେ ବିସିସିଆଇ ପକ୍ଷରୁ କରାଯାଇଥିବା ଆଦେଶକୁ ଅବମାନନା କରିଛନ୍ତି । ପୂର୍ବରୁ ବିସିସିଆଇ ପକ୍ଷରୁ ତାଙ୍କୁ ଏହି…

ବାଜିରେ ଲାଗିଛି ଭାରତ ଏବଂ ଅଷ୍ଟ୍ରେଲିଆ ଟି-୨୦ ସିରିଜ, ହୋଇପାରେ ଅନେକ ବଡ ରେକର୍ଡ

ଏକ ସମୟ ଥିଲା ଯେତେବେଳେ ଭାରତ ଏବଂ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି କାରଣ ଦର୍ଶକମାନେ ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଲଢେଇକୁ…

ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଜିତିବା ଏତେ ସହଜ ହୋଇନପାରେ

ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଆଉ ମତ୍ର ୪ ଦିନ ବାକି ରହିଛି । ଉଭୟଙ୍କ ମଧ୍ୟରେ ପ୍ରଥମେ ଟି-୨୦ ଫର୍ମାଟ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ହରାଇବା ପାଇଁ ଏତେ ସହଜ ହୋଇନପାରେ । କାରଣ ଏହି ଫର୍ମାଟରେ ଭାରତକୁ ଟକ୍କର ଦେବା ପାଇଁ…

ଆଜି ବି ମନରେ ଭାବପ୍ରବଣତା ଆଣିଦିଏ ସଚିନଙ୍କର ସେହି ବିଦାୟୀ ଭାଷଣ

କ୍ରିକେଟ ଜଗତର ଶିଖରରେ ପହଞ୍ଚିଥିବା ତଥା କ୍ରିକେଟର ଭଗବାନ ସଚିନ ୨୦୧୩ ମସିହା ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ସେ ନିଜ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ମୁମ୍ବାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ତାଙ୍କର ଆନ୍ତର୍ଜାତିକ କ୍ରିକେଟରୁ ଏହି…

ବନ୍ଧୁତ୍ୱରେ ଫାଟକ ସାଜିଲା ବିବାହ ନିମନ୍ତ୍ରଣ

ଭାରତୀୟ କ୍ରିକେଟ ଦଳର ବସ୍ପୋରକ ବାମ ହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କୁ କିଏ ବା ନା ଜାଣେ । ବର୍ତ୍ତମାନ ଭାରତୀୟ ଦଳରେ ଯୁବରାଜ ସେତେଟା ଭଲ ପ୍ରଦର୍ଶନ କରିପାରୁ ନଥିବା ହେତୁ ସେ ଅନେକ ଦିନ ହେବ ଦଳରୁ ଦୂରେଇ ରହିଛନ୍ତି । କେବଳ ଏତିକି ନୁହେଁ ନିଜର କ୍ରିକେଟ କ୍ୟାରିୟର ସମେତ ତାଙ୍କର…

୨୯ ବର୍ଷ ତଳେ ଆଜିର ହିଁ ଦିନରେ ଭାରତକୁ ମିଳିଥିଲା ଜଣେ ମହାନ କ୍ରିକେଟର

କ୍ରିକେଟର ଭଗବାନ ତଥା ଟିମ ଇଣ୍ଡିଅ।ର ଶ୍ରେଷ୍ଠ ଖେଳାଳୀ ସଚିନ ତେନ୍ଦୁଲକର ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟରେ ଡେଭିୟୁ କରିଥିଲେ । ଏହି ସମୟରେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଥିଲା । ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପ୍ରଥମ କରି ନିଜ କ୍ରିକେଟ କ୍ୟାରିୟର…

ଲାରାଙ୍କ ଭବିଷ୍ୟବାଣୀ, ଏହି ଦୁଇ ଦଳ ଖେଳିପାରନ୍ତି ୨୦୧୯ ବିଶ୍ୱ କପ ଫାଇନାଲ

ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପକୁ ନେଇ ବର୍ତ୍ତମାନ ଠାରୁ ଚର୍ଚ୍ଚା ଜୋରସେ ଲାଗି ରହିଲାଣି । କିଏ ଏହି ୨୦୧୯ ବିଶ୍ୱ କପ ବିଜେତା ହେବା ତାହାକୁ ନେଇ ବରିଷ୍ଠ ଖେଳାଳୀଙ୍କ ଠାରୁ ଆରମ୍ଭ ଅନେକ ବୁଦ୍ଧିଜୀବିଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଲାଣି । ଏହାକୁ ନେଇ ୱେଷ୍ଟଇଣ୍ଡିଜର…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଧୱନଙ୍କୁ ନେଇ ଏହି ବଡ ବୟାନ ଦେଲେ ରୋହିତ

ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚରେ ଧୱନ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଧୱନ ଏହି ମ୍ୟାଚରେ ଧୂଆଁଧାର ବ୍ୟାଟିଙ୍ଗ କରି ୱେଷ୍ଟଇଣ୍ଡିଜକୁ ପରାଜୟର ରାସ୍ତା ଦେଖାଇଥିଲେ । ଦୀର୍ଘ ସମୟ ହେବ ଫର୍ମରେ ନଥିବା ଧୱନ ଏହି ମ୍ୟାଚରେ ନିଜର ଧୂଆଁଦାର ଖେଳ…

ଧୂଆଁଧାର ଶତକ ମାରି ଅନେକ ରେକର୍ଡକୁ ନିଜ ନାମରେ କଲେ ହର୍ମନପ୍ରୀତ

ଆରମ୍ଭ ହୋଇଯାଇଛି ଆଇସିସି ଟି-୨୦ ମହିଳା ବିଶ୍ୱ । ବିଶ୍ୱ କପର ଏହି ଉଦଘାଟନୀ ମ୍ୟାଚରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଭେଟିଥିଲା । ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହର୍ମନପ୍ରୀତଙ୍କ ଧୂଆଁଧାର ଶତକ ଏବଂ ସ୍ପିନରଙ୍କର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ଖେଳାଳୀ ଧରୀଶୟୀ…