କରୋନା ଭାଇରସର ଉତ୍ପତି ବିଷୟରେ ଜାଣିବା ପାଇଁ ଆସନ୍ତା ଜାନୁଆରୀରେ ଚାଇନା ଯିବ ବିଶେଷଜ୍ଞ ଟିମ: WHO
ମହାମାରୀ କରୋନା ଭାଇରସ୍କୁ ଏହା ମଧ୍ୟରେ ଏକ ବର୍ଷ ହୋଇ ଯାଇଥିଲେ ବି ଏହାର ଉତ୍ପତ୍ତି ଇତିହାସ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ଉଠିପାରିନି। ଏହା କେଉଁଠୁ ଓ କିପରି ସୃଷ୍ଟି ହୋଇଛି ଏଯାଏ ଗବେଷକମାନେ କିଛି ଉତ୍ତର ପାଇପାରିନାହାନ୍ତି। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏମର୍ଜେନ୍ସି…