ଜୀବନ ଚର୍ଯ୍ୟା ମୁଖବର୍ଣ୍ଣରୁ କିପରି ଜାଣିବେ ମନର କଥା ? Yuvasamay News Mar 21, 2018 ବେଳେ ଜଣେ ବ୍ୟକ୍ତି କିଛି ନ କହିଲେ ମଧ୍ୟ ବ୍ୟକ୍ତି ଜଣଙ୍କର ମୁଖବର୍ଣ୍ଣ ମନ ଭିତରେ ଚାଲୁଥିବା ସମସ୍ତ କଥା କହିଦେଇଥାଏ
ଜୀବନ ଚର୍ଯ୍ୟା ମହିଳାମାନେ କେଶ ଖୋଲା ରଖିବା ଅନୁଚିତ Yuvasamay News Mar 21, 2018 ଶାସ୍ତ୍ର ଅନୁଯାଇ କେଶକୁ ଖୋଲା ରଖିବା କାହିଁକ ଅନୁଚିତ ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ କିଛି ବିଶେଷ ସୂଚନା
ଜୀବନ ଚର୍ଯ୍ୟା ଘରୋଇ ଉପାୟରେ ଓଜନ କମାନ୍ତୁ Yuvasamay News Mar 19, 2018 ମେଦ ବହୁଳତାକୁ ନିୟନ୍ତ୍ରଣ ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ
ଜୀବନ ଚର୍ଯ୍ୟା କପାଳରୁ ଜାଣନ୍ତୁ ମନୁଷ୍ୟର ବ୍ୟକ୍ତିତ୍ୱ Yuvasamay News Mar 19, 2018 ବଡ କପାଳ: ଯେଉଁ ବ୍ୟକ୍ତିଙ୍କର କପାଳ ଯେତେ ବଡ ସେମାନଙ୍କ ମସ୍ତିସ୍କରେ ସେତେ ଅଧିକ ତଥ୍ୟ ସଂଗ୍ରହିତ ହୋଇ ରହିପାରେ । ଏହିପରି ବ୍ୟକ୍ତିମାନେ ସଧାରଣତଃ ଅତ୍ୟଧିକ ବୁଦ୍ଧିମାନ ପ୍ରକୃତିରୁ ହୋଇଥାନ୍ତି । । ପ୍ରତ୍ୟେକ ବିଷୟରେ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସେମାନଙ୍କର ଜନ୍ମଗତ ଅଭ୍ୟାସ…
ଜୀବନ ଚର୍ଯ୍ୟା ଉପକାରୀ ପିସ୍ତା ବାଦାମ ବା ଆଲମଣ୍ଡ Yuvasamay News Mar 17, 2018 ପିସ୍ତା ବାଦାମ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଉତ୍ତମ ସ୍ରୋତ । ପ୍ରତିଦିନ ପିସ୍ତା ବାଦାମ ଖାଇବା ଦ୍ୱାରା ଦୈ÷ନନ୍ଦିନ ଜୀବନରେ ବିଭିନ୍ନ ରୋଗରୁ ଉପଚାର ମିଳିପାରିବ । ଆସନ୍ତୁ ଜାଣିବା ଏହି ପିସ୍ତା ବାଦାମର ଉପକାରିତା ସମ୍ପର୍କରେ ।ପିସ୍ତାରେ ଅତ୍ୟଧିକ ପରିମାଣରେ ଥିବା ମନୋସାଚୁରେଟେଡ ଏବଂ ପଲି…
ଜୀବନ ଚର୍ଯ୍ୟା ସିଗାରେଟ ନିଶା ଚାଡୁନି ? Yuvasamay News Mar 13, 2018 ବହୁ ଚେଷ୍ଟା ସତ୍ତେ୍ୱ୍ୱ ଯଦି ସିଗାରେଟ ନିଶା ଛାଡୁନି, ଏଥି ପାଇଁ ଆପଣାନ୍ତୁ କିଛି ସହଜ ଉପାୟ ଯାହା କି ଆପଣଙ୍କୁ ଏଭଳି ଏକ ସମସ୍ୟାରୁ ମୁକ୍ତି ଦେବ । ଏକଥା ସମସ୍ତଙ୍କୁ ଜଣା ସ୍ମୋକିଂ ଯୋଗୁଁ, କ୍ୟାନସର, ହାର୍ଟ ଆଟାକ, ଅଲ୍ସର , ଅଷ୍ଟିଓସ୍ପୋରୋସିସ, ଷ୍ଟୋକ ଏବଂ ଏକଜିିମା ଭଳି ସମସ୍ୟା…
ଜୀବନ ଚର୍ଯ୍ୟା ସକାଳ ଖରାରୁ ମିଳିଥାଏ ପିଲାମାନଙ୍କ ପାଇଁ ଭିଟାମିନ୍-ଡି Yuvasamay News Mar 13, 2018 ଭିଟାମିନ୍-ଡି ପିଲାମାନଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ପିଲାମାନଙ୍କର ଦାନ୍ତ ଓ ହାଡ଼କୁ ଶକ୍ତ କରାଇବା ସହ ହାଡ଼କୁ ଯୋଡ଼ିବାରେ ସାହାଯ୍ୟ କରିଥାଏ । ସକାଳର ସୂର୍ଯ୍ୟକିରଣରୁ ପ୍ରଚୁର ପରିମାଣରେ ଭିଟାମିନ୍-ଡି ମିଳିଥାଏ । ମାତ୍ର ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ଏକ…
ଜୀବନ ଚର୍ଯ୍ୟା ମେହେନ୍ଦୀର ଉପକାରୀତା Yuvasamay News Mar 13, 2018 କୌଣସି ବିବାହ ଏବଂ ପର୍ବପର୍ବାଣି ଆସିଲେ କୁଅଁରି ଝିଅ ଏଭଂ ନାରୀ ମାନେ ନିଜ ହାତକୁ ମେହେନ୍ଦିରେ ସୁସଜ୍ଜିତ କରିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ଏକ ଆୟୁବେଦିକ ଔଷଧ । ଏହାକୁ ଲାଗଇବା ଦ୍ୱାରା ନାନଦି ରୋଗରୁ ଉପଶମ ମିଳେ । ତେବେ ଆସନ୍ତୁ ଜାଣିବା ଏହାର…
ଜୀବନ ଚର୍ଯ୍ୟା ସୁନ୍ଦର ତ୍ୱଚା ପାଇଁ କେତୋଟି ଘରୋଇ ଉପାୟ Yuvasamay News Mar 13, 2018 ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ନିମନ୍ତେ ବିଭିନ୍ନ ରାସାୟନିକ ଦ୍ରବ୍ୟ ଓ କ୍ରିମ୍ ବ୍ୟବହାର କରିଥାଆନ୍ତି । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ପାଶ୍ୱର୍ ପ୍ରତିୁକ୍ରିୟା ପକାଇଥାଏ । କିନ୍ତୁ ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ତଥା ମୁଲାଲମ କରିବା ପାଇଁ ଆପଣ କେତୋଟି ଘରୋଇ ଉପାୟ…