ମେହେନ୍ଦୀର ଉପକାରୀତା


କୌଣସି ବିବାହ ଏବଂ ପର୍ବପର୍ବାଣି ଆସିଲେ କୁଅଁରି ଝିଅ ଏଭଂ ନାରୀ ମାନେ ନିଜ ହାତକୁ ମେହେନ୍ଦିରେ ସୁସଜ୍ଜିତ କରିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ଏକ ଆୟୁବେଦିକ ଔଷଧ । ଏହାକୁ ଲାଗଇବା ଦ୍ୱାରା ନାନଦି ରୋଗରୁ ଉପଶମ ମିଳେ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସଂପର୍କରେ

ଯଦି ଆପଣଙ୍କ ତ୍ୱଚା ଜନିତ କୈାଣସି ରୋଗରେ, ତେବେ ମେହେନ୍ଦି ଅପରଙ୍କ ପାଇଁ ଲାଭପ୍ରଦ ହୋଉପାରେ । ଆପଣ ମେହେନ୍ଦୀର ଗଛର ଛାଲକୁ କୁଟି ଗୁଣ୍ଡ କରି ରଖନ୍ତୁ । ଏହାକୁ ଜଳରେ ମିଶାଇ ନିୟମିତ ଭାବେ ଏକ ମାନ ଯାଏ ପାନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ କରି ମାସକ ପର୍ଯ୍ୟନ୍ତ ସାବୁନ ଲଗାଇବେ ନାହିଁ । ତା’ନହେଲେ ଏହାର କୌଣସି ଲାଭ ମିଳିବା ନାହିଁ । ମେହେନ୍ଦି ଗଣ୍ଠିରେ ହେଉଥିବା କଷ୍ଟକୁ ମଧ୍ୟ ଲାଭବ କରିଥାଏ । ଆପଣ ମେହେନ୍ଦୀ ପତ୍ରକୁ ବାଟି ତାହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ । ସାଧାରଣତଃ ଉଷୁମ ପ୍ରଲେପ ଦେଲେ ଶୀଘ୍ର ଆରାମ ମିଳିଥାଏ । ମେହେନ୍ଦି ପତ୍ର ଉଚ୍ଚ ରକ୍ତ ଚାପକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ମେହେନ୍ଦି ପତ୍ରକୁ ବାଟି ନିଜ ହାତରେ ପାପୁଲିରେ ଲଗାଇଲେ ଉଚ୍ଚ ରକ୍ତଟାପ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ


Share It

Comments are closed.