Browsing Tag

Bises-latest

ସ୍ୱଳ୍ପ ଜାଗା ମଧ୍ୟରେ କିଚେନ୍ ଗାର୍ଡେନ୍ କିପରି ପ୍ରସ୍ତୁତ କରିବେ

ଅନେକ ଭାବନ୍ତି କିଚେନ୍ ଗାର୍ଡେନ୍ କେବଳ ସଉକିଆ ଲୋକଙ୍କ କାମ । ଆଉ କେହି କେହି ଭାବନ୍ତି ଯେ ଏହା ସମୟ ସାପେକ୍ଷ । ଅଳ୍ପ ଜାଗାରେ ଏହାକୁ ତିଆରି କରିବା ସମ୍ଭବପର ନୁହେଁ । ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଅଳ୍ପ ଜାଗାରେ ମଧ୍ୟ ଆପଣ କିଚେନ୍ ଜାର୍ଡେନ୍ ପ୍ରସ୍ତୁତ କରିପାରିବେ । • କିଚେନ୍…

ଭାରତୀୟଙ୍କ ଠାରୁ ପାକିସ୍ତାନୀ ଅଧିକ ସୁଖୀ

ଭାରତୀୟମାନଙ୍କଠାରୁ ପଡ଼ୋଶୀ ଦେଶ ପାକିସ୍ତାନର ଲୋକେ ଅଧିକ ସୁଖୀ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକାରୁ ଜଣା ପଡ଼ିଛି । ଜାତିସଂଘର ‘ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ୍ ସଲ୍ୟୁସନ୍ ନେଟ୍ୱାର୍କ’ ପକ୍ଷରୁ ପ୍ରକାସିତ ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁଯାୟୀ ଗତବର୍ଷ…

ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବେ !

ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବାର ଅନୁଭବ ପ୍ରାପ୍ତ କରିପାରିବେ ! ଏକ ଟପ ଫର୍ଟିଲିଟି ଏକ୍ସପର୍ଟ ଡକ୍ଟର ରିଚାର୍ଡ ପଲସନ ଏହି ତଥ୍ୟ ପ୍ରକାଶ କରଛନ୍ତି । ଡକ୍ଟର ପଲସନଙ୍କ ମତରେ , ଯେଉଁଭଳି ଭାବରେ ଗର୍ଭାଶୟ ପ୍ରତ୍ୟାରୋପିତ କରିବା କୌଶଳ ଏବେ ମଜବୁତ ହେବାରେ ଲାଗିଛି , ତଦ୍ୱାରା…

ଭାଗବତ ପ୍ରାପ୍ତିର ଦଶମାର୍ଗ

ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ଭଗବାନଙ୍କୁ ପାଇବା । ଶାସ୍ତ୍ର ଓ ସବୁ ମାହାତ୍ମାମାନେ ଏଥିପାଇଁ ଅନେକ ନିୟମ ବତାଉଛନ୍ତି । ନିଜ ନିଜ ଅଧିକାର ଓ ରୁଚି ଅନୁସାରେ କୌଣସି ଶାସ୍ତ୍ରୋକ୍ତ ଉପାୟକୁ ନିଷ୍କାମ ଭାବରେ ଅର୍ଥାତ ସଂସାରିକ ସୁଖ ପାଇବା କାମନା ଛାଡି କେବଳ ଭଗବତ ପ୍ରୀତ୍ୟର୍ଥେ କାମରେ ଲଗାଇଲେ…