ହାତୀର ମଳରୁ ପ୍ରସ୍ତୁତ ହୋଇଥାଏ ଦୁନିଆର ସବୁଠାରୁ ଦାମିକିଆ କଫି
ଚା ଏବଂ କଫି ପିଇବାକୁ ତ ସମସ୍ତଙ୍କୁ ଭଲ ଲାଗେ । ସକାଳ ହେଉ କିମ୍ବା ସନ୍ଧ୍ୟା ଜଣେ ବ୍ୟକ୍ତି ଚା କିମ୍ବା କଫି ନପିଲେ ତାକୁ ଦିନଟା ସମ୍ପୂର୍ଣ୍ଣ ବେକାର ବେକାର ଲାଗିଥାଏ । ଛୋଟ ଚା ଦୋକାନ ଠାରୁ ଆରମ୍ଭ କରି ବଡ ବଡ ପଞ୍ଚ ତାରକା ହୋଟେଲ ମାନଙ୍କରେ ଚା ପିଇବା ପାଇଁ ଲୋକଙ୍କ ଆସର ଜମିଥାଏ । ଚା ଏକ…