ମାକ୍ସିସ ଟାୟାର ପକ୍ଷରୁ ଓଡିଶାରେ ପ୍ରଥମ ବଣ୍ଟନକାରୀଙ୍କ ନିଯୁକ୍ତି
ବିଶ୍ୱର ଅଗ୍ରଣୀ ଟାୟାର କମ୍ପାନୀର ଉପ-କମ୍ପାନୀ ମାକ୍ସିସ ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଓଡିଶାରେ ପ୍ରଥମ ବଣ୍ଟନକାରୀଙ୍କ ନିଯୁକ୍ତି କରାଯାଇଛି । ଭୁବନେଶ୍ୱରସ୍ଥିତ ନୂତନ ବଣ୍ଟନକାରୀ, ଭାରତ ମୋଟର୍ସ ଲିଃ (ଭାରତର) ଡିଲର,ଅଟୋପାର୍ଟ ରିଟେଲର ଏବଂ ଓଡିଶାର ପାଖାପାଖି ୩୦ ଜିଲ୍ଲାର ଆତ୍ମନିର୍ଭରଶୀଳ…