ଆପି ଫିଜ୍ ର ନୂତନ ବ୍ରାଣ୍ଡ ଆମ୍ବାସାଡ଼ର ସଲମାନ୍ ଖାଁ
[vc_row][vc_column][vc_column_text]ଭୁବନେଶ୍ୱର: ପାର୍ଲେ ଆଗ୍ରୋ ପକ୍ଷରୁ ବଲିଉଡ୍ ସୁପର୍ଷ୍ଟାର୍ ସଲମାନ୍ ଖାଁଙ୍କୁ ତା’ର ଆପି ଫିଜ୍ ବ୍ରାଣ୍ଡର ନୂତନ ଆମ୍ବାସାଡ଼ର ଘୋଷଣା କରାଯାଇଛି । ସଲମାନ୍ ଭାରତର ପ୍ରଥମ ସୁସ୍ୱାଦୁ ଫଳରସ ପାନୀୟ ଆପି ଫିଜ୍ ନିମନ୍ତେ ଏହି ନୂତନ ଫିଲ୍ ଦି ଫିଜ୍ ଅଭିଯାନରେ ଅଂଶ ଗ୍ରହଣ କରିବେ । ସଲମାନ୍ଙ୍କ ଷ୍ଟାଇଲିସ୍, ମାଚୋ ଓ ଆକର୍ଷଣୀୟ କାର୍ଯ୍ୟକଳାପ ଆପି ଫିଜ୍ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ ଏହା ବ୍ରାଣ୍ଡ ଉପରେ ଉଚ୍ଚ ପ୍ରଭାବ ପକାଇବା ସହ ଏହାକୁ ସଂପ୍ରସାରିତ କରାଇବ । ସେ ମଲ୍ଟି-ମିଡିଆ ଆଭିଯାନ ସହାୟତାରେ ଏକ ଆକର୍ଷଣୀୟ ନୂତନ ଆପି ଫିଜ୍ ଟେଲିଭିଜନ୍ ବିଜ୍ଞାପନରେ ଅଂଶ ଗ୍ରହଣ କରିଛନ୍ତି ।
ପାର୍ଲେ ଆଗ୍ରୋର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଏମ୍ଓ, ନାଦିଆ ଚୌହାନ କହିଛନ୍ତିଯ, “ଆପି ଫିଜ୍ ବର୍ଷ ବର୍ଷ ଧରି ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ଏବଂ ସଲମାନ୍ ଖାଁଙ୍କ ସହିତ ଉକ୍ତ ସହବନ୍ଧନ ଦ୍ୱାରା ଆମ୍ଭେମାନେ ଆହୁରି ଉନ୍ନତ ବଜାର ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାରେ ସକ୍ଷମ ହୋଇପାରିବୁ ।[/vc_column_text][/vc_column][/vc_row][vc_row][vc_column][vc_single_image image=”526″ img_size=”full”][/vc_column][/vc_row][vc_row][vc_column][vc_column_text]ଏହି ସହବନ୍ଧନ ସମ୍ପର୍କରେ ସଲମାନ ଖାନ୍ କହିଛନ୍ତି ଯେ, “ମୁଁ ଆପି ଫିଜର ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ଆକର୍ଷଣୀୟ ନୂତନ ଅଭିଯାନ ସହିତ ମୁଁ ନିଶ୍ଟିନ୍ତ ଯେ ପ୍ରସଂଶକ ଏବଂ ବ୍ରାଣ୍ଡର ଗ୍ରାହକମାନେ ଫିଜକୁ ବହୁଳଭାବେ ପସନ୍ଦ କରିବେ ! ”
୨୦୦୫ରେ ଏହାର ଶୁଭାରମ୍ଭ ଠାରୁ ଫ୍ରୁଟ୍ + ଫିଜ୍ ପାନୀୟ କ୍ୟାଟେଗୋରିର ଏହି ବ୍ରାଣ୍ଡ ବଜାରରେ ୬୫୦ କୋଟି ଟଙ୍କା ସହିତ ଅଗ୍ରଣୀ ରହିଆସିଛି । ସଲମାନ୍ଙ୍କ ଖାଁଙ୍କ ସାମିଲ୍ ଆପି ଫିଜ୍ର ଉଚ୍ଚ ମାନର ବଜାରଭିତ୍ତିକ ବିନିଯୋଗର ଏକ ଅଂଶ, ଯାହା ବ୍ରାଣ୍ଡ୍ଗୁଡ଼ିକୁ ଭାରତର କୋଟି କୋଟି ଗ୍ରାହକଙ୍କ ସହିତ ଆହୁରି ଦୃଢ଼ ଭାବରେ ସଂଯୋଗ କରିବା ପାଇଁ ଏକ ଉଦ୍ୟମ । ଅତି ନିକଟରେ ବିଗ୍ ବସ୍ ସେସନ୍ ୧୧ ସହିତ ସାମିଲ ହେବା ବ୍ରାଣ୍ଡ ପାଇଁ ଏକ ବଡ଼ ସଫଳତା ଥିଲା ।[/vc_column_text][/vc_column][/vc_row]
Comments are closed.