ସ୍ୱପ୍ନରେ ଆସିଥାଏ ମୃତ୍ୟୁର ବାର୍ତ୍ତା


ସ୍ୱପ୍ନରେ ବି ମୃତ୍ୟୁର ବର୍ତ୍ତା ଆସିଥାଏ । ମୃତ୍ୟୁ ଏପରି ଏକ ସତ୍ୟ ଯାହା ବିଷୟରେ ଆମେ ସବୁ ଜାଣି ମଧ୍ୟ ସବୁ ଅଜଣା ରହୁ । ସ୍ୱପ୍ନ ଏପରି ଏକ ମାଧ୍ୟମ ଯେଉଁଥିରେ ମୃତ୍ୟୁର ସଂକେତ ମିଳେ ।

– ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ଇଷ୍ଟ ଦେବୀଙ୍କ ପ୍ରତିମାକୁ ଭାଙ୍ଗଯିବା କିମ୍ବା ଜଳିଯିବାର ଦେଖନ୍ତି ଖୁବ ଶୀଘ୍ର ତାଙ୍କର ମୃତ୍ୟୁ ହୁଏ ।
– ଯେ କୈାଣସି ବ୍ୟକ୍ତି ଢୋଲ ବଜାଇ ଲଣ୍ଡା ହେବାର ସ୍ୱପ୍ନ ଦେଖେ ତାଙ୍କ ପରିବାର ମଧ୍ୟରୁ କୈାଣସି ବୟସ୍କଙ୍କ ମୃତ୍ୟୁ ହୁଏ ।
– ଯଦି ସ୍ୱପ୍ନରେ ଆପଣ କୁଆଡେ ଯାତ୍ରା କରିବାର ଦେଖନ୍ତି, ଓ ସତରେ ଆପଣ ସେହି ଯାତ୍ରା କରିବାର ଅଛି , ତେବେ ତୁରନ୍ତ ସେହି ଯାତ୍ରକୁ ବାତିଲ କରନ୍ତୁ, କାରଣ ଯାତ୍ରାଟି ଆପଣଙ୍କ ମୃତ୍ୟୁ ହୋଇପାରେ ।
– ଯେଉଁ ବ୍ୟକ୍ତି ଲଗାତାର ଭୟଙ୍କର ସ୍ୱପ୍ନ ଦେଖେ, ବର୍ଷକ ଭିତରେ ତାର ମୃତ୍ୟୁ ହୁଏ ।
– ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜକୁ ହସିବା କିମ୍ବା ନାଛିବାର ଦେଖେ, ତାକୁ ହତ୍ୟ. କରିବାର ଅଧିକ ସମ୍ଭାବନା ଥାଏ
– ଯିଏ ସ୍ୱପ୍ନରେ କାଉ ଦେଖେ ତାକୁ ଶୀଘ୍ର କାହାର ମୃତ୍ୟୁ ଖବର ମିଳେ ।
– ଯଦି ସ୍ୱପ୍ନରେ ନାଲି ଶାଢି ପିନ୍ଧିଥିବା କୌଣସି ସ୍ତ୍ରୀ ଲୋକ କୌଣସି ବ୍ୟକ୍ତିକୁ ଆଲିଙ୍ଗନ କରିବା ସହ ଶୁଖିଲା ଫୁଲ ହାର ପିନ୍ଧାଏ, ତେବେ ତାର ମୃତ୍ୟୁ ଖୁବ ଶୀଘ୍ର ହୁଏ

– ଲମ୍ବା ନଖ ଥିବା ହଳଦିଆ ଆଖିର ନିର୍ବସ୍ତ୍ର ସ୍ତ୍ରୀକୁ ଆଲିଙ୍ଗନ କରିବାର ସ୍ୱପ୍ନ ଦେଖିଲେ ମଧ୍ୟ ଏହା ଆପଣଙ୍କ ମୃତ୍ୟର ଆଭାସ ଜଣାଇ ଦିଏ ।
– ଯେଉଁ ବ୍ୟକ୍ତି ଶ୍ମଶାନ କିମ୍ବା ପର୍ବତ ଶିଖରରେ ବସି ମଦ୍ୟ ପାନ କରିବାର ସ୍ୱପ୍ନ ଦେଖେ, ତାର ମୃତ୍ୟୁ ଖୁବ ନିକଟତର ।
– ଯଦି କୌଣସି ସ୍ତ୍ରୀ ନିଜର ଧଳା ଚୁଟି ଦେଖେ , ତେବେ ସ୍ୱାମୀ ଠାରୁ ବିଚ୍ଚେଦ ହୋଇଯାଏ କିମ୍ବା ବିଧବା ହୋଇଯାଏ ।
– କୌଣସି ବ୍ୟକ୍ତି ନିଜକୁ ସ୍ୱପ୍ନରେ କଳା ପୋଷାକ ପିନ୍ଧି କଳା ଘୋଡାରେ ସବାର କରିବାର ଦେଖେ , ତେବେ କୌଣସି ରୋଗରେ ପଡି ତାର ମୃତ୍ୟୁ ହୁଏ ।
– ସ୍ୱପ୍ନରେ ଯିଏ ନିଜକୁ ଗଛ ଉପରେ ପଡିବାର ଦେଖେ, ରୋଗାଗ୍ରସ୍ତ ହୋଇ ତାର ଶୀଘ୍ର ମୃତ୍ୟୁ ହୁଏ ।
– ସ୍ୱପ୍ନରେ ଯିଏ ନିଜକୁ କାଳି ବା ତେଲ ଦେହରେ ଲଗାଇ ଗଧ ଉପରେ ବୁଲୁଥିବାର ସ୍ୱପ୍ନ ଦେଖେ, ତାର ସୁନିଶ୍ଚିତ ମୃତ୍ୟୁ ଯୋଗଥାଏ ।
– ଯେଉଁ ବ୍ୟକ୍ତି ସ୍ୱପ୍ନରେ ସ୍ତ୍ରୀଠୁ ସ୍ତନ୍ୟପାନ କରିବାର ଦେଖେ , ତାର ନିଶ୍ଚୟ ମୃତ୍ୟୁ ହୁଏ ।


Share It

Comments are closed.