ବ୍ୟାଟିଙ୍ଗ କରୁଥିବା ସମୟରେ ହାର୍ଦିକଙ୍କୁ ରିଷଭ କହିଲେ “ଡର ଲାଗୁଛି”, ଜାଣନ୍ତୁ ଘଟଣା ସଂପର୍କରେ
ଗତ କାଲି ବିଶ୍ୱକପରେ, ଭାରତର ବିଜୟ ରଥକୁ ଇଂଲଣ୍ଡ ଅଟକାଇ ଦେଇଥିବାବେଳେ ରୋହିତ ଏବଂ ବିରାଟଙ୍କ ସୁନ୍ଦର ପ୍ରଦର୍ଶନ ସତ୍ତେ୍ୱ ମଧ୍ୟ ଦଳ ୩୧ ରନରେ ପରାଜୟ ବରଣ କରିଥିଲା । ଏହି ମ୍ୟାଚରେ ରୋହିତ ଆକର୍ଷଣୀୟ ପାଳି ଖେଳି ସୁନ୍ଦର ଶତକ ହାସଲ କରିଥିବାବେଳେ ଅନ୍ୟପଟେ ବିରାଟ ଏକ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ହାସଲ କରି ମଧ୍ୟ କରିଥିଲେ । ଧୋନି, ରୋହିତ ଏବଂ କୋହଲିଙ୍କୁ ଛାଡିଦେଲେ ବାକି ସମସ୍ତଙ୍କ ପାଇଁ ଏହା ପ୍ରଥମ ବିଶ୍ୱକପ ଥିବାବେଳେ ଅନ୍ୟପଟେ ରିଷଭଙ୍କ ଏହା ପ୍ରଥମ ବିଶ୍ୱକପ ମ୍ୟାଚ ଥିଲା ।
ସବୁଠାରୁ ମୁଖ୍ୟ କଥା ହେଲା, ରିଷଭ ଏହି ମ୍ୟାଚରେ ଖୁବ ନର୍ଭସ ଥିବାର ଜଣା ପଡୁଥିଲେ କାରଣ ରିଷଭ ଯେତେବେଳେ ୩୮ ଓବରରେ ବ୍ୟାଟିଙ୍ଗ ପାଇଁ ଷ୍ଟ୍ରାଇକରେ ଥିଲେ ସେହି ସମୟରେ ଅପରପକ୍ଷରେ ଥିବା ହାର୍ଦିକ ତାଙ୍କୁ କହିଥିଲେ ଯେ, “କିଛି ବାଉଣ୍ଡ୍ରି ମାରିବା ପାଇଁ ଚେଷ୍ଟା କର । ” ଏହାର ପ୍ରତି ଉତ୍ତରରେ ରିଷଭ କହିଥିଲେ “ଡର ଲାଗୁଛି ମୋତେ ।”
hardik pandya said to rishab pant “dar lag raha hain koi bat nhi chauke chakke khelenge hum log" 🤣🤣 what a motivation #Indveng #EngvInd
— Deepak Mandrai (@Demon_Deepak) June 30, 2019
Rishabh Pant says to Hardik Pandya, "Darr lag raha hai."
Courtesy: stump mic. #CWC19
— Raviteja Bhavirisetty (@witty_ravi) June 30, 2019
Did I just hear rishabh pant say “darr lag raha hai” to Pandya #INDvENG pic.twitter.com/chfnqFSf65
— simran jain (@simranjainn) June 30, 2019
ଯେଉଁଥିପାଇଁ ହାର୍ଦିକ ରିଷଭଙ୍କ ନର୍ଭସନେଓ ଦୂର କରିବାକୁ ଯାଇ ଏକ ସିଙ୍ଗଲ ଦେବା ପାଇଁ କହିଥିଲେ । ଗତ କାଲି ଭାରତ, ମ୍ୟାଚ ସିନା ହାରିଗଲା କିନ୍ତୁ ରିଷଭଙ୍କ ଏହି କଥାଟି ୱିକେଟରେ ଲାଗିଥିବା ମାଇକରେ ରେକର୍ଡ ହୋଇଯାଇଥିଲା । ରିଷଭଙ୍କ ଏହି ଭଏସ ରେକର୍ଡିଙ୍ଗକୁ ନେଇ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ସମାଲୋଚନାର ଶୀକାର ମଧ୍ୟ ହୋଇ ସାରିଛନ୍ତି ।
Comments are closed.