Browsing Category

ମନୋରଞ୍ଜନ

ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି ‘ହାଉସଫୁଲ ୪’ର ସୁଟିଙ୍ଗ

ବଲିଉଡରେ ହାଉସଫୁଲର ୩ଟି ଫିଲ୍ମର ସଫଳତା ପରେ ବର୍ତ୍ତମାନ ହାଉସଫୁଲ-୪ର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । କମେଡି ଏବଂ ପାରିବାରିକ ଡ୍ରାମାରେ ଭରପୁର ହାଉସଫୁଲର ଫ୍ରାନଚାଇଜ ଗୁଡିକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହାର ଚତୁର୍ଥ ସିକ୍ୱେଲ ହାଉସଫୁଲ ୪ ଆଗାମୀ ବର୍ଷ ତଥା ୨୦୧୯…

ରା-ୱାନର ସିକ୍ୱେଲ ଯୋଜନାରେ ଶାହାରୁଖ ଖାନ

୨୦୧୧ ମସିହାରେ ଫିଲ୍ମ ରା-ୱାନ ଜରିଆରେ ବଲିଉଡ ନିଜର ସୁପର ହିରୋ ଜି-ୱାନ ପାଇଥିଲା । କିନ୍ତୁ କିଛି ଦିନ ଧରି ଶାହାରୁଖ ଖାନ ଏବଂ ଅନୁଭବ ସିହ୍ନା ରା ୱାନର ସିକ୍ୱେଲର ଯୋଜନା କରୁଛନ୍ତି ବୋଲି ଖବର ଆସୁଛି ଯେବେକି ସମ୍ପର୍କରେ କିଛି ସଠିକ ଭାବେ ଫାଇନାଲ ହୋଇନାହିଁ । ଏହି ସମ୍ପର୍କରେ…

ଘୋଷଣା ହେଲା ଫିଲ୍ମ ‘୨.୦’ର ରିଲିଜ ତାରିଖ

ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ ‘୨.୦’ର ରିଲିଜ ତାରିଖକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଫିଲ୍ମର ରିଲିଜ ତାରିକକୁ ମଧ୍ୟ ଅନେକଥର ଘୁଞ୍ଚାଇ ଦିଆଯାଇଛି । ବିଗତ ଦିନମାନଙ୍କରେ ଏହା ଚର୍ଚ୍ଚା ଚାଲିଥିଲା ଯେ, ଫିଲ୍ମର…

ସଞ୍ଜୁ ପରେ ଦର୍ଶକ ଦେଖିବେ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ

ବଲିଉଡରେ ବାୟୋପିକ ଫିଲ୍ମର ଟ୍ରେଣ୍ଡ ଚାଲିଥିବା ବେଳେ ଲିଜେଣ୍ଡରୀ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ମଧୁବାଲାଙ୍କ ସାନ ଭଉଣୀ ମଧୁର ବ୍ରିଜ ଭୂଷଣ ଏହି ବାୟୋପିକ ଉପରେ ଫିଲ୍ମ ପ୍ରସ୍ତୁତିର ଘୋଷଣା କରିଛନ୍ତି । ଏହି…

ପାଣି ତଳେ ଷ୍ଟଣ୍ଟ ଦେବାରେ ନଜର ଆସିବେ କିଙ୍ଗ ଖାନ

ଆଗକୁ ଆସିବାକୁ ଯାଉଛି କିଙ୍ଗ ଖାନ୍ଙ୍କ ଆଗାମୀ ଫିଲ୍ମ “ଜିରୋ” । ଏହି ଫିଲ୍ମରେ କିଙ୍ଗ ଖାନ ଶାହାରୁଖ ପାଣି ଭିତରେ ଏକ ଦୃଶ୍ୟର ସୁଟିଂ କରିଛନ୍ତି । ଏବେ ସମସ୍ତଙ୍କର ନଜର ତାହା ଉପରେ ରହିଛି । ପ୍ରଥମ ଥର ଏହି ଫିଲ୍ମରେ ଶାହାରୁଖ ଜଣେ ଗେଡା ଲୋକର ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏହି…

କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବିର ସିଂହ

ରଣବିର ସିଂହ ଫ୍ୟାନଙ୍କ ପାଇଁ ବର୍ତ୍ତମାନ ଖୁସିର ଖବର । ସେ ଆଗୀମ ଦିନମାନଙ୍କରେ ଅନେକ ଗୁଡିଏ ହିଟ ଫିଲ୍ମକୁ ନେଇ ବଲିଉଡରେ ଧମାଲ ମଚେଇବାକୁ ଯାଉଛନ୍ତି । ରଣବିର ବର୍ତ୍ତମାନ ରୋହିତ ସେଟ୍ଟୀଙ୍କ ସହ “ଶିମ୍ବା” ଫିଲ୍ମର ସୁଟିଙ୍ଗରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ପକ୍ଷରେ ସେ ଜୋୟା ଅଖତରଙ୍କର…

ରିଲିଜ ହେଲା ‘ଫନେ ଖାନ’ର ନୂତନ ପୋଷ୍ଟର

ଅନିଲ କପୁର, ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ରାଜ କୁମାର ରାଓଙ୍କ ଫିଲ୍ମ ‘ଫନେ ଖାନ’ର ନୂତନ ପୋଷ୍ଟର ରିଲିଜ ହୋଇଛି । ‘ଫନେ ଖାନ’ର ଏହି ନୂତନ ପୋଷ୍ଟରରେ ଅନିଲ କପୁର ସୁପରଷ୍ଟାର ରଜନୀକାନ୍ତଙ୍କ ମୁଖା ପିନ୍ଧିଥିବାର ଦେଖିବାକୁ ମିଳିଥିବାବେଳେ ଅନ୍ୟ ପକ୍ଷରେ ଐଶର୍ଯ୍ୟା ରାୟଙ୍କ ଚେହେରା ଉପରେ ନଜର…

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରିୟଙ୍କା ଏବଂ ନିକି !

ବଲିଉଡର ଚର୍ଚ୍ଚିତ ତାରକା ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ ପପ ଷ୍ଟାର ତଥା ଅଭିନେତା ନିକ ଜୋନାସଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ଧରି ଖୁବ ଚର୍ଚ୍ଚା ହୋଇଆସୁଛି । ନିକ୍ ଜୋନାସ ଜଣେ ଆମେରିକୀୟ ଗାୟକ, ଗୀତିକାର ଏବଂ ଅଭିନେତା ମଧ୍ୟ । କ୍ୟାଣ୍ଟିକୋରେ ଚମତ୍ମକାର ଅଭିନୟ ପରେ ପ୍ରିୟଙ୍କା…

‘ୱାନଟେଡ ୨’ରୁ ଆଉଟ ହେଲେ ସଲମାନ

ଫିଲ୍ମ ନିର୍ମାତା ବୋନି କପୁର ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ୨୦୦୯ର ହିଟ ଫିଲ୍ମ ୱାନଟେଡର ସିକୁଏଲ ପ୍ରସ୍ୁତ କରିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ବହୁ ପୂର୍ବରୁ ସଲମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ମଧ୍ୟ ସଲମାନଙ୍କ ପାଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର…

କେଟିଏମ୍ ପକ୍ଷରୁ କଟକରେ ଅାକର୍ଷଣୀୟ ଷ୍ଟଂଟ୍ ସୋ ଅାୟୋଜନ

ୟୁରୋପର  କେଟିଏମ୍ ପକ୍ଷରୁ କଟକରେ ଅାକର୍ଷଣୀୟ କେଟିଏମ୍ ଷ୍ଟଂଟ୍ ସୋ’ ଅାୟୋଜନ କରାଯାଇଛି ପ୍ରଫେସନାଲ୍ ଷ୍ଟଂଟ୍ ପ୍ରଦର୍ଶନକାରୀମାନେ ଅାଖିଦୃଶିଅା ଷ୍ଟଂଟ୍ ପ୍ରଦର୍ଶନ କରିଛ କଟକର କଟକ କ୍ଲବ୍ରେ ଏହି ଷ୍ଟଂଟ୍ ସୋ ଅାୟୋଜନ କରାଯାଇଥିଲା ପ୍ରଫେସନାଲ୍ ଷ୍ଟଂଟ୍ ପ୍ରଦର୍ଶନକାରୀମାନେ କେଟିଏମ୍ ଡୁ୍ୟକ୍…