Browsing Category

ମନୋରଞ୍ଜନ

ଫିଲ୍ମରେ ଧଳା କେଶ କରିବାକୁ ଡବଲ୍ ଫି’ ନିଅନ୍ତି ଅନିଲ କପୁର

ବଲିଉଡ୍‌ର ଏଭର୍ ଗ୍ରୀନ୍ ଅଭିନେତା ଅନିଲ କପୁର ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍‌୨୦୨୨ର ଅଂଶ ହୋଇଛନ୍ତି। ଏହି ସମୟରେ ଅନିଲ ହଲିଉଡ୍ ସୁପରଷ୍ଟାର ଜର୍ଜ କ୍ଲୁନିଙ୍କ ସହ କଥା ହୋଇଛନ୍ତି। ଜର୍ଜଙ୍କ ସହ ଏକ ବାର୍ତ୍ତାଳାପରେ ଅନିଲ କହିଛନ୍ତି, ବର୍ତ୍ତମାନ ଯଦି କେହି ତାଙ୍କୁ ଫିଲ୍ମରେ କେଶକୁ…

ବିଚ୍ଛେଦର ବର୍ଷକ ପରେ ପୁଣି ଏକାଠି ନଜର ଆସିବେ ନାଗା-ସାମନ୍ଥା

ସାଉଥ୍ କ୍ୱିନ୍ ସାମନ୍ଥା ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ସେ ତାଙ୍କର ଅଟୋ-ଇମ୍ୟୁନ୍ ରୋଗ ମାୟୋସିଟିସ୍ ବିଷୟରେ ପ୍ରକାଶ କରିଥିଲେ। ଅଭିନେତ୍ରୀଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ତାଙ୍କ ଫ୍ୟାନ୍ସ ଦୁଃଖି ହୋଇଯାଇଥିଲେ। ଖବର ଆସିଥିଲା ​​ଯେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ…

ପରଲୋକରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ହୃଦଘାତରେ ମୃତ୍ୟୁ ମୃତ୍ୟୁ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। କୁହାଯାଉଛି ଯେ, ଶୁକ୍ରବାର ସକାଳେ ସେ ଜିମ୍‌ରେ ଓ୍ବାର୍କଆଉଟ୍‌ କରୁଥିଲେ, ସେହି ସମୟରେ ତାଙ୍କ ହୃଦଘାତ ଆସିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ…

‘ପଠାନ’ର ସଫଳତା ପାଇଁ କିଛି ଏପରି କହି ଫ୍ୟାନ୍ସଙ୍କୁ ନିବେଦନ କଲେ ଶାହାରୁଖ

ବଲିଉଡ ଅଭିନେତା ଶାହାରୁଖ ଖାନ୍‌ । ତାଙ୍କ ଜନ୍ମଦିନରେ ଆଗାମୀ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ପ୍ରଶଂସକମାନେ ତାଙ୍କ ଘର ସାମ୍ନାରେ ପହଞ୍ଚି ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। SRK ତାଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ…

ଆଇଫେଲ ଟାୱାରରୁ ଫଟୋ ସେୟାର କଲେ ହଂସିକା, ରୋମାଣ୍ଟିକ୍ ଅନ୍ଦାଜରେ ଅଭିନେତ୍ରୀଙ୍କୁ ପ୍ରପୋଜ୍ କଲେ ବଏଫ୍ରେଣ୍ଡ୍

ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ଅଭିନେତ୍ରୀ ପ୍ୟାରିସର ଆଇଫେଲ ଟାୱାର ସମ୍ମୁଖରେ ତାଙ୍କ ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କ ସହ ଏନଗେଜ୍‌ମେଣ୍ଟ କରିଛନ୍ତି। ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହଂସିକା ଏବଂ…

ପୁଷ୍ପା ୨ର ଶୁଟିଂ ସେଟ୍‌ରୁ ପ୍ରଥମ ଝଲକ ଦେଖାଇଲେ ନିର୍ମାତା

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା: ଦି ରୁଲ୍‌କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରଥମ ଭାଗ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଯାହା ପରେ ନିର୍ମାତା ଏହାର ସିକ୍ୱେଲରେ ଲାଗିପଡିଛନ୍ତି। ବର୍ତ୍ତମାନ ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ସେଟରୁ ପ୍ରଥମ…

ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ ଉତ୍ସାହର ସହ ଆଜି ଉଦଯାପିତ ହୋଇଛି । ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ ଫେଷ୍ଟିଭାଲ୍‌ରେ ଦର୍ଶକମାନେ ଜୀବନର ବିଭିନ୍ନ ରଙ୍ଗକୁ ଦେଖିବା ଓ ଉପଭୋଗ…

ଆଇଡିଏଫ୍‌ଏଫ୍‌ବି ୨୦୨୨ର ଦ୍ୱିତୀୟ ଦିନରେ ୧୨ଟି ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର : ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍‌ଏସ୍‌ବି) ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ର ୨ୟ ଦିନରେ (ଶନିବାର) ମୋଟ ୧୨ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହି ଫିଲ୍କଗୁଡ଼ିକ ମଧ୍ୟରେ ନିତିନ୍ ବାଠ୍‌ଲାଙ୍କ ନଟ୍ ଜଷ୍ଟ୍ …

ଉତ୍ସାହର ସହିତ ଆରମ୍ଭ ହେଲା ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର ୨୦୨୨

ଭୁବନେଶ୍ୱର: ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫଏଫବି) ୨୦୨୨ ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସହରର ସିନେ ପ୍ରେମୀମାନେ ସାରା ବିଶ୍ୱର ଖ୍ୟାତିସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତାମାନଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକୁ ଉପଭୋଗ କରିବା ପାଇଁ …

ଅକ୍ଟୋବର ୧୪-୧୬ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ “ଇଣ୍ଡିଆନ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର’

ଭୁବନେଶ୍ୱର: ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫ୍‌ଏସ୍‌ବି) ପକ୍ଷରୁ ତିନି ଦିନ ବ୍ୟାପୀ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ (ଆଇଡିଏଫ୍‌ଏଫ୍‌ବି) ୨୦୨୨ ବିଷୟରେ ଘୋଷଣା କରାଯାଇଛି ଯାହା ଓଡ଼ିଶୀ ରିସର୍ଚ ସେଂଟର୍‌ରେ ୨୦୨୨ ଅକ୍ଟୋବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି …