Browsing Category

ବିଶେଷ

ମୁକୁଟ ବ୍ୟତୀତ ମିସ୍ ୟୁନିଭର୍ସ ବିଜେତାଙ୍କୁ ଦିଆଯାଏ ଏହିସବୁ ବିଳାସପୂର୍ଣ୍ଣ ସୁବିଧା

ଭାରତର ହର୍ନାଜ୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ରେ ମୁକୁଟ ପିନ୍ଧିଛନ୍ତି | ପଞ୍ଜାବର ହର୍ନାଜ କୌର ୨୧ ବର୍ଷ ପରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି | ଏହି କାର୍ଯ୍ୟକ୍ରମରେ ସାନ୍ଧୁଙ୍କୁ ମେକ୍ସିକୋର ପୂର୍ବତନ ମିସ୍ ୟୁନିଭର୍ସ ୨୦୨୦ ଆଣ୍ଡ୍ରେୟା ମେଜା ମୁକୁଟ ପିନ୍ଧାଇଛନ୍ତି।…

ଘରେ ବାସ୍ତୁର ଏହିସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ, ନଚେତ ସୁଖ ସମୃଦ୍ଧିରେ ଦେଖାଦେବ ବାଧା

ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ମାନସିକ , ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ। ପୂର୍ବ କିମ୍ବା ଉତ୍ତର ଦିଗରେ ଗହଣା ପିନ୍ଧନ୍ତୁ। ଏହା ଶୁଭଫଳ ପ୍ରଦାନ କରିବା ସହ ଏହାଦ୍ୱାରା ମାନ ଯଶ ବୃଦ୍ଧି ହୋଇଥାଏ।…

ଏହି ଛୋଟ ଜିନିଷରେ ଲୁଚି ରହିଥାଏ ସୁଖ ଏବଂ ସମୃଦ୍ଧିର ରହସ୍ୟ , ଘରେ ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବିଶେଷ ଗୁରୁତ୍ୱ ବହନ କରେ | ଛୋଟ ଜିନିଷକୁ ଅଣଦେଖା କରି, ଘରେ ବାସ୍ତୁ ଦୋଷ ଘଟେ ଏବଂ ଏହା ଆମ ଜୀବନକୁ ପ୍ରଭାବିତ କରେ | ବାସ୍ତୁଶାସ୍ତ୍ରୀ କହିଛନ୍ତି ଯେ ଯଦି ତୁମେ ବାସ୍ତୁ ଅନୁଯାୟୀ ଘରର ନିର୍ମାଣ କାର୍ଯ୍ୟ କର, ତେବେ ଘରେ ସର୍ବଦା ସୁଖସମୃଦ୍ଧି ବଜାୟ ରହିଥାଏ |…

ସିଭିଡିଗୁଡିକର ଲକ୍ଷଣର ସଠିକ୍ ସମୟରେ ଚିହ୍ନଟ ଏହାର ପ୍ରତିରୋଧରେ ସାହାଯ୍ୟ କରେ: ଡଃ ପ୍ରିୟରଞ୍ଜନ ପରିଡା

ଭୁବନେଶ୍ୱର: ଆଇସ୍କାଏମିକ୍ ହୃଦ୍‌ରୋଗ ଓ ଆରିଦ୍‌ମିକ୍ ହୃଦ୍‌ରୋଗ ଭଳି କାର୍ଡିଓଭାସ୍କୁଲାର୍ ବା ହୃଦ୍‌ରୋଗଗୁଡିକ ହେଉଛି ବିଶ୍ୱବ୍ୟାପୀ ମୃତ୍ୟୁର ପ୍ରମୁଖ କାରଣ । ୨୦୧୯ରେ ପ୍ରାୟ ୧୭.୯ ମିଲିୟନ ଲୋକ ହୃଦ୍‌ରୋଗ ସମ୍ବନ୍ଧିତ ଜଟିଳତା କାରଣରୁ ମୃତ୍ୟୁବରଣ କରିଥିଲେ, ଯାହାକି ବିଶ୍ୱବ୍ୟାପୀ ମୋଟ…

କରନ୍ତୁ ଭଗବାନ ଗଣେଶଙ୍କ ସହ ଜଡ଼ିତ ଏହି ଉପାୟ, ଜୀବନରେ ଭରି ରହିବ ସୁଖ ସମୃଦ୍ଧି

ଭଗବାନ ଗଣେଶଙ୍କୁ ବିଘ୍ନବିନାଶକ କୁହାଯାଇଥାଏ। ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ୟ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ ହୋଇଥାଏ। ଗଣେଶ ମୂର୍ତ୍ତି ସ୍ଥାପନ କରିବାର ନିୟମ ପୂଜା ଘରେ ଗଣେଶଙ୍କର ତିନୋଟି ମୂର୍ତ୍ତି ଏକାସହ ରଖନ୍ତୁ ନାହିଁ। ଗଣେଶଙ୍କର…

ଯଦି ଅନ୍‌ଲାଇନ୍‌ରେ ଆପଣ ଅନ୍ୟ କାହାର ଆକାଉଣ୍ଟରେ ଭୁଲ୍‌ରେ ଟଙ୍କା ଜମା କରି ଦିଅନ୍ତି ତେବେ କ’ଣ କରିବେ ଜାଣନ୍ତୁ

ଏବେ ଦେଶରେ ଅନ୍‌ଲାଇନ୍‌ ଟଙ୍କା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏଟିଏମ୍‌ରେ ଟଙ୍କା ଉଠାଣଠାରୁ ଅନ୍‌ଲାଇନ୍‌ କାରବାରରେ ଟଙ୍କା ନେଣଦେଣ ଅଧିକ ହେଉଛି । ଚା’ ଦୋକାନ ଠାରୁ ସପିଂ ମଲ୍‌ ସୁନା ଦୋକାନ ସବୁଠାରେ ଏବେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ବୃଦ୍ଧି ପାଇଛି । ବେଳେ ବେଳେ ଅନ୍‌ଲାଇନ୍‌ରେ…

ଘରେ ଏହିସବୁ ଜିନିଷ ରଖିବା ଦ୍ବାରା ଜୀବନରେ ବଜାୟ ରହିଥାଏ ସୁଖ ସମୃଦ୍ଧି

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି…

ଭାରତର ଏଭଳି ଏକ ଗାଁ ଯେଉଁଠାରେ ଏବେ ଯାଏଁ ବି ପହଞ୍ଚି ପାରିନାହିଁ କରୋନା

ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ଏଯାଏଁ ପହଞ୍ଚିପାରିନି କରୋନା। ଏଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛିନ୍ଦୱାରାରେ। ଏହି ସ୍ଥାନର ନାମ ପାତାଳକୋଟ। ଏହାକୁ ପାତାଳଲୋକ ମଧ୍ୟ କୁହାଯାଏ। ଏହି ସ୍ଥାନ ବିଭିନ୍ନ ଔଷଧିରେ ପରିପୂର୍ଣ୍ଣ। ଏଠାରେ ଭୂରିଆ ଜନଜାତିର ଲୋକମାନେ ବସବାସ କରନ୍ତି।…

ଦେଖନ୍ତୁ ବଲିଉଡ ଗୀତର ତାଳେ ତାଳେ କିଭଳି ନାଚୁଛନ୍ତି ଏହି ଆଫ୍ରିକୀୟ ଆଦିବାସୀ

ବଲିଉଡର କ୍ରେଜ୍ ସାରା ବିଶ୍ୱରେ ଦେଖାଯାଉଛି । ଦୁର୍ଗମ ଅଞ୍ଚଳରେ ଲୋକମାନେ ମଧ୍ୟ ବଲିଉଡ ଫିଲ୍ମ ଏବଂ ଗୀତକୁ ଭଲ ପାଉଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଭାଇରାଲ ହୁଏ । ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ଯେ ଯାହା ଲୋକଙ୍କୁ ନାଚିବାକୁ ବାଧ୍ୟ କରିଦିଏ। ଆଜିକାଲି ସୋସିଆଲ…

ଜାଣନ୍ତୁ ଭାରତର ବିଭିନ୍ନ ସ୍ଥାନର କିଛି ପ୍ରସିଦ୍ଧ ଖାଦ୍ୟ ବିଷୟରେ, ଯାହା ଆପଣ ଆଗରୁ ଜାଣିନଥିବେ

ଭାରତରେ ପ୍ରତି ୫୦ କିଲୋମିଟର ସ୍ଥାନ ଅତିକ୍ରମ କରିବା ପରେ ଖାଦ୍ୟର ସ୍ୱାଦ ବଦଳି ଯାଏ ବୋଲି କୁହାଯାଏ । । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଓ ଗୁଜରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବ୍ୟଞ୍ଜନର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ। ଏଭଳି କେତେକ ସ୍ଥାନ ବିଷୟରେ ଓ ସେଠାରେ ପ୍ରସିଦ୍ଧ…