Browsing Category

ପ୍ରଯୁକ୍ତି

ଭାରତରେ ଲେକ୍ସସର ଏକ ବର୍ଷ ପୂର୍ତ୍ତି

ଲେକ୍ସସ ଇଣ୍ଡିଆ ପକ୍ଷରୁ ଏକ୍ସପେରିଏନ୍ସ ଆମେଜିଂ ବ୍ରାଣ୍ଡ ପ୍ରତିଶ୍ରୁତିକୁ ପାଳନ କରିବା ସହିତ ଭାରତୀୟମାନଙ୍କୁ ହାଇବ୍ରିଡ ଇଲେକଟ୍ରିକ ଏସୟୁଭି ଏବଂ ଏନଏକ୍ସ ୩୦୦ ଏଚ ପ୍ରଦାନ କରିବା ସହିତ ଭାରତରେ ପ୍ରଥମ ବର୍ଷ ପୂରଣ କରିଛି । ମାର୍ଚ୍ଚ ୨୦୧୭ରେ ବଜାରକୁ ଆସିଥିବା ଉକ୍ତ ବ୍ରାଣ୍ଡ୍ ଭାରତରେ ତାର…

ଶୁଭାରମ୍ଭ ହେଲା ପାନାସୋନିକ ଏଲୁଗା ରେ ୫୫୦

ଭାରତରେ ପାନାସୋନିକ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ, ଏଲୁଗା ରେ ୫୫୦ର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟି ୫.୭୦ ସ୍କ୍ରିନ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧.୩ ଜିଏଚଜେଡ କ୍ୱାଡ-କୋର ମିଡିଆଟେକ ଏମଟି୬୭୩୭ଏଚ ପ୍ରୋସେସର ରହିଛି । ଏହି ସ୍ମାର୍ଟଫୋନଟିରେ ୩ଜିବିର ରାମ ରହିଥିବା…

ହୋଣ୍ଡା ଗ୍ରାଜିଆର ବିକ୍ରି ୫ମାସରେ ୧,୦୦,୦୦ ୟୁନିଟ ଟପିଲା

ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହାର ୧୨୫ ସିସି ସ୍କୁଟର ହୋଣ୍ଡା ଗ୍ରାଜିଆ ୫ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ ବିକ୍ରି ହୋଇସାରିଲାଣି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ହୋଣ୍ଡା ଗ୍ରାଜିଆ ୮ ନଭେମ୍ବର ୨୦୧୭ରେ ଶୁଭାରମ୍ଭ…

ନୂଆ ହୋଣ୍ଡା ଆମେଜର ବୁକିିଂ ଆରମ୍ଭ

ହୋଣ୍ଡା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରେଲ ୬ରୁ ହୋଣ୍ଡା ଏହାର ନିୟୁ ଆମେଜର ବୁକିଂ ଆରମ୍ଭ କରିବ । ଏହି କାର ପାଇଁ ବୁକିଂ ରାଶି ୨୧,୦୦୦ ଟଙ୍କା ରହିଥିବା ବେଳେ କମ୍ପାନୀ ପକ୍ଷରୁ ମଧ୍ୟାନରେ ଏହାର େଓøପଚାରିକ ଶୁଭାରମ୍ଭ କରାଯିବ । ୨୦୧୮ ଅଟୋ ଏକ୍ସପୋ ସମୟରେ କମ୍ପାନୀ ଏହାର ନିୟୁ…

ମୋବିକ୍ୱକ ମାଧ୍ୟମରେ ଏବେ ପୈଠ କରିହେବ ବିଦ୍ୟୁତ ବିଲ

ଭାରତର ଅଗ୍ରଣୀ ଡିଜିଟାଲ ଫିନାନ୍ସିଆଲ ସେବା ପ୍ଲାଟଫର୍ମ ମୋବିକ୍ୱିକ ପକ୍ଷରୁ ଓଡିଶାରେ ନେସକୋ, ସାଉଥକୋ ଏବଂ ୱେସକୋ ସହିତ ସହବନ୍ଧିତ ହୋଇଛି । ଯାହାକି ସୁବିଧାରେ ବିଲ୍ ପଇଠ ଏବଂ ଡ଼ିଜିଟାଇଜଡ଼୍ କରିବାରେ ସହାୟକ ହୋଇପାରିବ । ଏହି ସହବନ୍ଧିତା ଦ୍ୱାରା ପାଖାପାଖି ୭୭ ଲକ୍ଷ ବ୍ୟବହାରକାରୀ ଉପକୃତ…

ଜିପ କମ୍ପାସ ୪x୪ ଏବେ ଆକର୍ଷଣୀୟ ଅଫରରେ ଉପଲବ୍ଧ

ଭାରତରେ ପ୍ରଥମଥର ପାଇଁ, ଫିଏଟ କ୍ରିସଲର ଅଟୋମୋବାଇଲ ପକ୍ଷରୁ ଗ୍ରାହକଙ୍କୁ ଖୁସି କରାଇବା ପାଇଁ ‘ଜିପ ୪x୪ ମାସର’ ଘୋଷଣା କରାଇଛି । ଏହି ଜିପ ୪x୪ ମାସ କାର୍ଯ୍ୟକ୍ରମଟି ୪ ଏପ୍ରେଲ ରୁ ଆରମ୍ଭ ହୋଇ ୩୦ ଏପ୍ରେଲ ମଧ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ନୂତନ ଗ୍ରାହକମାନେ…

ଭାରତରେ ୩ଟି ନୂତନ ନୋକିଆ ସ୍ମାର୍ଟଫୋନର ଶୁଭାରମ୍ଭ

ଭୁବନେଶ୍ୱର – ଏଚଏମଡି ଗ୍ଲୋବାଲର ଘରୋଇ ବ୍ରାଣ୍ଡ ନୋକିଆ ଫୋନ୍ ପକ୍ଷରୁ ଭାରତୀୟ ବଜାରରେ ନୋକିଆ ୮ ସିରୋକ୍କୋ, ନୋକିଆ ୭ ପ୍ଲସ ଏବଂ ନୂତନ ନୋକିଆ୬ର ଶୁଭାରମ୍ଭ କରାଯାଇଛି । ଏହି ସବୁ ପୁରଷ୍କାର ବିଜେତା ନୂତନ ଆଣ୍ଡ୍ରଏଡ ୱାନ୍ ନୋକିଆ ସ୍ମାର୍ଟଫୋନ୍ ଗୁଡ଼ିକ ଚଳିତ ବର୍ଷ ଫେବୃଆରୀ ମାସରେ ମୋବାଇଲ…

ଭାରତରେ ମେଇଜୁ ପ୍ରୋ ୭ର ଶୁଭାରମ୍ଭ

ଚାଇନିଜ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ମେଇଜୁ ଭାରତରେ ଏହାର ଡୁଆଲ ଡିସପ୍ଲେ ବିଶିଷ୍ଟ ସ୍ମାର୍ଟଫୋନ “ପ୍ରୋ୭”ର ଶୁଭାରମ୍ଭ କରାଇଛି । ସେଥିପାଇଁ କମ୍ପାନୀ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ଏହାର ସୂଚନା ଦେଇଛି । ଏହି ମେଇଜୁ ପ୍ରୋ ୭ ସ୍ମାର୍ଟଫୋନଟି ସ୍ୱତନ୍ତ୍ର ଭାବରେ ଆମାଜନ ଇଣ୍ଡିଆରେ…

ଭାରତରେ ଭିଭୋ ଭି୯ର ବିକ୍ରି ଆରମ୍ଭ

ଏପ୍ରେଲ ୨ରୁ ଭାରତରେ ଅଫଲାଇନ ଷ୍ଟୋରମାନଙ୍କର ଭିଭୋ ଭି୯ ବିକ୍ରି ଆରମ୍ଭ ହୋଇଯାଇଥିବା ବେଳେ ଏପ୍ରେଲ ୫ରୁ ଆମାଜନ, ଫ୍ଲିପକାର୍ଟ, ପେଟିଏମ, ଏବଂ ଭିଭୋ ଇ-ଷ୍ଟୋରମାନଙ୍କରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୨୨,୯୯୦ ରହିଥିବା ବେଳେ ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଆଭ୍ୟନ୍ତରୀଣ ମେମୋରୀ ରହିଛି ।…

ଭାରତରେ ଶୁଭାରମ୍ଭ ହେଲା ଲାଭା ଜେଡ୯୧

ଯୁବ ସମୟ - “ଜେଡ ସୃଙ୍ଖଳ”ର ସଂପ୍ରସାରଣକୁ ଆଖିରେ ରଖି, ଘରୋଇ ହ୍ୟାଣ୍ଡସେଟ ଉତ୍ପାଦନକାରୀ ସଂସ୍ଥା ଲାଭା ପକ୍ଷରୁ ଏହାର “ଜେଡ ୯୧”ର ଶୁଭାରମ୍ଭ କରାଯାଇଛି, ଯାହାରକି ମୂଲ୍ୟ ରହିଛି ୯,୯୯୯ ଟଙ୍କା ଏହି ଫୋନଟିରେ ୧୮:୯ ୱାଇଡ-ସ୍କ୍ରିନ ଡିସପ୍ଲେ ଏବଂ ଗ୍ଲାସ ଫିନିସ ରହିଥିବା ବେଳେ ଏହି…