Browsing Category

ପ୍ରଯୁକ୍ତି

ଶୁଭାରମ୍ଭ ହେଲା ଭିଭୋ V9 ୟୁଥ

ଭିଭୋ ପକ୍ଷରୁ ଏହାର ଭି ସୃଙ୍ଖଳର ନୂତନ ସ୍ମାର୍ଟଫୋନ ଭି୯ ୟୁଥର ଶୁଭାରମ୍ଭ କରାଯାଇଛି । କମ୍ପାନୀ ଭି ୯ ସ୍ମାର୍ଟଫୋନର ବଢୁଥିବା ଚାହିଦକୁ ଦୃଷ୍ଟିରେ ରଖି ଏହାର ନୂଆ ଭ୍ୟାରିଏଣ୍ଟ ଭିଭୋ ଭି୯ ୟୁଥର ଶୁଭାରମ୍ଭ କରାଇବା ସହ ଏହାର ଭି ସୃଙ୍ଖଳ।ରେ ମଧ୍ୟ ସଂପ୍ରାସରଣ କରାଇଛି । ଏହି ସ୍ମାର୍ଟଫୋନଟିରେ…

କିର୍ଲୋସ୍କର ପକ୍ଷରୁ ମେଗା ଟି ପାୱାର ଟିଲରର ନିର୍ମାଣ

ଅଗ୍ରଣୀ କୃଷିଯନ୍ତ୍ର ନିର୍ମାଣକାରୀ କମ୍ପାନୀ କିର୍ଲୋସ୍କର ଦେଶର ଛୋଟ କୃଷକମାନଙ୍କୁ ଧ୍ୟାନରେ ରଖି ମେଗା ଟି ପାୱାର ଟିଲର ନିର୍ମାଣ କରିଛି । କିର୍ଲୋସ୍କର ଏହାର କେଏମ୍ଡବ୍ଲ୍ୟୁ ଉତ୍ପାଦ ଯଥା ମେଗା ଟି ୧୫, ମେଗା ଟି ୧୨, ମେଗା ଟି ୫, ମେଗା ଟି ୮ ଆଦି ସମ୍ପୂର୍ଣ୍ଣ ରେଞ୍ଜ ଦ୍ୱାରା ଛୋଟ…

ଅନ୍ଧାରରେ ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ନାହିଁ

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିନ୍ତୁ ଆମମାନଙ୍କ ମଧ୍ୟରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ଅନ୍ଧାରରେ ବହୁସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ୱାରା ଆମ ଆଖି ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ…

ନୂଆ ସୋନୀ ହେଡଫୋନ ଓ ସ୍ପିକର ସମ୍ପ୍ରସାରଣ

ସୋନୀ ଇଣ୍ଡିଆ ପକ୍ଷରୁ ଏହାର ଅଡିଓ ସେଗମେଣ୍ଟ ସମ୍ପ୍ରସାରଣ ସମ୍ପର୍କରେ ଘୋଷାଣା କରାଯାଇଛି । ସୋନୀ ପକ୍ଷରୁ ୨୦୧୮ ପାଇଁ ଏହାର ଲାଇନ-ଅଫ ଅନ୍ତର୍ଗତ ହେଡଫୋନ ଏବଂ ଏକ୍ସଟ୍ରାବାସ ୱେୟାରଲେସ ସ୍ପିକରର ବଜାରରେ ପ୍ରବେଶ କରାଯାଇଛି । ଏହି ହେଡଫୋନ ସିରିଡ ପ୍ରିମିୟମ ବର୍ଗରେ ଡିଜାଇନ କରାଯାଇଥିବା…

ପାନାସୋନିକ P101ର ଶୁଭାରମ୍ଭ

ପାନାସୋନିକ ପକ୍ଷରୁ ଏହାର ବ୍ୟୟସାପେକ୍ଷ ସ୍ମାର୍ଟଫୋନ ପାନାସୋନିକ P101ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟୟସାପେକ୍ଷ ସ୍ମାର୍ଟଫୋନଟିରେ ୫.୪୫ଇଞ୍ଚର ବିଗ ଭିୟୁ ଆଇପିଏସ ଡିସପ୍ଲେ ଥିବା ସହ ୨.୫ଡିର କର୍ଭଡ ସ୍କ୍ରିନ ମଧ୍ୟ ରହିଛି । ଏହି ଡୁଆଲ ସିମ ବିଶିଷ୍ଟ ସ୍ମାର୍ଟଫୋନଟିର ପଛ ଭାଗରେ ୮ ଏମପିର…

ଭାରତରେ ଶୁଭାରମ୍ଭ ହେଲା ସାମସଙ୍ଗ ଗ୍ୟାଲେକ୍ସି ଜେ୭ ଡୁଓ

ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ସ୍ମାର୍ଟଫୋନ ଗ୍ୟାଲେକ୍ସି ଜେ୭ ଡୁଓର ଶୁଭାରମ୍ଭ କରାଯାଇଛି ।  ଗ୍ୟାଲେକ୍ସି ୭ ହେଉଛି ଭାରତରେ ସବୁଠାରୁ ଅଧିକ  ବିକ୍ରି ହେଉଥିବା ସ୍ମାର୍ଟଫୋନ । କମ୍ପାନୀ ଏହି ଗ୍ୟାଲେକ୍ସି ଜେ୭ ଡୁଓକୁ ଶୁଭାରମ୍ଭ କରାଇ ଏହାର ସୃଙ୍ଖଳାରେ ସଂପ୍ରସାରଣ କରାଇଛି । ଏହି…

ଭାରତୀୟ ବଜାରରେ ପ୍ରବେଶ କଲା ଇଣ୍ଟେକ୍ସ ଉଦୟ

ଇଣ୍ଟେକ୍ସ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ଇଣ୍ଟେକ୍ସ ଉଦୟର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିରେ ୫.୨୦ ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ ରହିଛି ଯାହାରକି ସ୍କ୍ରିନ ରିଜୋଲ୍ୟୁସନ ୭୨୦ ପିକ୍ସେଲ ବାଇ ୧୨୮୦ ପିକ୍ସେଲ ବିଶିଷ୍ଟ । ଏହି ଇଣ୍ଟେକ୍ସ ଉଦୟରେ ୧.୩ଜିଏଚଜେଡ କ୍ୱାଡ-କୋର ମିଡିଆଟେକ…

ସୋନୀର ଅତ୍ୟାଧୁନିକ କ୍ୟାମେରା ଏ୭୩ର ଶୁଭାରମ୍ଭ

ଭାରତରେ ସୋନୀ ପକ୍ଷରୁ ଏହାର ଅତ୍ୟାଧୁନିକ ଫୁଲ-ଫ୍ରେମ ମିରରଲେସ କ୍ୟାମେରା ଏ୭୩ର ଶୁଭାରମ୍ଭ କରାଯାଇଛି । ଏହା ବିବାହ ଫଟୋଗ୍ରାଫି ଏବଂ ଅନ୍ୟାନ୍ୟ ପେଶାଦାର ଫଟୋଗ୍ରାଫରଙ୍କ ପାଇଁ ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ସୋନିର ଅତୁଳନୀୟ ନବୀନତମ ଉତ୍ପାଦ ଏ୭୩ରେ ଇମେଜ ସେନସର ସ୍ପେଶ, ୨୪.୨ ଏମପି…

ମାରୁତି ସୁଜୁକିର ନୂଆ ଏର୍ଟିଗା

ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବାକୁ ଯାଉଛି ମାରୁତି ସୁଜୁକିର ନୂତନ ଏର୍ଟିଗା । ଇଣ୍ଡୋନେସିଆରେ ମୋଟର ଶୋ ଏପ୍ରିଲ ୧୯ ତାରିଖରେ ଜାକର୍ତ୍ତାଠାରେ ହେବାକୁ ଯାଉଥିବା ବେଳେ ଏହି ସେକେଣ୍ଡ ଜେନେରେସନ ଏର୍ଟିଗା ଏମପିଭିକୁ ପ୍ରଦର୍ଶିତ କରାଯିବ । ପ୍ରଥମେ ଏହି କାରଟି ଇଣ୍ଡୋନେସିଆରେ ବିକ୍ରି ପାଇଁ…

ଏମ-ଟେକର ନୂତନ ୪ଜି ଭୋଲଟି ସ୍ମାର୍ଟଫୋନର ଶୁଭାରମ୍ଭ

ଘରୋଇ ହ୍ୟାଣ୍ଡସେଟ-ନିର୍ମାତା କମ୍ପାନୀ ଏମ-ଟେକ ପକ୍ଷରୁ ଏହାର ନୂତନ ୪ଜି ଭୋଲଟି ସ୍ମାର୍ଟଫୋନ ଏରୋସ ସ୍ମାର୍ଟର ଶୁଭାରମ୍ଭ କରାଯାଇଛି । ଏହି ଡୁଆଲ ସିମ ଡିଭାଇସଟି ୫-ଇଞ୍ଚ ସ୍କ୍ରିନ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧ଜିବି ରାମ ଏବଂ ୮ଜିବି ରୋମ ରହିଛି, ଯାହାକି ଆବଶ୍ୟକ ମୁତାବକ ୩୨ଜିବି…