Browsing Category
ଜୀବନ ଚର୍ଯ୍ୟା
ଘରେ ରଖନ୍ତୁ ଚାନ୍ଦିରୁ ପ୍ରସ୍ତୁତ ମୟୁର ପ୍ରତିମୂର୍ତି, ମିଳିବ ଶୁଭଫଳ
ଚାନ୍ଦିକୁ ଶୁଭ ଧାତୁ କୁହାଯାଏ।ଏହି ଧାତୁରେ ନିର୍ମିତ ବସ୍ତୁ ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୟୁର ମଧ୍ୟ ଦେବତାଙ୍କ ପ୍ରିୟ। ମା’ସରସ୍ୱତୀ,ଭଗବାନ ଶ୍ରୀକୃଷ୍ଣ,କାର୍ତ୍ତିକେୟ ଓ ଶ୍ରୀ ଗଣେଶଙ୍କ ଫଟୋରେ ପକ୍ଷୀଙ୍କ ଫଟୋ ରହିଥାଏ। ତେବେ ଜାଣନ୍ତୁ ଘରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା କି…
ମାତ୍ର ସପ୍ତାହ ଭିତରେ ଚେହେରାରୁ ଦୂର ହେବ ସନ ଟ୍ୟାନ, କରନ୍ତୁ ଏହି ଉପାୟ
ଗ୍ରୀଷ୍ମ ଋତୁରେ ସନଟ୍ୟାନ୍ ହେବା ଏକ ଏପରି ସମସ୍ୟା, ଯାହା ଆପଣଙ୍କ ଚେହେରାର ସମସ୍ତ ସୁନ୍ଦରତା ଛଡାଇ ନେଇଥାଏ । ଏହାଦ୍ୱାରା କେବଳ ଆପଣଙ୍କ ସ୍କିନ୍ କଲର୍ ଡାର୍କ ହୋଇନଥାଏ ବରଂ ଏଥିରେ ବ୍ରଣ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସ୍କିନ୍ ସମସ୍ୟାକୁ ଦୁର କରିବା ପାଇଁ ଟ୍ୟାନକୁ ହଟାଇବା ସବୁଠାରୁ…
ଚିନିର ବିକଳ୍ପ ଚାହୁଁଛନ୍ତି କି? ତେବେ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଇମ୍ୟୁନିଟି ବଢ଼ିବା ସହ ନିୟନ୍ତ୍ରଣରେ ରହିବ…
ମେଦବହୁଳତା ଶରୀରର ସୌନ୍ଦର୍ଯ୍ୟ ଖରାପ କରିବା ସହିତ ରୋଗକୁ ଆମନ୍ତ୍ରଣ କରିଥାଏ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ସହିତ ଟାଇପ୍-୨ ମଧୁମେହ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଥାଏ ।…
ଆପଲ ଜୁସ ପିିଇବା ଶରୀର ପାଇଁ କେତେ ଉପକାରୀ, ଜାଣନ୍ତୁ
ଆପଲ୍ ହେଉଛି ସ୍ୱାସ୍ଥ୍ୟର ଭଣ୍ଡାର । କୁହାଯାଏ ଦିନକୁ ଗୋଟିଏ ଆପଲ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଯଦି ଆପଣ ଆପଲ୍ ଖାଇବାକୁ ଚାହୁଁନାହାଁନ୍ତି, ତେବେ ଖାଦ୍ୟରେ ଏହାର ଜୁସ୍ ଅନ୍ତର୍ଭୁକ୍ତ କରିପାରିବେ । ଆପଲ୍ ଚୋପା ସହିତ ଏହାର ରସ ପିଇବା ଦ୍ୱାରା ଶରୀରରେ କୌଣସି ପୋଷକ…
କରୋନାରୁ ଠିକ ହେବା ପରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହିସବୁ ଖାଦ୍ୟ ହୋଇଥାଏ ବେଶ ଲାଭକାରୀ, ଡାଏଟରେ ନିଶ୍ଚୟ କରନ୍ତୁ…
କରୋନା ଭାଇରସ୍ ଲୋକଙ୍କ ଫୁସଫୁସକୁ ଆକ୍ରମଣ କରି ତାର କାର୍ଯ୍ୟକ୍ଷମତାକୁ କମ୍ କରୁଛି । ତେଣୁ, ଏଥିରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଫୁସଫୁସର ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଉଛି । ଏଥିପାଇଁ ଯୋଗ, ଶ୍ୱାସକ୍ରିୟା ବ୍ୟାୟାମ ଏବଂ ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ…
ସ୍କିନରେ ଚମକ ଆଣିଥାଏ ଏକ୍ସଫୋଲିଏସନ, ଏଥିପାଇଁ କରିପାରିବେ ଏହି ଘରୋଇ ଉପାୟ
ଆମର ଦୈନନ୍ଦିନ କାର୍ଯ୍ୟ ଶୈଳୀ, ପ୍ରଦୂଷଣ ଏବଂ ଅନ୍ୟାନ୍ୟ ପରିବେଶ ଜନିତ ସମସ୍ୟା ଆମ ସ୍କିନର ପୋରସଗୁଡ଼ିକୁ ପ୍ଲଗ୍ କରି ସ୍କିନର ପ୍ରାକୃତିକ ଉଜ୍ଜ୍ୱଳତା ଛଡ଼ାଇନେଇଥାନ୍ତି | ଅବରୋଧିତ ପୋରସ୍ ସହିତ ମୁକାବିଲା କରିବା, ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ଏବଂ ଏକ ପୁନଃ ଜୀବିତ ରୂପ ପାଇବା…
ଦେଶରେ ସଂକ୍ରମଣ ପୁଣି ଉପରମୁହାଁ: ଗତ ୨୪ ଘଣ୍ଟାରେ ୪୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୫୦୭ ମୃତ
ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୭ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ…
କାକୁଡ଼ି ଖାଇବା ପରେ ପାଣି ପିଇବାକୁ କାହିଁକି କରାଯାଏ ବାରଣ, ଜାଣନ୍ତୁ
ଗ୍ରୀଷ୍ମ ଋତୁରେ କାକୁଡି ଅତ୍ୟନ୍ତ ସୁସ୍ଥ ଖାଦ୍ୟ, ଏହା ଶରୀରରେ ଜଳ ଅଭାବକୁ ପୂରଣ କରିଥାଏ । ଏହା ବ୍ୟତୀତ କାକୁଡି ପେଟର ଉତ୍ତାପକୁ ଦୂର କରିବାରେ ମଧ୍ୟ ଖୁବ୍ ପ୍ରଭାବଶାଳୀ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଖାଦ୍ୟର ଏକ ଅଂଶ କରିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । କାକୁଡିରେ ଥିବା…
କଣ ଆପଣଙ୍କର କ୍ୟାଲସିୟମର ଅଭାବ ରହିଛି ? ତେବେ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ମିଳିବ ଆହୁରି ଅନେକ ଫାଇଦା
୩୦ ପରେ, ଅନେକ ମହିଳା କ୍ୟାଲସିୟମ୍ ଅଭାବର ସମ୍ମୁଖୀନ ହୋଇଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଆମର ହାଡ ଏବଂ ଦାନ୍ତରେ ୯୯ ପ୍ରତିଶତ କ୍ୟାଲସିୟମ ରହିଥାଏ। ଏହାର ଅଭାବରୁ ଦାନ୍ତ ଏବଂ ହାଡ ଦୁର୍ବଳ ହୋଇଥାଏ । ଏହା ସହିତ, ମାଂସପେଶୀ ଏବଂ ହାଡ ଯନ୍ତ୍ରଣା, ପିରିୟଡରେ ଅସୁବିଧା, ସ୍ମୃତି ଶକ୍ତି କମ୍…
ଶରୀର ପାଇଁ କାହିଁକି ଜରୁରୀ ହୋଇଥାଏ ଓମେଗା-୩ ଫେଟି ଏସିଡ: ଜାଣନ୍ତୁ ଏହା ଅଭାବରେ କଣ ହୋଇପାରେ ସମସ୍ୟା
ଶରୀରକୁ ସୁସ୍ଥ ରଖିବାକୁ ଓମେଗା-୩ ଫେଟି ଏସିଡ ବହୁତ ଜରୁରୀ। ଓମେଗା-୩ ଫେଟି ଏସିଡ ହାର୍ଟ, କ୍ୟାନ୍ସର ସେଲ୍ସକୁ ରୋକିବା ଏବଂ କଗନିଟିଭ ଫଙ୍କସନ ପାଇଁ ଜରୁରୀ। ସେଥିପାଇଁ ନିଜ ଡାଏଟରେ ଓମେଗା-୩ ଫେଟି ଏସିଡ ସାମିଲ କରିବା ଉଚିତ। ଶରୀର ପାଇଁ ଜରୁରୀ ପୋଷାକ ତତ୍ତ୍ୱରେ ଓମେଗା-୩ ଫେଟି ଏସିଡ ମଧ୍ୟ…