Browsing Category

ଜୀବନ ଚର୍ଯ୍ୟା

ମଶା ଦାଉରୁ ରକ୍ଷା କରିବା ସହିତ ଘରୁ ଦୂଷିତ ବାୟୁ ଦୂର କରିଥାଏ ଏହି ସବୁ ଗଛ, ଘରେ ନିଶ୍ଚୟ ଲଗାନ୍ତୁ

ଗଛଲତା ଆମ ପାଇଁ କେତେ ଆବଶ୍ୟକ ତାହା କହିବା ଆବଶ୍ୟକତା ନାହିଁ । ଆପଣଙ୍କ ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି । ତେବେ ଆପଣଙ୍କ ଘର ପାଇଁ କେଉଁ ଗଛଲତା କେତେ ଆବଶ୍ୟକ ତାହା ନିଶ୍ଚୟ ଜାଣିବା ଦରକାର। ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ, ଏଥିପାଇଁ ସ୍ଥାନ ନାହିଁ…

କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ଆପଣଙ୍କ ରାଶିଫଳ

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ତାଙ୍କର ସହଯୋଗ ପାଇବେ। ପୁରାତନ ବିବାଦ ଓ ଜମିଜମା ବିବାଦର ସମାଧାନ ଏବଂ ପରିବାରରେ ହସଖୁସିର ପରିବେଶ…

କେମିତି ଦୂର କରିବେ ଆପଣଙ୍କ ପିଲାଙ୍କ ଚିଡଚିଡାପଣ

ଯଦି ଆପଣଙ୍କ ପିଲା କୌଣସି କାରଣ ବିନା ଚିଡଚିଡ ହେଉଛନ୍ତି କିମ୍ବା ଛୋଟ ଛୋଟ କଥାରେ ରାଗୁଛନ୍ତି ତେବେ ସେମାନଙ୍କ ବ୍ୟବହାର ପ୍ରତି ସାବଧାନ ହୁଅନ୍ତୁ । କାରଣ ସେମାନଙ୍କୁ ଆପଣ ଅଧିକ ସମୟର ଦେବାର ଆବଶ୍ୟକତା ରହିଛି ବୋଲି ଜାଣିନିଅନ୍ତୁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଉଭୟ ମାତାପିତା…

ଚାଉଳ ପାଣିର ବ୍ୟବହାରରେ ଚମକିବ ଆପଣଙ୍କ ଚେହେରା

ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । ଚାଉଳର ଏହି ଧୁଆ ପାଣି ସମସ୍ତଙ୍କ ପାଇଁ କେତେ ହିତକାରୀ ତାହା କେହି ଜାଣିନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ…

ଏହି ରାଶିର ବ୍ୟକ୍ତି ସ୍ୱଭାବରେ ହୋଇଥାନ୍ତି ଅଧିକ ଖର୍ଚ୍ଚି, ଜାଣନ୍ତୁ କିଏ ସେମାନେ

ଜ୍ୟୋତିଷଙ୍କ ଶାସ୍ତ୍ରରେ ୧୨ ଟି ରାଶି ରହିଛି । ଏହି ସମସ୍ତ ରାଶି ଗୁଡିକ ଭିନ୍ନ ସ୍ୱଭାବ ହୋଇଥାନ୍ତି । ବାସ୍ତବରେ ଏହି ସମସ୍ତ ରାଶିର ସ୍ବାମୀ ୯ଟି ଗ୍ରହ ଦ୍ୱାରା ପରିଚାଳିତ ଏବଂ ଗ୍ରହମାନଙ୍କର ପ୍ରଭାବ ଏହି ରାଶି ଉପରେ ଦେଖାଯାଏ । ଏପରି ପରିସ୍ଥିତିରେ, ପ୍ରତ୍ୟେକ ବ୍ୟକ୍ତିର ପ୍ରକୃତି,…

ଶନିବାର ଦିନ କଦାପି କରନ୍ତୁ ନାହିଁ ଏହି କାମ, ନଚେତ ହୋଇପାରେ ଆପଣଙ୍କ ବଡ କ୍ଷତି

ଧର୍ମ-ପୁରାଣ, ଜ୍ୟୋତିଷ, ବାସ୍ତୁ ଇତ୍ୟାଦିରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ସଠିକ୍ ଉପାୟ ଏବଂ ସମୟ କୁହାଯାଇଛି । ଏହା ସହିତ ସେମାନଙ୍କ ପଛରେ ଥିବା କାରଣ ମଧ୍ୟ କୁହାଯାଇଛି। ଯଦି ଜଣେ ବ୍ୟକ୍ତି ଏହି ଜିନିଷଗୁଡିକର ପାଳନ କରେ ନାହିଁ ତେବେ ତାଙ୍କୁ କ୍ଷତି ସହିବାକୁ ପଡିବ । ଶନିବାରର ଦେବତା…

ଖାଦ୍ୟର ଟେଷ୍ଟ ବଢ଼ାଇବା ସହ କଞ୍ଚାଲଙ୍କାରୁ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ

ଭୋଜନକୁ ମସଲାଯୁକ୍ତ କରିବା ପାଇଁ କଞ୍ଚା ଲଙ୍କା ଅତ୍ୟନ୍ତ ଲାଭଦାୟକ । ଏହା ବ୍ୟତୀତ, ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ନାଲି ଚିଲି ପାଉଡର ବଦଳରେ ଖାଦ୍ୟରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ । ଅନେକ ଲୋକ ଏହାକୁ ସାଲାଡ ସହିତ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । କଞ୍ଚା…

ଶରୀରରୁ ରକ୍ତର ଅଭାବ ଦୂର କରିଥାଏ ଏହି ସୁପର ଫୁଡ, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ

ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ଶରୀରରେ…

ତ୍ୱଚା ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇଥାଏ ରୋଟି, ଜାଣନ୍ତୁ ଏହାର ଉପକାରିତା

ରୁଟିରେ ଭିଟାମିନ୍ସ, ମିନେରାଲ୍ସ, କ୍ୟାଲସିୟମ, ଫସଫୋରସ, ମ୍ୟାଗ୍ନେଶିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ରୁଟି ସାମିଲ କଲେ ଶରୀରକୁ…

ପାଚିଲା କଦଳୀକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସରଳ ଉପାୟ

କଦଳୀ ଏପରି ଏକ ଫଳ ଯାହାକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି । ଫଳ ହେଉ କିମ୍ବା ପନିପରିବା ଲୋକମାନେ କିଣିଲା ବେଳେ ବହୁମାତ୍ରାରେ କଦଳୀକୁ କିଣି ଆଣିଥାନ୍ତି । କାହିଁକି ନା କଦଳୀ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ଏହା ଖାଇବା ଦ୍ବାରା ଶରୀରକୁ ଆଇରନ୍ ମିଳିଥାଏ । କିନ୍ତୁ ସାଧାରଣତଃ ଘରେ କଦଳୀ…