Browsing Category

ଜୀବନ ଚର୍ଯ୍ୟା

ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣରେ ଭରପୂର ଭୃସଙ୍ଗ ପତ୍ର, ଜାଣନ୍ତୁ ବ୍ୟବହାର

ବିଭିନ୍ନ ଖାଦ୍ୟର ସ୍ୱାଦ ବଢାଇବା ସହ କିଛି ଏପରି ସ୍ୱତନ୍ତ୍ର ଖାଦ୍ୟ ରହିଛି ଯେଉଁଥିରେ ଭୁସଙ୍ଗପତ୍ର ବ୍ୟବହାର ନିତାନ୍ତ ଜରୁରୀ। ମାତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ଖୁବ ଉପକାରୀ। ଭୁସଙ୍ଗପତ୍ରରେ ଫାଇବର ପ୍ରଚୁର ପରିମାଣରେ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି…

ଉପହାର ଦେବା ଓ ନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ

ଅନେକ ପୂଜାପର୍ବାଣି ହେଉ କିମ୍ବା କୌଣସି ଉତ୍ସବ ଓ ଜନ୍ମ ଦିନରେ ସାଧାରଣତଃ ଉପହାର ଦିଆଯାଇଥାଏ। ତେବେ ପରସ୍ପରକୁ ଉପହାର ଦେବା ଓ ନେବା ପୂର୍ବରୁ କିଛି ଜିନିଷ ବିଷୟରେ ଜାଣି ରଖିବା ଉଚିତ। ଉପହାର ନେବା ଓ ଦେବା ସମୟରେ ଖୁବ ଖୁସି ଅନୁଭବ ହୋଇଥାଏ। ମାତ୍ର ଏପରି କିଛି ଜିନିଷ ରହିଛି ଯାହାକୁ…

କମ୍ପ୍ୟୁଟର ସାମ୍ନାରେ ଅଧିକାଂଶ ସମୟ ବସି କାମ କରୁଥିଲେ ଏହି ଜିନିଷ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ

ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ। ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ… – ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, ଆଖି କୁଣ୍ଡାଇହେବା, ବେଳେବେଳେ…

ଗୁଡ ଖାଉଛନ୍ତି କି, ଜାଣନ୍ତୁ କଣ ମିଳିବ ଏହାର ଫାଇବା

ବହୁ ଲୋକେ ବର୍ତ୍ତମାନ ଚିନି ପରିବର୍ତ୍ତେ ଗୁଡ ଖାଇବାକୁ ପସନ୍ଦ କରୁଛନ୍ତି । ଏହା ଆଇରନର ଉତ୍ତମ ସ୍ରୋତ ହେବା ସହିତ ଶରୀରରେ ବିଭିନ୍ନ ପ୍ରକାରର ରୋଗ ନିବାରଣ କରିବା ପାଇଁ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ଗୁଡ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ. .. ୧. ଗୁଡ ଖାଇବା ଦ୍ୱାରା…

ଏହି ମନ୍‌ସୁନ୍‌ରେ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପିଅନ୍ତୁ ଏହି ୪ ପ୍ରକାର ଚା’, ମିଳିବ ଫାଇଦା

ବର୍ତ୍ତମାନ ବର୍ଷା ଋତୁ । ହଠାତ୍‌ ଗରମ୍‌ ବା ବର୍ଷ ଯୋଗୁଁ ସମସ୍ତଙ୍କର ସ୍ବାସ୍ଥ୍ୟ ବିଗିଡି ଯାଏ । ଏହି ମନସୁନ୍‌ ତଥା ମୌସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । କିନ୍ତୁ ବର୍ଷା ଋତୁରେ ଲୋକମାନେ ବାର ବାର ଚା ପିଇବା ପାଇଁ ସୁଯୋଗ ଖୋଜନ୍ତି । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା…

ଜାଣନ୍ତୁ କିପରି କରିବେ ଆୟୁର୍ବେଦ ଉପାୟରେ ଥାଇରଏଡ ଉପଚାର

ବର୍ତ୍ତମାନ ଥାଇରଏଡର ସମସ୍ୟା ଖୁବ ବଢିଯାଇଛି । ଏହା ଏପରି ଏକ ସମସ୍ୟା ଯାହା ଥରେ ହେବା ମାତ୍ରେ ତାହାକୁ ଦୂର କରିବା ପାଇଁ ଖୁବ କଷ୍ଟକର ହୋଇଥାଏ । ଏହା ଦ୍ୱାରା ଶରୀରରେ ବହୁ ସମସ୍ୟା ଦେଖାଯାଇଥାଏ ଏବଂ ଏଥି ପାଇଁ ପ୍ରତିଦିନ ମେଡିସିନ ମଧ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଘରେ ଉପଲବ୍ଧ ହେଉଥିବା…

ମାନସିକ ଚାପରୁ ମୁକ୍ତି ଦେଇଥାନ୍ତି ଏହିସବୁ ଖାଦ୍ୟ; ଶରୀରକୁ ମିଳେ ପ୍ରଚୁର ପୋଷକ ତତ୍ୱ

ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ। ମାନସିକ ସମସ୍ୟା ବଢ଼ିଲେ ମନସ୍ତତ୍ୱବିତ୍‌ଙ୍କ ପରାମର୍ଶ ନେବାକୁ ପଡ଼େ। ତେବେ ଘରୋଇ ପ୍ରଣାଳୀରେ ମାନସିକ ଚାପକୁ କେତେକାଂଶରେ କମ କରି ହେବ। ସାଧାରଣତଃ ଆମ ରୋଷେଇ ଘରେ ରହୁଥିବା କିଛି ଖାଦ୍ୟ ସାମଗ୍ରୀରେ ରହିଛି ଏମିତି…

କାଶ କିମ୍ବା ଗଳାର ସଂକ୍ରମଣରୁ କିପରି ପାଇବେ ମୁକ୍ତି, ଆପଣାନ୍ତୁ କିଛି ଘରୋଇ ଉତ୍ପାଦ

ବର୍ଷାଦିନେ ଗଳାର ସଂକ୍ରମଣର ସମସ୍ୟା ସହିତ କାଶ ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଏହି ସମସ୍ୟାର ସମାଧାନ କରିପାରିବେ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଉତ୍ପାଦ ବ୍ୟବହାର କରି ଆପଣ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇବେ . . .…

ଖାଲି ପେଟରେ ବାଦାମ ଖାଇବା କେତେ ସ୍ୱାସ୍ଥ୍ୟକର ? ଏଠାରେ ଜାଣନ୍ତୁ ସଠିକ ଉତ୍ତର

ବାଦାମ ଲୋକମାନେ ପ୍ରାୟତଃ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବସି ଖାଇବା ଏବଂ ଗପସପ କରିବାକୁ ପସନ୍ଦ କରନ୍ତି | ଶୀତଦିନେ ଏହାର ମଜା ଅଧିକ | ବାଦାମରେ ମିଳୁଥିବା ପୋଷକ ତତ୍ତ୍ଵ ଯଥା ପ୍ରୋଟିନ୍, ଫାଇବର, ଭିଟାମିନ୍ ଇ, ସୋଡିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କପର, ଆଇରନ, ମ୍ୟାଗ୍ନେସିୟମ୍,…

ସକାଳର ଜଳଖିଆ ବା ବ୍ରେକଫାଷ୍ଟ କାହିଁକି ଗୁରୁତ୍ୱପୂର୍ଣ୍ଣ

ସମସ୍ତେ ବ୍ରେକଫାଷ୍ଟ କରିଥାନ୍ତି କିନ୍ତୁ ବ୍ରେକଫାଷ୍ଟ କରିବା ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି । କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ କିମ୍ବା ବ୍ରେକଫାଷ୍ଟ ସ୍କିପ କରିଥାନ୍ତି । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି…