Browsing Category
ଖବର
କଳିଙ୍ଗ ଷ୍ଟାଡିୟମରେ ହେବ ଶିକ୍ଷକ ନିଯୁକ୍ତିର ଓରିଏନଟେସନ କାର୍ଯ୍ୟକ୍ରମ
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୬,୮୯୧କଳା, ବିଜ୍ଞାନ, ପିଇଟି ଏବଂ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏହାର ଓରିଏନଟେସନ କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଇଥିଲା । ଏଠାରେ ମୁଖ୍ୟ ମନ୍ତ୍ରୀ ନବନିଯୁକ୍ତ…
କେନ୍ଦ୍ରାପଡ଼ା ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ
କେନ୍ଦ୍ରାପଡ଼ା : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଠାରେ ପ୍ରଥମକରି ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ ଏକ ଫିଡବ୍ୟାକ ବା ଜନସମ୍ପର୍କ କାର୍ଯ୍ୟକ୍ରମ…
ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ଜେଲ ଦଣ୍ଡାଦେଶ
ଟାକ୍ସ ପେୟ ନକରିଥିବା ଅଭିଯୋଗରେ ଦେଷୀ ସାବ୍ୟସ୍ତ ହୋଇଥିବା ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ପାଇଁ ଜେଲ ଦଣ୍ଡାଦେଶ କରାଯାଇଛି । ସ୍ପେନର ଏକ କୋର୍ଟ ତାଙ୍କୁ ୨୪ ମିଲିୟନ ୟୁରୋ ଜୋରିମାନା ଦେବାକୁ ରାୟ ଦେଇଛନ୍ତି ।
୨୦୧୨ରୁ ୨୦୧୪ ମଧ୍ୟରେ ସେ କୌଣସି ଟିକସ ଦେଇନଥିବା ଅଭିଯୋଗ ହୋଇଛି । ସକୀରା…
୩୦୦ ବର୍ଷ ମଧ୍ୟରେ ଏଠାରୁ ମିଳିଲା ସବୁଠାରୁ ବଡ ଗୋଲାପୀ ହୀରା, ଜାଣନ୍ତୁ ଏହି ବିରଳ ହୀରା ବିଷୟରେ
ଆଫ୍ରିକୀୟ ଦେଶରେ ଅଙ୍ଗୋଲା ଖଣି ମାଲିକମାନେ ଗତ ୩୦୦ ବର୍ଷ ମଧ୍ୟରେ ସବୁଠୁ ବଡ ଗୋଲାପୀ ହୀରା ଆବିଷ୍କାର କରିଛନ୍ତି। ଏହି ଅତି ସ୍ୱତନ୍ତ୍ର ଗୋଲାପୀ ହୀରା ୧୭୦ କ୍ୟାରେଟ୍ ଅଟେ | ହୀରା ବିଶେଷଜ୍ଞମାନେ କହିଛନ୍ତି ଯେ ଗତ ୩୦୦ ବର୍ଷ ମଧ୍ୟରେ ଏହା ଆବିଷ୍କୃତ ହୋଇଥିବା ସର୍ବ ବୃହତ ଗୋଲାପୀ ହୀରା |…
ବିଜେପି ନେତା ସ୍ମୃତି ଇରାନୀଙ୍କ ଝିଅକୁ ନେଇ ହୋଇଥିବା ଟୁଇଟ ଡିଲିଟ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ
କେନ୍ଦ୍ର ବିଜେପି ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ହାଇକୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଜିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ୱାରା…
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ୨୦ ହଜାର ପାର୍
ଦେଶରେ ଲଗାତାର କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରୁଛି। ଦିନକରେ ଆଉ ୨୦ ହଜାର ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୧,୪୩,୯୮୮ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।…
ଇଣ୍ଡିଜକୁ ମାତ୍ ଦେବା ପାଇଁ ଭାରତୀୟ ଦଳକୁ ଗୁରୁମନ୍ତ୍ର ଦେଲେ ଦ୍ରାବିଡ
ଓପନର ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ ଇଣ୍ଡିଜକୁ ତା ନିଜ ମାଟିରେ ହରାଇବା ସେତେ ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜାଣିଛନ୍ତି । ତେଣୁ ଅଭ୍ୟାସ…
ଭାରତୀୟ ବାୟୁସେନା ପକ୍ଷରୁ ରିଟାୟର ହେବ ମିଗ-୨୧ ଫାଇଟର ପ୍ଲେନ
ଆଇଏଏଫ ଫାଇଟର ପ୍ଲେନର ଦୁଇ ଜଣ ପାଇଲଟର ମୃତ୍ୟୁ ପରେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ) ପକ୍ଷରୁ ମିଗ-୨୧ ବିସନ ଏୟାରକାର୍ଫ୍ଟକୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଟାୟର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଗୁରୁବାର ଦିନ ମିଗ-୨୧ ରାଜସ୍ଥାନରେ କ୍ରାସ ହେବା ପରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।…
ଫେସବୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ଚାରୋଟି ଭୁଲ , ନଚେତ୍ ଆପଣଙ୍କୁ ଯିବାକୁ ପଡ଼ିପାରେ ଜେଲ
ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି | ଏହାର ପ୍ରତ୍ୟେକ ପ୍ଲାଟଫର୍ମରେ, ଲୋକମାନେ ସେମାନଙ୍କର ଆକାଉଣ୍ଟ୍ ସୃଷ୍ଟି କରିବାରେ ସମୟ ଅତିବାହିତ କରନ୍ତି | ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ଫେସବୁକ୍ ପରି ଅନେକ ପ୍ଲାଟଫର୍ମ ଲୋକମାନଙ୍କ ମଧ୍ୟରେ ବହୁତ…
ଟେକ୍-ଅଫ୍ ବେଳେ ରନୱେରୁ ଖସି ପଙ୍କରେ ପଶିଗଲା ଇଣ୍ଡିଗୋର ବିମାନ
ଇଣ୍ଡିଗୋର ଏକ ବିମାନ ଆସାମର ଜୋରହାଟ୍ରେ ଟେକ୍-ଅଫ୍ କରିବା ବେଳେ ରନଓ୍ବେରେ ଖସି ଯାଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ଏହି ବିମାନଟି ଗୁରୁବାର ଜୋରହାଟରୁ କୋଲକାତା ଅଭିମୁଖେ ଉଡାଣ ଆରମ୍ଭ କରିବାର ଥିଲା। ତେବେ ରନୱେରେ ଖସି ଯାଇଥିବା କାରଣରୁ…