କଳିଙ୍ଗ ଷ୍ଟାଡିୟମରେ ହେବ ଶିକ୍ଷକ ନିଯୁକ୍ତିର ଓରିଏନଟେସନ କାର୍ଯ୍ୟକ୍ରମ


ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୬,୮୯୧କଳା, ବିଜ୍ଞାନ, ପିଇଟି ଏବଂ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏହାର ଓରିଏନଟେସନ କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଇଥିଲା । ଏଠାରେ ମୁଖ୍ୟ ମନ୍ତ୍ରୀ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।
ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ କହିଛନ୍ତି ଯେ, ରାଜ୍ୟରେ ବର୍ତତ୍ମାନ ୧୧,୮୦୦ ଶିକ୍ଷକ ନିଯୁକ୍ତି ପ୍ରକିୟା ଜାରି ରହିଛି । ଏହି କ୍ରମରେ ଆଜି ୬,୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।


Share It

Comments are closed.