Browsing Category

ଖବର

ଏବେ ସାର୍ବଜନୀନ ସ୍ଥାନରେ ମାସ୍କ ନପିନ୍ଧିଲେ କଟାଯିବ ଚାଲାଣ

ଦିଲ୍ଲୀରେ କରୋନାର ପ୍ରକୋପ ପୁଣିଥରେ ଦୃତ ଗତିରେ ବଢିବାରେ ଲାଗିଛି। ଗତ ୧୦ ଦିନ ଭିତରେ କରୋନା ସଂକ୍ରମିତ ୪୦ ଜଣ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଛି। ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କୁ ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟା ବେଳେ ବୁଧବାର ମଧ୍ୟ କରୋନାରେ ୮ ଜଣ ରୋଗୀଙ୍କର ମୃତ୍ୟୁ…

“ଉପରାଷ୍ଟ୍ରପତି ହେବାର ଇଚ୍ଛା” ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନୀତିଶ, କହିଲେ ବିଜେପି ଡାହା ମିଛ କହୁଛି

ବିହାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ୮ମ ଥର ପାଇଁ ଶପଥ ନେଇଛନ୍ତି ନୀତିଶ କୁମାର । ରାଷ୍ଟ୍ରୀୟ ଜନତା ଦଳ ସହ ମହାମେଣ୍ଟ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହେବାପରେ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ ପରେ ଟାର୍ଗେଟ୍‌ କରିଚାଲିଛନ୍ତି ଜେଡିୟୁ ସୁପ୍ରିମୋ । ବିଜେପି ସାଂସଦ ସୁଶୀଲ ମୋଦିଙ୍କ ବୟାନକୁ…

ବୁଷ୍ଟର ଡୋଜ ଭାବେ ଗ୍ରହଣ କରିହେବ କୋର୍ବିଭାକ୍ସ ଭାକ୍ସିନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ବାଓଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ ଟୀକା କୋର୍ବିଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ସ୍ୱିକୃତୀ ପ୍ରଦାନ କରାଯାଇଛି । ଏହି ଟୀକାକୁ ୧୮ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ । ବର୍ତ୍ତମାନ…

ଆଜି ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ ଗଜଦୀପ ଧନଖଡ

ଦେଶର ୧୪ତମ ଉପରାଷ୍ଟ୍ରପତିଭାବେ ଆଜି ଶ୍ରୀ ଜଗଦୀପ ଧନଖଡ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।ଜଗଦୀପ ଧନଖେଡେ ୫୨୮ଭୋଟ ପାଇ ବିଜୟି ହୋଇଥିବା ବେଳେ ମାର୍ଗେରେଟା ୧୮୨ ଖଣ୍ଡ ଭୋଟ ପାଇଥିଲେ ।

ସୁନ୍ଦରଗଡ଼ ଜିଲ୍ଲାରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’

ସୁନ୍ଦରଗଡ଼, ୧୦ ଅଗଷ୍ଟ ୨୦୨୨: ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ

ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର ଆରମ୍ଭ

ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ନିଶା ନେଉଥିବା ରୋଗୀଙ୍କ ପାଇଁ ଓଡ଼ିଶାରେ ଦୃଢ଼ ହେଲା ଚିକିତ୍ସା ବ୍ୟବସ୍ଥାଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ପାଇଁ ଆପତକାଳୀନ ସେବା ଏବଂ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ ସେବା ଉଦଘାଟିତ ଭୁବନେଶ୍ୱର, ୧୦/୮/୨୦୨୨: ରାଜ୍ୟରେ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ, ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି

ଦିଲ୍ଲୀରେ ଏକ ଜିମରେ ବ୍ୟାୟାମ କରିବା ସମୟରେ ଟିଭି ଜଗତର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ ହାର୍ଟ ଆଟାକର ଶିକାର ହୋଇଛନ୍ତି । ସେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ମାତ୍ର ୫୯ ବର୍ଷୟ ଏବଂ ଏହା ଶୁଣିବା ପରେ ତାଙ୍କର ବହୁ ଫ୍ୟାନ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ରାଜୁ…

ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୫୦୦ ରାକ୍ଷୀ ଏବଂ ୭୫ ତ୍ରିରଙ୍ଗା ପ୍ରସ୍ତୁତ କଲେ ବୃନ୍ଦାବନ ଆଶ୍ରମର ମହିଳା

ଉତ୍ତ୍ର ପ୍ରଦେଶର ବୃନ୍ଦାବନ ଆଶ୍ରମରେ ରହୁଥିବା ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୫୦୦ରା କ୍ଷୀ ଏବଂ ୭୫ଟି ତ୍ରିରଙ୍ଗା ପ୍ରସ୍ତୁତ କରି ପଠାଇଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସମ୍ପର୍କ କରାଯାଇଥିଲା । ଅନୁମତି ମିଳିବା ପରେ କିଛି ମହିଳା…

କେଭିଡ ପାଇଁ ବିଦ୍ୟାଳୟମାନଙ୍କରେ କଟକଣାର ସହିତ ପାଳନ ହେବ ସ୍ୱାଧିନତା ଦିବସ

କୋଭିଡ ପାଇଁ ସ୍ୱାଧିନତା ଦିବସରେ କଟକଣା ଲଗାଯାଇଛି । କାଲି ବିଦ୍ୟାଳୟରେ ବିଦ୍ୟାର୍ଥୀ ଯୋଗ ଦେବା ନେଇ ନିଷ୍ପତିକୁ ବାରଣ କରାଯାଇଥିବା ବେଳେ ଆଜି ଗଣଶିକ୍ଷାମନ୍ତ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପ୍ୟାରେଡରେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରାଯାଇଛି । ସେହିପରି ପ୍ରଦର୍ଶନୀ ପଡିଆରେ ମଧ୍ୟ…

କରୋନା ପରେ ଚୀନରେ ଚିହ୍ନଟ ହେଲା ନୂଆ ଭୂତାଣୁ ‘ଲେଙ୍ଗ୍ୟା ହେନିପାଭାଇରସ୍’, ଜାଣନ୍ତୁ କେତେ ବିପଜ୍ଜନକ?

ଚୀନ୍‌ର ୱୁହାନରୁ ଉତ୍ପନ୍ନ କରୋନା ଭୂତାଣୁ ସମଗ୍ର ବିଶ୍ୱରେ କଚିଥିଲା ତାଣ୍ଡବ । ଏବେ ବି କରୋନାର ପ୍ରକୋପ କମିନି । ଏବେ ବି ଏହି ବିପଜ୍ଜନକ ଭୂତାଣୁ କବଳରୁ ବିଶ୍ୱକୁ ମିଳିନି ମୁକ୍ତି । ଏହାରି ଭିତରେ ଦେଖଦେଇଛି ନୂଆ ଭାଇରସର ପ୍ରକୋପ । ଏହି ନୂତନ ଭୂତାଣୁର ନାମ ଜୁନୋଟିକ୍ ଲେଙ୍ଗ୍ୟା । ଅଗଷ୍ଟ…