Browsing Category

ଖବର

ଭଗବାନ ଶିବଙ୍କୁ ଶୁଦ୍ର ଏବଂ ଜଗନ୍ନାଥଙ୍କୁ ଆଦିବାସୀ କହି ବିବାଦରେ ଜେଏନୟୁ କୁଳପତି

ଜେଏନୟୁର କୁଳପତି ଶାନ୍ତିଶ୍ରୀ ଧୁଲିପଦି ପଣ୍ଡିତ ନିଜର ବିବଦାୟ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡିଛନ୍ତି । ସୋମବାର ଦିନ ଡକ୍ଟର ବି. ଆର ଆମ୍ବେଦକରଙ୍କ ବ୍ୟକ୍ତୃତା ସିରିଜରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଚିନ୍ତାଧାରା ଲିଙ୍ଗ ଜଷ୍ଟିସ -ୟୁନିଭର୍ମ ସିଭିଲ କୋଡ ଡିକୋଡିଂରେ ନିଜର…

ସଡକ ଦୁର୍ଘଟଣା ପାଇଁ କିଏ ଦାୟୀ, ସେ ସଂପର୍କରେ ଖଲାସା କଲେ ଗଡକାରୀ

ସଡ଼କ ଦୁର୍ଘଟଣା ଯୋଗୁଁ ଦେଶରେ ପ୍ରତିବର୍ଷ ଅନେକ ଲୋକ ପ୍ରାଣ ହରାନ୍ତି। ୨୦୨୦ ବର୍ଷ ବିଷୟରେ କହିବାକୁ ଗଲେ ସମୁଦାୟ ୩,୪୮,୨୭୯ ଲୋକ ଆହତ ହୋଇଛନ୍ତି। ସାରା ଦେଶରେ ୩,୬୬,୧୩୮ ସଡ଼କ ଦୁର୍ଘଟଣାରେ ୧,୩୧,୭୧୪ ଲୋକ ପ୍ରାଣ ହରାଇଛନ୍ତି। ଦ୍ରୁତ ଗତି ଓ ଭୁଲ ଡ୍ରାଇଭିଂ ବ୍ୟତୀତ, ଅନ୍ୟାନ୍ୟ ଅନେକ କାରଣ…

ପ୍ରଭୁ ଶ୍ରୀରାମଙ୍କ ଗୃହପ୍ରବେଶ ତାରିଖ ଧାର୍ଯ୍ୟ ! ଜାଣନ୍ତୁ କେବେ ବସିବେ ଗର୍ଭଗୃହରେ

ରାମନଗରୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଯୁଦ୍ଧସ୍ତରରେ ଚାଲିଛି । ପୂରା ଦେଶ ସେହି ସମୟକୁ ଅପେକ୍ଷା କରିଛି ଯେତେବେଳେ ପ୍ରଭୁ ଶ୍ରୀରାମ ମନ୍ଦିରର ଗର୍ଭ ଗୃହରେ ବିରାଜିବେ । ଏହା ମଧ୍ୟରେ ଖବର ଆସୁଛି କି ପ୍ରଭୁ ଶ୍ରୀରାମଙ୍କ ଗୃହ ପ୍ରବେଶର ତାରିଖ ଧାର୍ଯ୍ୟ ହୋଇସାରିଛି । ସୂଚନା ମୁତାବକ ଭବ୍ୟ…

ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୦|୮: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି ।

କମିଲା ସୁନା ଦାମ, ରୁପା ମୂଲ୍ୟରେ ବି ହ୍ରାସ

ଲଗାତାର ୪ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଚଳିତ ସପ୍ତାହରେ ଶସ୍ତା ହୋଇଛି ସୁନା ଦର । ଏହି ସପ୍ତାହରେ ସୁନା ଦର ହ୍ରାସ ପାଇ ୫୨ ହଜାର ଟଙ୍କା ତଳେ ରହିଛି । ଏହା ସହିତ ବୈଶିକ ବଜାରରେ ମଧ୍ୟ ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ଚଳିତ ସପ୍ତାହର ଶେଷ କାରବାର ଦିନରେ ଅର୍ଥାତ ଶନିବାର ଭାରତୀୟ…

ଅଗଷ୍ଟ ୨୭ରେ ହେବ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା

ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପାଇଁ ବାତିଲ କରାଯାଇଥିଲା ଏବଂ ଆଗାମୀ ୨୭ରେ ଏହାର ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ତାରିଖକୁ ନେଇ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଜଣାଇଛନ୍ତି । ଏହି ପରୀକ୍ଷା ସମୁଦାୟ ୩ଟି ସିଟିଂରେ ହେବାକୁ ଯାଉଛି । ସକାଳ ୯ରୁ…

ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ଶ୍ୱାସରୁଦ୍ଧରେ ୨ମୃତ

ମଥୁରାର ବାଙ୍କେ ବିହାରୀ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଇଁ ଆଳତି କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଲୋକେ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଉର୍ତ୍ତି ହୋଇଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଅନୁଯାୟୀ ସେଠାରେ ପାଦ ରଖିବାକୁ ବି ସ୍ଥାନ ନଥିଲା…

ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେଲା

ରାଜ୍ୟରେ ବନ୍ୟାର ବିପତି କମ ହୋଇଆସୁଥିବା ବେଳେ ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବର୍ତ୍ତମାନ ସମୁଦାୟ ୧୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳ ସ୍ତର ୬୨୧କୁ ଖସିଯାଇଛି । ହୀରାକୁଦ ଡ୍ୟାମରେ ବର୍ତ୍ତମାନ ୧, ୮୩, ୩୮ କ୍ୟୁସେକ ଜଳ…

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପିଜି ପାଇଁ ମେରିଟ ଲିଷ୍ଟ

ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ଏବଂ ଡିଗ୍ରି କଲେଜମାନଙ୍କରେ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମ ପାଇଁ ମେରିଟ ଲିଷ୍ଟ ଆସନ୍ତା ମାସ ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ । ଅଗଷ୍ଟ ୨୫ରେ ଏହି ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏହାର ତାରିଖ ପୋଷ୍ଟପୋନ କରିଛି ।…

ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

କଟକ: ରାଜ୍ୟର ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାତା ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏଡବ୍ଲ୍ୟୁଆର୍ ସର୍ଜନ୍‌ସ କମ୍ୟୁନିଟି ସମର୍ଥନରେ ହାର୍‌ନିଆ ସର୍ଜିକାଲ କେୟାର ଉପରେ ଏକ ଦୁଇଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୂର୍ବାଂଚଳ ଭାରତରୁ ପ୍ରାୟ…