Browsing Category
ଖବର
ମୋଦିଙ୍କ ୭୨ତମ ଜନ୍ମଦିନରେ ଜନ୍ମ ହେବାକୁ ଥିବା ଶିଶୁଙ୍କୁ ମାଗଣା ସୁନାମୁଦି ଉପହାର ଦେବ ବିଜେପି
ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁମାନଙ୍କୁ ସୁନାମୁଦି ଦେବାକୁ ନିଷ୍ପତ୍ତି ନେଇଛି । ଏହି ଅବସରରେ ଆଉ ଏକ ଯୋଜନାରେ ୭୨୦ କିଲୋଗ୍ରାମ ମାଛ ବଣ୍ଟନ ମଧ୍ୟ ସାମିଲ ରହିଛି । ମତ୍ସ୍ୟ ପାଳନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ…
ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦
ଭୁବନେଶ୍ୱର: ଷ୍ଟାର୍ଟଅପ ଓଡ଼ିଶାର ଏକ ପଦକ୍ଷେପ, ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା ୨.୦ ମାତ୍ର କିଛି ଦିନ ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ପହଂଚି ଏକ ନୂଆ ମାଇଲଖୁଂଟ ହାସଲ କରିଛି । ଏହା ୬୧ଟି ଶିକ୍ଷାନୁଷ୍ଠାନରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିଛି ଏବଂ ଏହାର ମେଂଟର୍ମାନଙ୍କୁ…
ବିଶ୍ୱକପ ସ୍କ୍ୱାଡରେ ସାମିଲ ହେବାପରେ ଭାବବିହ୍ୱଳ ହୋଇପଡିଲେ ଦିନେଶ କାର୍ତ୍ତିକ
ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍କ୍ୱାଡ ଘୋଷଣା କରିବା ସହିତ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏରେ ମଧ୍ୟ ରଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ…
‘ସ୍କିଲ୍ ମନ୍ଥନ’ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ‘ସ୍କିଲ୍ ମନ୍ଥନ’ କର୍ମଶାଳାରେ ଯୋଗଦେଇ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ପ୍ରଶିକ୍ଷକ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ।
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ…
ଜେଇଇ ଆଡ୍ଭାନ୍ସଡ୍ ୨୦୨୨ରେ ଓଡିଶାରେ ଶୀର୍ଷରେ ଅଛନ୍ତି ଯାଆଁଳା ଭାଇ
ଭୁବନେଶ୍ୱର : ଜେଇଇ ଆଡ୍ଭାନ୍ସଡ୍ ୨୦୨୨ର ଅଲ୍ ଇଣ୍ଡିଆ ର୍ୟାଙ୍କ୍ର ପ୍ରତ୍ୟେକ ରେଞ୍ଜ୍ରେ ଦେଶବ୍ୟାପୀ ଫିଟ୍ଜୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ କ୍ଲାସ୍ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟରେ ଟପ୍ ୧୦୦ ଅଲ୍ ଇଣ୍ଡିଆ ର୍ୟାଙ୍କ୍ରେ ୩୪ ଜଣ ଓ ଟପ୍ ୫୦ରେ ୧୯ ଜଣ…
ଡା ସୌଦାମିନୀ ମହାପାତ୍ରଙ୍କୁ ଭାରତୀୟ ରତ୍ନ ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଜଣାଶୁଣା ସ୍ତ୍ରୀରୋଗ ବିଶେଷଜ୍ଞ ତଥା ଭୁବନେଶ୍ୱର ସ୍ଥିତ ମ୍ୟାଟରନିଟି କେୟାର ହସ୍ପିଟାଲ ଏବଂ ଆଇଭିଏଫ ସେଂଟର୍ର ପରିଚାଳନା ନିର୍ଦ୍ଦେଶିକା ଡା.ସୌଦାମିନୀ ମହାପାତ୍ରଙ୍କୁ ନୀକଟରେ ସମ୍ମାନଜନକ ଭାରତୀୟ ରତ୍ନ ପୁରସ୍କାର ସହିତ ପୁରସ୍କୃତ କରାଯାଇଛି । ଡା ସୌଦାମିନୀ ମହାପାତ୍ରଙ୍କୁ…
ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କଟକ: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ବହୁମୂଲ୍ୟ ସାମଗ୍ରୀ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଗତ ଶୁକ୍ରବାର ଦିନ କଟକ ମହାନଦୀ ବ୍ରିଜ ନୀକଟରେ ଘଟିଥିବା ଏକ ଦୁର୍ଘଟଣା ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସ ନୀକଟକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା …
କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ, ଜାତୀୟ ପତାକା ଅର୍ଦ୍ଧନମିତ
କୁଇନ୍ ଏଲିଜାବେଥ (ଦ୍ୱିତୀୟ)ଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ବ୍ରିଟେନ ମହାରାଣୀଙ୍କ ପରଲୋକରେ ତାଙ୍କୁ ଶେଷ ସମ୍ମାନ ଜଣାଇ ଆଜି ଭାରତର ବିଭିନ୍ନ…
ସିଦ୍ଧୁ ମସେୱାଲା ହତ୍ୟା କାଣ୍ଡରେ ବଡ ଗିରଫଦାରୀ, ନେପାଳ ସୀମାରୁ ୬ ନମ୍ୱର ସୁଟର୍ ଗିରଫ
ବହୁ ଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜଡ଼ିତ ୬ ନମ୍ୱର ସୁଟ୍ରକୁ ଗିରଫ କରିଛି ପଞ୍ଜାବ ପୋଲିସ୍ । ପୂର୍ବରୁ ୩ ଜଣଙ୍କୁ ଗରିଫ କରିଥିଲା ଦିଲ୍ଲୀ ପୋଲିସ୍ । ସେହିପରି ପଞ୍ଜାବ ପୋଲିସ୍ ପୂର୍ବରୁ ଅମ୍ରିତ୍ସର ଠାରେ ଅନ୍ୟ ଦୁଇ ଅଭିଯୁକ୍ତ ସୁଟରଙ୍କୁ ଏନ୍କାଉଣ୍ଟର…
ବଜାରକୁ ଆସିଲା କୋଭିଡ ଔଷଧ ‘ପ୍ୟାକ୍ସଲୋଭିଡ’
ଲଞ୍ଚ ହେଲା କୋଭିଡ ଔଷଧ ପ୍ୟାକ୍ସଲୋଭିଡ(ପାକ୍ସଲୋଭିଡ ଡ୍ରଗ୍ସ) । ଜେନାରା ଫାର୍ମା(ଜେନାରା ଫାର୍ମା) ଭାରତରେ କୋଭିଡରେ ସଂକ୍ରମିତ ହୋଇଥିବା ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ବିକଳ୍ପ ଚିକିତ୍ସା ନିମନ୍ତେ ପାକ୍ସଲୋଭିଡ ପ୍ରସ୍ତୁତ କରିଛି । ଏହା ନିର୍ମତେଲଭିର ଏବଂ ରିଟୋନାଭିର…