Browsing Category

ଖବର

ହ୍ଵାଇଟ୍ ହାଉସ୍‌ରେ ପତ୍ନୀ ଜିଲ୍‌ଙ୍କ ସହ ଦୀପାବଳୀ ପାଳିଲେ ବାଇଡେନ୍

ଦୀପାବଳୀ ପାଳିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଭାରତୀୟଙ୍କ ସହ ବାଇଡେନ୍ ହ୍ଵାଇଟ୍‌ ହାଉସ୍‌ରେ ଦୀପାବଳୀ ପାଳନ କରିଛନ୍ତି। ଏହି ସମୟରେ ବାଇଡେନ୍‌ଙ୍କ ପତ୍ନୀ ଜିଲ ବାଇଡେନ, ଉପରାଷ୍ଟ୍ରପତି କମଲା ହ୍ୟାରିସ୍, ଏବଂ ବହୁ ଭାରତୀୟ ବଂଶୋଦ୍ଭବ ଉପସ୍ଥିତ ଥିଲେ। ସୂଚାନୁଯାୟୀ, ସୋମବାର…

ଇସ୍ରୋ/ଏନ୍‌ଏସ୍‌ଆଇଏଲ୍ ଦ୍ୱାରା ୩୬ଟି ୱାନ୍‌ୱେବ୍ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର:  ୱାନ୍‌ୱେବ୍ ପକ୍ଷରୁ ଆଜି  ଭାରତର ଶ୍ରୀହରିକୋଟାଠାରେ ସତିଶ ଧୱନ୍ ସ୍ପେଶ୍ ସେଂଟର୍ (ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଆର୍‌)ରୁ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୩୬ଟି ସାଟେଲାଇଟ୍‌ର ସଫଳ ନିୟୋଜନକୁ ନିଶ୍ଚିତ କରାଯାଇଛି । ଇସ୍ରୋ ଓ …

ଶାନ୍ତି ମେମୋରିଆଲ ହସ୍ପିଟାଲରେ ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ୧ମ ବାର୍ଷିକୀ ପାଳନ

ଭୁବନେଶ୍ୱର : ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଆଜି ହସ୍ପିଟାଲ ପରିସରରେ ଏହାର ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକୀ ପାଳନ କରାଯାଇଛି । ରୋଗୀଙ୍କ ଆଖିରୁ ପରିସ୍ଥିତିକୁ ଦେଖିବା ଓ ଅନୁଭବ କରିବା ପାଇଁ ଏବଂ ରୋଗୀଙ୍କ ବ୍ୟକ୍ତିଗତ ଆବଶ୍ୟକତା, ଇଚ୍ଛା, ଆକାଂକ୍ଷା ଓ ଲକ୍ଷ୍ୟକୁ…

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ) ଦିବସ ପାଳିତ

ଭୁବନେଶ୍ୱର, ୨୦/୧୦/୨୦୨୨: ୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ। ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କଠାରେ ଦେଖାଯାଏ। ୫୦ ବର୍ଷ ପରେ

କେଦାରନାଥ ଲିଞ୍ଚୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ

ଉତ୍ତରାଖଣ୍ଡରେ ଆଜି ଏକ ବଡ ଅଘଟଣ ଘଟିଛି। କେଦାରନାଥ ଧାମ୍‌‌ରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ କେଦାରନାଥରୁ ଦୁଇ କିଲୋମିଟର ଦୂର ଗରୁଡଚଟ୍ଟୀରେ ହୋଇଥିବା ନେଇ ଖବର ମିଳିଛି।…

ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଉଦ୍ଧବ ଠାକରେଙ୍କ MVAର ବଡ ବିଜୟ

ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ​​ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଗାଡି (MVA)ର ଚମତ୍କାର ପ୍ରଦର୍ଶନ କରିଛି । ୧୦୭୯ ଟି ସିଟ୍ ମଧ୍ୟରୁ ୪୬୪ ଟି ସିଟ୍ MVA ଖାତାକୁ ଯାଇଛି । ମହାବିକାଶ ଆଗାଡି ଠାକେର ଶିବସେନା, ଏନସିପି ଏବଂ କଂଗ୍ରେସର ଏକ ମିଳିତ ମଞ୍ଚ । MVA ଏନଡିଏ…

କୃଷକଙ୍କୁ ମୋଦୀଙ୍କ ଦିପାବଳୀ ଭେଟି: ୮ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ମୋଟ ୧୬ହଜାର କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ପୁସା ମେଲା ଗ୍ରାଉଣ୍ଡରେ ଦୁଇ ଦିନିଆ “କୃଷକ ସମ୍ନାନ ସମ୍ମିଳନୀ ୨୦୨୨” ର ଉଦଘାଟନ କରିଛନ୍ତି ଏବଂ ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ନାନ ନୀଧି (PM-Kisan) ଅଧୀନରେ ୧୬ ହଜାର କୋଟି ଟଙ୍କାର ଦ୍ୱାଦଶ କିସ୍ତି…

ସୁନ୍ଦରଗଡ଼ ଜିଲ୍ଲାରେ ନିରାପଦ ମାତୃତ୍ୱ ପାଇଁ ‘ମା ଗୃହ’ ପକ୍ଷରୁ ଅନୁକରଣୀୟ ପଦକ୍ଷେପ

ସୁନ୍ଦରଗଡ଼, ୧୪ ଅକ୍ଟୋବର ୨୦୨୨: ‘‘ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ଗୃହରେ

ଆଜି ଘୋଷଣା ହେବ ଗୁଜରାଟ ଓ ହିମାଚଳପ୍ରଦେଶର ନିର୍ବାଚନ ତାରିଖ

ଭାରତୀୟ ନିର୍ବାଚନ କମିଶନ ଆଜି ଅପରାହ୍ନ ୩ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । କୁହାଯାଉଛି କି ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ସୂଚନା ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦୁଇ…

ବଦ୍ରିନାଥ ମନ୍ଦିରକୁ ୫କୋଟିର ଦାନ କଲେ ମୁକେଶ ଅମ୍ବାନୀ

ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବିଶ୍ବର ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଜଣେ । ମାତ୍ର ଏହା ବାଦ ସେ ପ୍ରବଳ ଭଗବାନ ବିଶ୍ବାସୀ ବୋଲି ଦେଖାଯାଇଥାଏ । ବିଭିନ୍ନ ସମୟରେ ଭାରତର ବହୁ ମନ୍ଦିରକୁ ସେ ଗସ୍ତ କରୁଥିବାର ଦେଖାଯାଇଥାଏ । ଏହିକ୍ରମରେ ଗୁରୁବାର ସେ…