Browsing Category

ଖବର

ଆଫଗାନିସ୍ଥାନରେ ଇସ୍‌ଲାମୀୟ ଆଇନ ଲାଗୁ କଲା ତାଲିବାନ

ଆଫଗାନିସ୍ତାନରେ ମାନବାଧିକାର ସ୍ଥିତିକୁ ନେଇ ଚିନ୍ତା ବଢୁଥିବା ବେଳେ ତାଲିବାନ ଏ​‌ବେ ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଛି। ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

ହ୍ୱାଇଟ ହାଉସ୍ ଆଶାୟୀ ପ୍ରାର୍ଥୀ ଟ୍ରମ୍ପ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ । ୨୦୨୪ରେ ହ୍ୱାଇଟ ହାଉସ୍ ପାଇଁ ନିର୍ବାଚନ ଲଢ଼ିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏନେଇ ଘୋଷଣା କରିବା ସହିତ କାଗଜପତ୍ର ଦାଖଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନ୍ୟୁଜ୍…

ବିଶ୍ଵ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ ପାଇଁ ଭାରତର ବଲିଷ୍ଠ ରୋଡମ୍ୟାପ

ଇଜିପ୍ଟ : କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଆଜି ସିଓପି ୨୭ ରେ ଭାରତର ଜାତୀୟ ବିବୃତ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଭାଗନେଇଥିବା ବିଶ୍ଵ ନେତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, "ସର୍ବ ପ୍ରଥମେ ଜୋରଦାର ଉଦ୍ୟମ ଏବଂ ସୁନ୍ଦର

ଆଞ୍ଚଳିକତା ଭିତ୍ତିରେ ଖାଦ୍ଯପଦାର୍ଥ ଅନ୍ତର୍ଭୁକ୍ତ କରିବାପାଇଁ ଆଇଆରସିଟିସିର ପ୍ରାୟାସ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ବେଳେ ମିଳିବ ଆଞ୍ଚଳିକ ସୁସ୍ଵାଦୁ ଖାଦ୍ୟ, ଏଥିପାଇଁ ପ୍ରାୟାସ ଆରଂଭ ହୋଇଛି ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ।ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ

ଆଜିଠୁ G-20 ଶିଖର ସମ୍ମିଳନୀ, ବୈଠକରେ ଯୋଗ ଦେବା ଲାଗି ଇଣ୍ଡୋନେସିଆ ବାଲିରେ ପ୍ରଧାନମନ୍ତ୍ରୀ

ମଙ୍ଗଳବାରଠୁ ଇଣ୍ଡୋନେସିଆ ବାଲିରେ ଆରମ୍ଭ ହେବ G-20 ଶିଖର ସମ୍ମିଳନୀ । ନଭେମ୍ବର ୧୫ ଓ ୧୬ ଦୁଇଦିନ ଧରି ୧୭ତମ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବିଶ୍ବ ଆର୍ଥିକ ବିକାଶ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ପରିବେଶ, ସ୍ବାସ୍ଥ୍ୟ, ଡିଜିଟାଲ ଟ୍ରାଞ୍ଜାକସନ୍ ଭଳି ପ୍ରସଙ୍ଗ ଉପରେ…

ଭୁବନେଶ୍ବରରେ ଆୟୋଜିତ ହେବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ

ସୁନ୍ଦରଗଡ଼ରେ ମିଶନ ଶକ୍ତିର ମା’ଙ୍କ ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ

ସୁନ୍ଦରଗଡ଼, ୧୪ ନଭେମ୍ବର ୨୦୨୨: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା

ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ରବୀନ୍ଦ୍ର ଜାଡେଜା

ଗୁଜରାଟ ନିର୍ବାଚନରେ ନାମାଙ୍କନ ଦାଖଲ ପୂର୍ବରୁ ଜାମନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ତାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିଭାବା ଜାଡେଜା। ସୋମବାର ଆୟୋଜିତ କାର୍ଯ୍ୟକ୍ରମରେ ରିଭାବା ହଳଦିଆ ରଙ୍ଗର ଶାଢୀ…

ଟ୍ୱିଟର ୟୁଜର୍ସଙ୍କୁ କ୍ଷମା ମାଗିଲେ ଏଲନ୍ ମସ୍କ

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏକ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ନୂଆ ଫିଚରକୁ ନେଇ ରହିଛି। ଟ୍ବିଟର ମାଲିକ ଏଲନ୍ ମସ୍କ କହିଛନ୍ତି, ସେ ଖୁବ୍ ଶୀଘ୍ର ୟୁଜର୍ସଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଫଳରେ ଟ୍ବିଟର ସହିତ ଆସୋସିଏଟ୍ ଥିବା…

ପଦ୍ମପୁର ଉପନିର୍ବାଚନ : ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ବିଜେଡି ଦଳର ଅଙ୍କକଷା। ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ। ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା ଭୋଟ୍ ହାତେଇବ ବୋଲି ଆକଳନ କରାଯାଉଛି। ତେବେ ବିଜେଡି ଆସନ୍ତା ୧୬ ତାରିଖରେ…