Browsing Category

ଖବର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ସିବିଆଇର ସମନ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ସମନ ଜାରି କରିଛି ସିବିଆଇ । ଡିସେମ୍ବର ୬ ତାରିଖ ଅପରାହ୍ନ ୧୧ଟା ସମୟରେ ବିଧାନ ପରିଷଦ ସଦସ୍ୟା କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଛି । ଏହି ମଦ ଦୁର୍ନୀତି ମାମଲାରେ…

‘ପଦ୍ମ ଭୂଷଣ’ରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ

ଗୁଗଲ ଓ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ବ୍ୟାପାର ଓ ଉଦ୍ୟୋଗ ଶ୍ରେଣୀରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନୀତ କରାଯାଇଛି। ଆମେରିକାରେ ଭାରତୀୟ ଦୂତଙ୍କଠାରୁ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରି ପିଚାଇ କହିଛନ୍ତି ଯେ ‘ଭାରତ ମୋର ଏକ ଅଂଶ ଓ ମୁଁ ଯୁଆଡେ…

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ହଂସିକା ମୋଟୱାନି

ସାଉଥ୍ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ହଂସିକା ମୋଟୱାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହଂସିକା ତାଙ୍କର ଲଙ୍ଗ୍ ଟାଇମ୍ ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ବିବାହ କରିଛନ୍ତି। ସୋହେଲ ବୃତ୍ତି ଅନୁଯାୟୀ ଜଣେ ବିଜନେସମ୍ୟାନ୍। ଗତକାଲି ହଂସିକାଙ୍କ ମେହେନ୍ଦୀ ଫଙ୍କସନ୍‌ର ଫଟୋ ଏବଂ ଭିଡିଓ…

ପରଲୋକରେ ଫିଲ୍ମ ପ୍ରଯୋଜକ କେ.ମୁରଲିଧରନ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ୍ ପ୍ରଡ୍ୟୁସର୍ କେ ମୁରଲିଧରନଙ୍କ ହୃଦଘାତ ହେତୁ ଦେହାନ୍ତ ହୋଇଛି। ତାମିଲନାଡୁର କୁମ୍ଭକୋଣମରେ ଥିବା ତାଙ୍କ ହୋମଟାଉନରେ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୂରଲୀଧରନ୍ ପୂର୍ବତନ ତାମିଲ ପ୍ରଡ୍ୟୁସର୍ସ କାଉଁସିଲର ସଭାପତି ଥିଲେ। ତାଙ୍କ ସହଯୋଗୀ…

ଆଇପିଏଲ ୨୦୨୩ ନିଲାମୀ, ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ଲିଷ୍ଟରେ ଅଛନ୍ତି ଏହି ସବୁ ବିଦେଶୀ କ୍ରିକେଟର

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୩ ନିଲାମ) ର 1୧୬ ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ୨୩ ଡିସେମ୍ବରରେ କୋଚିରେ ଅନୁଷ୍ଠିତ ହେବ। ମିନି ନିଲାମ ପାଇଁ ସାରା ବିଶ୍ବର ୯୯୧ ଖେଳାଳି ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଏହା ଭିତରୁ ୨୧ ଖେଳାଳିଙ୍କ ନିଜର ବେସ୍ ପ୍ରାଇସ୍ ୨କୋଟି…

ପରଲୋକରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ

ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ। ଓଲିଉଡ ଜଗତରେ ପୁଣି ଦୁଃଖର ଛାୟୀ ଖେଳିଗଲା। କଟକ ଚଣ୍ଡୀରୋଡ ସ୍ଥିତ ବାସଭବନରେ ଦେହାନ୍ତ। ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି।ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ। ମଲାଜହ୍ନ, ଅଦିନ ମେଘ ଭଳି ଅନେକ…

ଇଞ୍ଜିନିୟରସଙ୍କୁ BELରେ ନିଯୁକ୍ତି ସୁଯୋଗ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ଚାକିରି ସୁଯୋଗ। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ସହିତ ଅନେକ ପଦବୀରେ ଭର୍ତ୍ତି କରାଯିବ। ଏହି ଆବେଦନ ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ bel-india.inକୁ…

ଆସନ୍ତା କାଲି ପଦ୍ମପୁର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଚାଲିଛି । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳର ହେଭିୱେଟ ନେତା ପଦ୍ମପୁରରେ ଡେରା ପକାଇ ଜନସମର୍ଥନକୁ ନିଜ ସପକ୍ଷକୁ ଆଣିବା ପାଇଁ ସମସ୍ତ ବଳ ଖଟାଇ ଦେଇଛନ୍ତି ।…

କରନ ଅଦାନୀଙ୍କ ବଡ ଘୋଷଣା, ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ

ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ୍ । ମେକ ଇନ ଓଡ଼ିଶା ସମ୍ମିଳନୀରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀଙ୍କ ଏନେଇ ବଡ଼ ଘୋଷଣା କରିଛନ୍ତି । ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏହି ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ ।…

ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ବୁକିଂ ହୋଇନଥିଲେ…