Browsing Category

ଖବର

ବରିଷ୍ଠ ସାମ୍ବାଦିକ ପ୍ରେମ୍ ପ୍ରକାଶଙ୍କ ପୁସ୍ତକର ଉନ୍ମୋଚନ କରିଛନ୍ତି ରାଜନାଥ ସିଂହ

ଭୁବନେଶ୍ୱର : ନିକଟରେ ଦିଲ୍ଲୀର ସାହିତ୍ୟିକମାନେ ଭାରତର କିମ୍ବନ୍ଦନ୍ତୀ ସାମ୍ବାଦିକ ପ୍ରେମ୍ ପ୍ରକାଶଙ୍କ ଦ୍ୱାରା ଲିଖିତ ଏକ ଚମତ୍କାର ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ ଉତ୍ସବକୁ ପାଳନ କରିଥିଲେ । ପ୍ରେମ୍ ପ୍ରକାଶଙ୍କ ଲିଖିତ ପୁସ୍ତକ ‘ରିପୋର୍ଟିଙ୍ଗ୍ ଇଣ୍ଡିଆ: ମାଇଁ ସେଭେଂଟି ଇୟର…

ଫିଫା ବିଶ୍ୱକପ୍‌ ଅଧାରୁ ସ୍ୱଦେଶ ଫେରିଲେ ଇଂଲଣ୍ଡ ଫୁଟବଲ୍‌ ଦଳର ପ୍ରମୁଖ ସଦସ୍ୟ ରହିମ ଷ୍ଟର୍ଲିଂ

ଇଂଲଣ୍ଡ ଫୁଟବଲ୍‌ ଦଳର ପ୍ରମୁଖ ସଦସ୍ୟ ରହିମ ଷ୍ଟର୍ଲିଂ ବିଶ୍ୱକପ୍‌ ଅଧାରୁ ସ୍ୱଦେଶ ବାହୁଡ଼ିଛନ୍ତି । ପାରିବାରିକ କାରଣକୁ ନେଇ ସେ ଘରକୁ ଫେରିଥିବା ଜଣା ପଡ଼ିଛି । ଲେଦରହେଡ ସ୍ଥିତ ବାସଭବନରେ ଚୋରି ହୋଇଥିବା ଖବର ପାଇବା ପରେ ଷ୍ଟର୍ଲିଂ ସ୍ୱଦେଶ ଫେରି ଯାଇଛନ୍ତି । ସୂଚନାଯୋଗ୍ୟ,…

କ୍ରିମିୟା ବ୍ରିଜ୍ ଉପରେ ମର୍ସିଡିଜ କାର ଚଳାଇଲେ ପୁଟିନ୍‌, ଦେଖନ୍ତୁ ଭିଡିଓ

କ୍ରିମିୟା ବ୍ରିଜ ଉପରେ ମର୍ସିଡିଜ କାର ଚଳାଇଲେ ପୁଟିନ୍‌ । ପୁଟିନଙ୍କ ସାଙ୍ଗରେ ଥିଲେ ରୁଷ ଉପପ୍ରଧାନମନ୍ତ୍ରୀ ଦିମିତ୍ରୋ ରୋଗୋଜିନ। କ୍ରିମିୟା ବ୍ରିଜ ଉପରେ କାର ଚଳାଇ ମରାମତି କାମର ତଦାରଖ କରିଛନ୍ତି ରୁଷ ରାଷ୍ଟ୍ରପତି। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ମରାମତିରେ କେତେ ଲୋକ ଲାଗିଛନ୍ତି ଓ…

ଗୁଜରାଟରେ ବିଜେପି, ହିମାଚଳରେ ଝୁଲା ସରକାର

ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଶେଷ ହେବା ପରେ ସୋମବାର ସମ୍ଭାବ୍ୟ ଫଳାଫଳ ନେଇ ବୁଥ ବାହୁଡା (ଏକଜିଟ୍ ପୋଲ୍‌) ପ୍ରକାଶ ପାଇଛି। ବିଭିନ୍ନ ପୋଲ ଏଜେନ୍ସିର ବୁଥ୍‌ ବାହୁଡା ମତ ଅନୁଯାୟୀ, ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ ବିଜେପି ସହଜରେ ସରକାର ଗଠନ କରିବ…

କଲମ୍ବିଆରେ ବଡ଼ ଧରଣର ଭୂ-ସ୍ଖଳନ : ୩୪ ମୃତ

କଲମ୍ବିଆରେ ଏକ ବଡ଼ ଧରଣର ଭୂ-ସ୍ଖଳନ ଘଟିଛି । ଏହି ଭୂ-ସ୍ଖଳନରେ ଅତି କମରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । କଲମ୍ୱିଆ (Colombia) ର ରିସାରାଲଡା ପ୍ରଦେଶରେ ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଏକ ବସ୍ ଓ ଅନ୍ୟାନ୍ୟ ବାହନ ପୋତି ଯାଇଛି । ଯେଉଁ କାରଣରୁ ଏତେ…

ଏକ ଆଶ୍ଚର୍ଯ୍ୟଜନକ ବାଇକ ତିଆରି କଲେ ଗାଁର ଜଣେ ଯୁବକ: ମାତ୍ର ୧୦ ଟଙ୍କାରେ ଚାଲିପାରେ ୧୫୦ କିଲୋମିଟର

ଆଜିକାଲି ସୋସିଆଲ ମିଡିଆରେ ଏକ ଜବରଦସ୍ତ ଜୁଗାଡର ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି | ଏହି ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଅଭିନବ ଦେଖିବାକୁ ମିଳୁଛି | ଅସଲରେ, ଜଣେ ବାଳକ ନିଜ ମନ ସହିତ ଏପରି ଏକ ବାଇକ୍ ତିଆରି କରିଛି ଯେଉଁଥିରେ ୬ ଜଣ ଲୋକ ଏକତ୍ର ବସିପାରିବେ |ବ୍ୟକ୍ତିଜଣକ କିପରି ଏପରି…

ଜି-୨୦ ବୈଠକ: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଦିଲ୍ଲୀ ଅଭିମୁଖେ ନବୀନ ଗସ୍ତ କରିବାକୁ ଥିବା ବେଳେ ୬ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ଭାରତର ଜି-୨୦…

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର କେନ୍ଦ୍ରୀୟ ତଥା ଉତ୍ତରରେ ଥିବା ୧୪ ଜିଲ୍ଲାର ମୋଟ ୯୩ ଆସନରେ ହେବ ମତଦାନ । ଡିସେମ୍ବର ୧ରେ ୮୯ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ସେତେବେଳେ ୬୩.୩୧% ମତଦାନ ହୋଇଥିଲା । ଡିସେମ୍ବର ୮ରେ ଭୋଟ ଗଣତି…

ଆଜି ପଦ୍ମପୁର ଉପନିର୍ବାଚନ, ଆରମ୍ଭ ହେଲା ମତଦାନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପଦ୍ମପୁର ପରୀକ୍ଷା ଆରମ୍ଭ ହୋଇଛି । ବହୁଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନରେ ବିଜେଡିରୁ ବର୍ଷାରାଣୀ ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ସମେତ ୧୧ ଜଣ ପ୍ରାର୍ଥୀ…

ତାମିଲନାଡୁରେ ଥିବା ସମସ୍ତ ମନ୍ଦିରମାନଙ୍କରେ ମୋବାଇଲ୍‌ ଫୋନ୍‌ ମନା

ତାମିଲନାଡୁ ରାଜ୍ୟରେ ଥିବା ମନ୍ଦିରମାନଙ୍କରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନିଷେଧ କରିବା ଲାଗି ଶୁକ୍ରବାର ଦିନ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ‘ହିନ୍ଦୁ ରିଲିଜିୟସ୍‌ ଆଣ୍ଡ୍‌ ଚାରିଟେବଲ୍‌ ଏଣ୍ଡାଓମେଣ୍ଟ୍‌’କୁ (ଏଚ୍‌ଆର୍‌ ଆଣ୍ଡ୍‌ ସିଇ) ଆଦେଶ ଦେଇଛନ୍ତି। ଭକ୍ତମାନଙ୍କ ସୁରକ୍ଷା…