Browsing Category

କ୍ରୀଡା

ନିଜ ଗୋଆ ସ୍ଥିତ ଘରେ ଏକ ସ୍ୱତନ୍ତ୍ର ରହଣୀର ସୁଯୋଗ ଦେଇଛନ୍ତି କ୍ରିକେଟ୍ ଆଇକନ୍ ଯୁବରାଜ ସିଂହ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ୍ ଆଇକନ୍ ଯୁବରାଜ ସିଂହ ଜଣେ ଏୟାରବିଏନ୍‌ବି ହୋଷ୍ଟ୍‌ରେ ପରିଣତ ହୋଇଛନ୍ତି ଏବଂ ନିଜ ଗୋଆସ୍ଥିତ ଘରେ ଏକ ୬ ଜଣିଆ ଗ୍ରୁପ୍‌କୁ ଏକ ଏକ୍ସକ୍ଲୁସିଭ୍ ୱାନ୍‌-ଟାଇମ୍‌-ଷ୍ଟେ ବା ଗୋଟିଏ ଥରର ସ୍ୱତନ୍ତ୍ର ରହଣୀ ସୁବିଧା ପ୍ରଦାନ କରିଛନ୍ତି । ଚାରିପାଶ୍ୱର୍ରେ…

ଟି-୨୦ ବିଶ୍ୱକପ ପୂର୍ବରୁ ବିସିସିଆଇ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଲେ ଦ୍ରାବିଡ

ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କୋଚ୍‌ ରାହୁଲ୍‌ ଦ୍ରାବିଡ଼ଙ୍କ ଚିନ୍ତା ବଢିଯାଇଛି । ବିଶ୍ୱ କପ୍‌ ପୂର୍ବରୁ ଟିମ୍‌ର ପ୍ରସ୍ତୁତି ନେଇ କୋଚ୍‌ ରାହୁଲ ଦ୍ରାବିଡ଼ ବୋର୍ଡ ସମ୍ମୁଖରେ ଦୁଇଟି ପ୍ରସ୍ତାବ ରଖିଛନ୍ତି । ଏହି ପ୍ରସ୍ତାବକୁ ଖୁବଶୀଘ୍ର ପାଳନ କରିବାକୁ ମଧ୍ୟ…

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

ଏସିଆ କପ୍ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି କ୍ରମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ପଞ୍ଜାବର ମୋହାଲିରେ ଖେଳାଯିବ । ବିଶ୍ୱକପ ପୂର୍ବରୁ ଉଭୟ ଦଳ ସେମାନଙ୍କ ତ୍ରୁଟି…

ଟ୍ୱେଣ୍ଟି୨୦ ବିଶ୍ୱକପ : ଦଳକୁ ଫେରିବେ ବୁମରା ଏବଂ ହର୍ଷଲ

ଏସିିଆ କପ୍‌ କ୍ରିକେଟ ଦଳରୁ ଆହତ ପାଇଁ ବାଦ୍‌ ପଡିଥିଲେ ଭାରତର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ହର୍ଷାଲ ପଟେଲ। ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ ଲାଗି ଭାରତୀୟ ଦଳରେ ବୁମରା ଓ ହର୍ଷାଲ…

ଭାରତ-ପାକିସ୍ତାନ ମ୍ୟାଚରେ ତ୍ରିରଙ୍ଗା ଉଡାଇଲେ ଆଫ୍ରିଦିଙ୍କ ଝିଅ, ପୂର୍ବତ୍ତନ କ୍ରିକେଟର ନିଜେ ଏ ସଂପର୍କରେ କଲେ…

ଏସିଆ କପ-୨୦୨୨ରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଷ୍ଟାଡିୟମରେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଯାହା ପରେ ଭାରତକୁ ଶତ୍ରୁ କହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଟ୍ରୋଲର ଶିକାର…

ଉର୍ବଶୀ ରଓତେଲାଙ୍କୁ ନେଇ କିଛି ଏଭଳି ମଜାଦାର ବୟାନ ଦେଲେ ପାକିସ୍ତାନୀ ବୋଲର ନସିମ ଶାହା, ଦେଖନ୍ତୁ ଭିଡିଓ

ପାକିସ୍ତାନର ଯୁବ ଦ୍ରୁତ ବୋଲର ନସିମ ଶ।।ହା ବଲିଉଡ ଅଭିନେତ୍ରୀ ଉର୍ବଶୀ ରଓତେଲାଙ୍କୁ ନେଇ ଏକ ମଜାଦାର ବୟାନ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରଓତେଲା ନିକଟତରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଆସିଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ପୂର୍ବରୁ ଉର୍ବଶୀ ନିଜ…

ରାହୁଲଙ୍କ ବଦଳରେ ଏଥର ଓପନିଂ କରିପାରନ୍ତି ବିରାଟ, କିଛି ଏପରି କହିଲେ ପୂର୍ବତ୍ତନ କ୍ରିକେଟର

ଏସିଆ କପ୍‌ ୨୦୨୨ରୁ ଟିମ୍ ଇଣ୍ଡିଆ ବାହାରିବା ପରେ ଭାରତୀୟ ଦଳର ନଜର ଏବେ  ଟି-୨୦ ବିଶ୍ବକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଉପରେ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇ ଟିମ୍ ବିପକ୍ଷରେ ସିରିଜ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଓପନର କେଏଲ…

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ ଲିଗ୍ ଟ୍ରଫି

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ୱ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ସୁଇଜରଲ୍ୟାଣ୍ଡ ଜୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭେଲିନ୍…

ଆଜି ଆଫଗାନିସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳି ଏସିଆ କପ ଯାତ୍ରା ଶେଷ କରିବା ଭାରତ

ଫାଇନାଲ ଖେଳିବା ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ ଦୁବାଇରୁ ସ୍ବଦେଶ ଫେରିବା ପୂର୍ବରୁ ଗୁରୁବାର ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ କ୍ରମାଗତ ସୁପର-୪ ମ୍ୟାଚ୍‌ ହାରିବା ପରେ ଭାରତ ଟାଇଟଲ ଲଢ଼େଇରୁ ବାଦ୍‌ପଡ଼ିଛି। ତଥାପି ଶେଷ ମ୍ୟାଚ୍‌ରେ ତା’ର ତ୍ରୁଟି ସୁଧାରି…

ମ୍ୟାଚ୍ ଜିତିବା ପରେ ଷ୍ଟାଡିୟମରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଉତ୍ପାତ, ଚୌକି ଓପାଡ଼ି ପିଟିଲେ ଆଫଗାନୀ ଫ୍ୟାନ୍ସ, ଭିଡିଓ…

ବୁଧବାର ଏକ ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ ଯାଏଁ ଲଢି ଶେଷରେ ହାର୍‌ ମାନିଛି ଆଫଗାନିସ୍ତାନ। ଏହି କ୍ରମରେ ଏସିଆ କପ୍ ୨୦୨୨ ଫାଇନାଲ୍‌ରୁ ବଦାୟ ନେଇଛନ୍ତି ଭାରତ ଏବଂ ଆଫଗାନିସ୍ତାନ। ତେବେ ମ୍ୟାଚ୍ ଜିତିବା ପରେ…