Browsing Category
କ୍ରୀଡା
ଘର ଚଳାଇବାକୁ ସଂଘର୍ଷ କରୁଛନ୍ତି ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ
ବିନୋଦ କାମ୍ବଲୀ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ପିଲା ବେଳୁ ହିଁ ନିବିଡ ବନ୍ଧୁତା । ଏହା କାହାରିକୁ ମଧ୍ୟ ଅଛପା ନାହିଁ । ଉଭୟ ଏକାଠି ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି । କିନ୍ତୁ ଫରକ୍ ହେଉଛି ସଚିନ କ୍ରିକେଟର ଭଗବାନ ହୋଇଗଲେ କିନ୍ତୁ କାମ୍ବଲୀ ଅଧିକ ଦିନ କ୍ରିକେଟରେ ତିଷ୍ଠି…
ୱାଶିଂଟନ ସୁନ୍ଦର ଆଉଟ, ଶାହାବାଜ ଅହମଦ ଇନ
ଇଂଲଣ୍ଡରେ କାଉଂଟି ମ୍ୟାଚ ଖେଲିବା ସମୟରେ ଆହତ ହୋଇଥିବାରୁ ଭାରତୀୟ ସ୍କ୍ୱାଡରୁ ୱାଶିଂଟନ ସୁନ୍ଦର ବାଦ ପଡିଛନ୍ତି । ତାଙ୍କ ପରିବର୍ତ୍ତେ ଜିମ୍ବାୱେ ବିପକ୍ଷ ଦିନିକିଆ ମ୍ୟାଚରେ ପ୍ରଥମ ଥର ପାଇଁ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ତାଙ୍କର ଟିମରେ ଖେଳିବାକୁ ନେଇ ବିସିସିଆଇ…
ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା…
ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ବଡ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ୨୮ ତାରିଖରେ ଖେଳାଯିବ । ଏଥିପାଇଁ ପ୍ରଶଂସକ ଉତ୍ସାହିତ ଅଛନ୍ତି । ଉଭୟ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ବଡ ଟୁର୍ଣ୍ଣାମେଣ୍ଟ…
୨୦୨୩ରୁ ପ୍ରାରମ୍ଭ ହେବ ମହିଳା ଆଇପିଏଲ
ସମଗ୍ର ବିଶ୍ୱରେ ଆଇପିଏଲ ମ୍ୟାଚର କ୍ରେଜ ବଢୁଥିବା ବେଳେ ବିସିସିଆଇ ପକ୍ଷରୁ ମହିଳା ଆଇପିଏଲ ମ୍ୟାଚର ଆୟୋଜନ ପାଇଁ ଆଲୋଚନା ଚାଲିଥିଲା । ବିଗତ ୨ ଆଇପିଏଲ ସଂସ୍କରଣରେ ପରୀକ୍ଷାମୂଳକଭାବେ ୩ରୁ ୪ଟି ମହିଳା କିକ୍ରେଚ ମ୍ୟାଚ ଖେଳାଯାଇଥିଲା ।
ଶୁକ୍ରବାର ଦିନ ଭାରତୀୟ କ୍ରିକେଚ କଣ୍ଟ୍ରୋଲ ବୋର୍ଡ ପ…
ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହେବେ ଦାଦା! ପଢନ୍ତୁ ପୁରା ଖବର
ଚଳିତ ବର୍ଷ ଭାରତ ନିଜର ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହାକୁ ଖାସ୍ କରିବା ପାଇଁ ଦେଶରେ ଅମୃତ ମହୋତ୍ସବର ଆୟୋଜନ କରାଯାଉଛି। ଏହି ଅବସରରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଏକ ସ୍ବତନ୍ତ୍ର କ୍ରିକେଟ ମ୍ୟାଚ୍ର ଆୟୋଜନ କରାଯିବ। ଏହି ମ୍ୟାଚ୍ ଲିଜେଣ୍ଡସ୍ କ୍ରିକେଟ ଲିଗ୍ ଅନୁସାରେ…
ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ । ୨୨ ବର୍ଷିୟ ଲେଫ୍ଟ ହ୍ୟାଣ୍ଡର ଅର୍ଜୁନ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନର ସଦସ୍ୟ । ସେ ୨୦୨୦-୨୧ରେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ସେ…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ‘ଏମ୍ଆଇ ଏମିରେଟ୍ସ’ ଓ ‘ଏମ୍ଆଇ କେପ୍ ଟାଉନ୍’ ଉନ୍ମୋଚିତ
ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଂଚାଇଜିର ନାମ ଓ ବ୍ରାଣ୍ଡ୍ ପରିଚୟ ଘୋଷଣା କରାଯାଇଛି । ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି୨୦ରେ “ଏମ୍ଆଇ ଏମିରେଟ୍ସ’ ଓ କ୍ରିକେଟ୍!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ହକିରେ ଓଡ଼ିଶାକୁ ୨ ପଦକ, ଅମିତ ରୋହିଦାସ ଜିତିଲେ ସିଲିଭର ମେଡାଲ
ଓଡ଼ିଶାରୁ ୫ ଜଣ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ପଦକ ଜିତିବାରେ ସଫଳ ହୋଇଛନ୍ତି । ଉଭୟ ପଦକ ହକିରେ ମିଳିଛି ।
ମହିଳା ହକିରେ ଭାରତ ଗତକାଲି ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଗ୍ରେସ ଏକ ମାତ୍ର ଓଡ଼ିଆ ଭାବେ ମହିଳା…
ପୁରୁଷ ବ୍ୟାଟମିଣ୍ଟନରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ
ଉହିଳା ସିଙ୍ଗଲସ ଫାଇନାଲରେ ପି ଭି ସିନ୍ଧୁଙ୍କ ପରେ ପୁଣି ପୁରୁଷ ସିଙ୍ଗଲରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ । ସେ ମାଲେସିଆର ଖେଳାଳିଙ୍କୁ ହାରଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ଏହା ସହିତ ଭାରତର ସମୁଦାୟ ସ୍ୱର୍ଣ୍ଣ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଭାରତୀୟ ଖେଳାଳିମାନେ ସମୁଦାୟ…
ବର୍ମିଂହାମରେ ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ
ଭାରତର ମହିଳା ସଟଲର ପିଭି ସିନ୍ଧୁ ରାଜଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ବଣ୍ଟମିଣ୍ଟନ କାର୍ଯ୍ୟକ୍ରମରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିବା…