Browsing Category
କ୍ରୀଡା
ଓଡିଶାର ଶିଶୁ ବ୍ୟାଡମିଣ୍ଟନ ପ୍ରତିଭା ତୁଶିତ୍ ନେବେ ଗୋପୀଚାନ୍ଦଙ୍କ ଠାରୁ ପ୍ରଶିକ୍ଷଣ
ଆଇଡିବିଆଇ ଫେଡେରାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ୟଙ୍ଗ୍ ଚାମ୍ପ୍ସ ପ୍ରୋଗ୍ରାମ୍ ପାଇଁ ୧୪ ଜଣ ଯୁବ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ଚୟନ କରାଯାଇଛି । ୭ରୁ ୧୧ ବର୍ଷ ବୟସ୍କ ଏହି ଖେଳାଳୀମାନଙ୍କୁ ହାଇଦ୍ରାବାଦସ୍ଥିତ ପୁଲ୍ଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀରେ ପୁଲ୍ଲେଲା ଗୋପୀଚାନ୍ଦ ଓ…
ହିରୋ ସୁପର କପର ବିଜେତା ମୁକୁଟ ପିନ୍ଧିଲା ବେଙ୍ଗାଲୁରୁ ଏଫସି
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହିରୋ ସୁପର କପ ଫୁଟବଲର ଗ୍ରାଣ୍ଡ ଫାଇନାଲରେ ଇଷ୍ଟ୍-ବେଙ୍ଗଲକୁ ୪-୧ ଗୋଲରେ ହରାଇଲା ବେଙ୍ଗାଲୁରୁ ଏଫସି ଟିମ । ଟିମ ପକ୍ଷରୁ ୨ଟି ଗୋଲ କରି ହିରୋ ଅଫ ଦ ମ୍ୟାଚ ରହିଛନ୍ତି ସୁନୀଲ ଛେତ୍ରୀ । ମ୍ୟାଚର ପ୍ରାରମ୍ଭରୁ ହିଁ ବେଙ୍ଗାଲୁରୁ ଟିମ ଆକ୍ରମଣାତ୍ମକ…
ଫିଫା ବିଶ୍ୱକପ୍ ୨୦୧୮ ପାଇଁ କିଆ ମୋଟର୍ସ ପକ୍ଷରୁ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟରଙ୍କ ଅନୁସନ୍ଧାନ
କିଆ ମୋଟର୍ସ ଭାରତ କିଶୋର ଜାତୀୟ ଫୁଟବଲ୍ ଖେଳାଳୀ (୧୦ ବର୍ଷରୁ ୧୪ ବର୍ଷ ମଧ୍ୟରେ)ଙ୍କ ନିମନ୍ତେ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟର୍ (ଓଏମ୍ବିସି) ପ୍ରୋଗ୍ରାମର ଏକ ଅଂଶସ୍ୱରୂପ ୨୦୧୮ ଫିଫା ବିଶ୍ୱକପ୍, ରୁଷିଆକୁ ଅନୁଭବ କରିବାର ସୁଯୋଗ ନେଇ ଆସିଛି । ୨୦୧୮ ଫିଫା ବିଶ୍ୱକପର ପ୍ରତି ମ୍ୟାଚରେ…
ଆଇପିଏଲରେ ନରିନଙ୍କ ୧୦୦ତମ ୱିକେଟ
ଚଳିତ ଆଇପିଏଲର ଏକାଦଶ ସଂସ୍କରଣରେ କୋଲକତା ନାଇଟ ରାଇଡର୍ସର ପ୍ରମୁଖ ସ୍ପିନର ସୁନିଲ ନରିନ ଏକ ମାଇଲଖୁଣ୍ଟି ସ୍ପର୍ଶ କରିଛନ୍ତି । ସେ ପ୍ରତିଯୋଗିତାରେ ସେ ତୃତୀୟ ବୋଲର ଭାବେ ଶହେତମ ୱିକେଟ ହାସଲ କରିଛନ୍ତି । ତେବେ ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବିଦେଶୀ ବୋଲର ଏବଂ ପ୍ରଥମ ବିଦେଶୀ…
ଆଜିଠାରୁ ଆଇପିଏଲ୍ ମହାକୁମ୍ଭ
ପ୍ରତିବର୍ଷ କ୍ରିକେଟ୍ ପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଆସୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଆଜିଠାରୁ ଆରମ୍ଭ ହେବାକୁଯାଉଛି । ଏହା ହେଉଛି ଆଇପିଏଲର ୧୧ତମ ସଂସ୍କରଣ । ଆଜି ଏହାର ଉଦଘାଟନୀ ଉତ୍ସବ ପାଳନ ହେବ। ମୂମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍ରେ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…
ଗୋଲ୍ଡ କୋଷ୍ଟରେ ଭାରତ ଜିତିଲା ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ
ଚଳିତ କମନ ୱେଲଥ ଗେମ ଗୋଲ୍ଡ କୋଷ୍ଟ ୨୦୧୮ରେ ଭାରତ ଅଦ୍ୟାବିଧି ୨ଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ସିଲଭର ପଦକ ହାସଲ କରିପାରିଛି । ଅଷ୍ଟ୍ରଲିଆରେ ଆୟୋଜିତ ଏହି ଗୋଲ୍ଡ କୋଷ୍ଟ ୨୦୧୮ର ଉତ୍ସବ ଏପ୍ରିଲ ୪ ପ୍ରାରମ୍ଭ ହୋଇଥିଲା । ଗୋଲ୍ଡ କୋଷ୍ଟର ପ୍ରଥମ ଦିନ ତଥା ଏପ୍ରିଲ ୫ରେ ମଣିପୁରର ୨୪ ବର୍ଷିୟ…
୧-୦ରେ ସିରିଜ ଜିତିଲା ନ୍ୟଜିଲ୍ୟାଣ୍ଡ
ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ଦ୍ୱିତୀୟ ଟେଷ୍ଟ ଡ୍ର ରେ ସମାପ୍ତ ହୋଇଯାଇଛି । ଶେଷ ଦିନରେ ନ୍ୟଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଙ୍ଗ କରି ଦଳକୁ ପରାଜୟରୁ ରକ୍ଷା କରିଛନ୍ତି । ଏଥି ସହ ନ୍ୟଜିଲାଣ୍ଡ ୧-୦ରେ ବିଜୟୀ ହୋଇଯାଇଛି । ନ୍ୟଜିଲାଣ୍ଡ ଦୀର୍ଘ ୩୪ ବର୍ଷ…
ଏପ୍ରିଲ ୪ରୁ ଅଷ୍ଟ୍ରେଲିଆରେ କମନ ୱେଲଥ ଗେମ୍
ଯୁବ ସମୟ - ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ୨୦୧୮ କମନ ୱେଲଥ ଗେମ୍ ଆରମ୍ଭ ହେବାକୁ ଯାଉଛି । ଏହା ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଆୟୋଜିତ ହେଉଥିବାରୁ ଏହାର ନାମ ଗୋଲ୍ଡ କ୍ୱେଷ୍ଟ ୨୦୧୮ ମଧ୍ୟ ରଖାଯାଇଛି । ଅଷ୍ଟ୍ରେଲିଆରେ ଏହା ପଞ୍ଚମ ଥର ପାଇଁ ଆୟୋଜିତ ହେଉଛି । ଚଳିତ ବର୍ଷ ଏଥିରେ ୭୧ଟି ଦେଶର…
ସ୍ମିଥ ଏବଂ ୱାର୍ଣ୍ଣରଙ୍କ ଉପରେ ସଠିକ କାର୍ଯ୍ୟନୁଷ୍ଠାନ ହୋଇଛି – ସଚିନ
ଯୁବ ସମୟ – କ୍ରିକେଟ ଅଷ୍ଟ୍ରେଲିଆ ( ସିଏ) ଉଭୟ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କ ବିରୋଧରେ ଲଗାଇଥିବା ବାସନ୍ଦ ଠିକ ନିଷ୍ପତି ନେଇଛନ୍ତି କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁକର କହିଛନ୍ତି । “କ୍ରିକେଟ ସବୁବେଭେ ଭଦ୍ରଲୋକଙ୍କ ଖେଳ ଭାବରେ ପରିଚିତ । ଏହି ଖେଳ ଅତ୍ୟିନ୍ତ ସ୍ୱଚ୍ଚାତା ସହ…
କଟକରେ ଫ୍ୟୁଚର କବାଡ଼ି ହିରୋଜ୍ କାର୍ଯ୍ୟକ୍ରମ
ଯୁବ ସମୟ -: ଭିଭୋ ପ୍ରୋ କବାଡ଼ି ଲିଗ୍ର ଆୟୋଜକ ମଶାଲ୍ ସ୍ପୋର୍ଟସ୍ ଓ ଏକେଏଫ୍ଆଇ ମିଳିତଭାବେ ତ୍ରିସ୍ତରୀୟ ଫ୍ୟୁଚର୍ କବାଡ଼ି ହିରୋଜ୍ (ଏଫ୍କେଏଚ୍) କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ବର୍ଷରେ ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି । ଏହାର ଏକ୍ସପର୍ଟ୍…